Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଭାରତ ଓ ଚୀନ୍ ସମ୍ପର୍କକୁ ନେଇଁ ମୁହଁ ଖୋଲିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

ଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ଥିବା ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟ ଶଙ୍କର । ଏଲଏସିରେ ଦେଢ ବର୍ଷ ହେବା ଚାଲିଥିବା ଅଶାନ୍ତ ବାତାବରଣକୁ ନେଇ ଉଭୟ ଦେଶ ସେନା ସ୍ତରୀୟ ବାର୍ତ୍ତାକୁ ନେଇ ସହମତି ଦେଇଛନ୍ତି । ଏହା ୧୪ ସ୍ତରୀୟ ବାର୍ତ୍ତାହେବ ଯେଉଁଥିରେ…

[ଭିଡ଼ିଓ] ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ତିନି କୃଷି ଆଇନ ପ୍ରତ୍ୟାହାର

ନୂଆଦିଲ୍ଲୀ: ଚାଷୀଙ୍କ ଜିଦ ଆଗରେ ନରମିଲେ କେନ୍ଦ୍ର ସରକାର । ବର୍ଷେ ଧରି ଆନ୍ଦୋଳନ ପରେ କୃଷକଙ୍କ ଦାବି ମାନିଛନ୍ତି । ଉଚ୍ଛେଦ ହେଲା ନୂଆ କୃଷି ଆଇନ । ୩ଟି କୃଷି ଆଇନକୁ ସରକାର ପ୍ରତ୍ୟାହାର କରିଛନ୍ତି । ଆଜି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ…

ଭାରତ-ଚୀନ୍ ମଧ୍ୟରେ ବୈଠକ ଶେଷ , ଦ୍ୱିପାକ୍ଷିକ ବୁଝାମଣାକୁ ଉଭୟ ପକ୍ଷର ସମ୍ମତି

ଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଦ୍ୱିପାକ୍ଷିକ ଆଲୋଚନା ଶେଷ ହୋଇଛି । ଦ୍ୱିପାକ୍ଷୀକ ରାଜିନାମାକୁ ସମ୍ମାନ ଜଣାଇବା ସହ ଆଗକୁ ସୀମାରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ଉଭୟ ପକ୍ଷ ରାଜି ହୋଇଛନ୍ତି ।ଅନ୍ୟପଟେ ଖୁବ୍ ଶିଘ୍ର ୧୪ ତମ କମାଣ୍ଡସ୍ତରୀୟ ଆଲୋଚନା…

ଅରୁଣାଚଳ ପ୍ରଦେଶରେ ବାୟୁସେନାର ହେଲିକପ୍ଟର କ୍ରାଶ ,ଅଳ୍ପକେ ବର୍ତ୍ତିଲେ ୫ଜଣ

ଦିଲ୍ଲୀ : ଭାରତୀୟ ବାୟୁସେନାର ହେଲିକପ୍ଟର କ୍ରାସ ହୋଇଛି । ଆଜି ଅରୁଣାଚଳ ପ୍ରଦେଶରେ ବାୟୁସେନାର ବିମାନ ଏମଆଇ-୧୭ ହେଲିକପ୍ଟର କ୍ରାସଲ୍ୟାଣ୍ଡ କରିଛି । ଏହି ଦୁର୍ଘଟଣାରେ ବିମାନରେ ଥିବା ଦୁଇ ଜଣ ପାଇଲଟ ଓ ୩ ଜଣ କ୍ରିୟୁ ମେମ୍ବର ଅଳ୍ପକେ ରକ୍ଷା ପାଇଛନ୍ତି । ସୂଚନା ଅନୁସାରେ ହେଲିକପ୍ଟର…

ଅଫଲାଇନରେ ହେବ CBSE, CISCE ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା

ଦିଲ୍ଲୀ : ସିବିଏସଇ ଓ ସିଆଇଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କୁ ଝଟକା । ଏଥର ଅଫଲାଇନରେ ହେବ ବୋର୍ଡ ପରୀକ୍ଷା । ପରୀକ୍ଷା ହାଇବ୍ରିଡ ମୋଡରେ କରିବା ନେଇ ଛାତ୍ରଛାତ୍ରୀଙ୍କ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏଥର ପରୀକ୍ଷା ଅଫଲାଇନରେ ହେବ । ଆଉ ଛାତ୍ରଛାତ୍ରୀଙ୍କୁ…

ଆଜି ଭାରତ ଓ ଚୀନ WMCC ବୈଠକ

ଦିଲ୍ଲୀ: ଆଜି ଭାରତ ଓ ଚୀନ ୱାର୍କିଂ ମେକାନିଜିନ୍ ଫର କନସଲଟେସନ୍ ଆଣ୍ଡ ମେକାନିଜିମ୍ର ବା ଡ଼ବ୍ଲୁଏମସିସି ବୈଠକ ହେବ । ଭର୍ଚୁଆଲରେ ଏହି ବୈଠକ ବସିବ । ବୈଠକରେ ପ୍ରତିନିଧିତ୍ୱ କରିବେ ବରିଷ୍ଠ କୁଟନୀତିଜ୍ଞ ନବୀନ ଶ୍ରୀବାସ୍ତବ । ଏଥିରେ ସେନା ଅଧିକାରୀ, ଭାରତ ତିବତ ସୀମା ପୋଲିସ, ପ୍ରତିରକ୍ଷା ଓ…

ଆଇସିସି କ୍ରିକେଟ କମିଟିର ଚେୟାରମ୍ୟାନ ହେଲେ ସୌରଭ ଗାଙ୍ଗୁଲି

ଦିଲ୍ଲୀ: ଆଇସିସି କ୍ରିକେଟ କମିଟିର ଚେୟାରମ୍ୟାନ ହେଲେ ସୌରଭ ଗାଙ୍ଗୁଲି । ବୁଧବାର ଆଇସିସି ଗଭର୍ଣ୍ଣିଂ ବଡ଼ି ପକ୍ଷରୁ ଏହି ସୂଚନା ମିଳିଛି । ଅନିଲ କୁମ୍ଭଲେଙ୍କ ସ୍ଥାନରେ ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ଏହି ପଦ । ଏହା ପୂର୍ବରୁ ଆଇସିସି ଅଧ୍ୟକ୍ଷ ପଦରେ ଅନୀଲ କୁମ୍ବଲେ ଥିଲେ । ୨୦୧୨ରେ ଏହି…

ବିଷ ବଳୟରେ ଦିଲ୍ଲୀ: ଆଗାମୀ ନିର୍ଦ୍ଦେଶ ଯାଏ ରାଜଧାନୀରେ ସ୍କୁଲ, କଲେଜ ବନ୍ଦ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ପ୍ରଦୂଷଣ ଲୋକଙ୍କୁ ହନ୍ତସନ୍ତ କରୁଛି । ବିଷ ବଳୟରେ ଦିଲ୍ଲୀ । ଚାରିଆଡ଼େ ଧୂଆଁମୟ ପରିବେଶ । ରାଜଧାନୀବାସୀ ଅଣନିଶ୍ୱାସୀ ହୋଇ ଗଲେଣି । ଗତ ସପ୍ତାହେ ହେବ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣରେ ଆଣିବା ପାଇଁ ସରକାର ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି । ଦିଲ୍ଲୀ ଏମସିଆରରେ…

ଭାରତରେ କ୍ରିପ୍ଟୋକରେନ୍ସିକୁ ଅଟକାଇ ହେବ ନାହିଁ, ନିୟନ୍ତ୍ରିତ କରିବାକୁ ହେବ

ଦିଲ୍ଲୀ : ‘କ୍ରିପ୍ଟୋକରେନ୍ସିକୁ ଅଟକାଇ ହେବ ନାହିଁ, କିନ୍ତୁ ଏହାକୁ ନିୟନ୍ତ୍ରିତ କରିହେବ,’ ଏପରି ମତ ପ୍ରକାଶ ପାଇଛି ଅର୍ଥ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ବୈଠକରେ । କ୍ରିପ୍ଟୋ ଫାଇନାସନ୍ସ ସମ୍ପର୍କରେ ଆଜି  ଅର୍ଥ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ବୈଠକରେ ଆଲୋଚନା ହୋଇଥିଲା ।…

୬୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ଦିଲ୍ଲୀ: ଗୁଜୁରାଟ ଏଟିଏସକୁ ବଡ ସଫଳତା । ୬୦୦ କୋଟିର ଡ୍ରଗ୍ସକୁ ଜବତ କରିଛି ଗୁଜୁରାଟ ଏଟିଏସ । ଗୁଜୁରାଟର ମୋରବୀ ଜିଲ୍ଲାରୁ ଏହି ଡ୍ରଗ୍ସ ଜବତ କରାଯାଇଛି । ପ୍ରାୟ ୧୨୦ କିଲୋଗ୍ରାମର ଡ୍ରଗ୍ସ ଯାହାର ଆନୁମାନିକ ମୂଲ୍ୟ ୬୦୦ କୋଟି ବୋଲି କୁହାଯାଉଛି । ପାକିସ୍ତାନର ଡ୍ରଗ୍ସ ମାଫିଆ ଖାଲିଦ…