Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

୧୧ ଓଡ଼ିଆଙ୍କୁ ପଦ୍ମ ସମ୍ମାନ

ଦିଲ୍ଲୀ: ଦେଶର କୃତି ସନ୍ତାନଙ୍କୁ ମିଳିଲା ପଦ୍ମ ସମ୍ମାନ। ୧୧ଜଣ ଓଡ଼ିଆଙ୍କୁ ମିଳିଛି ପଦ୍ମ ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୧ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରମନାଥ କୋବିନ୍ଦ । ୭ଜଣଙ୍କୁ ପଦ୍ମବିଭୂଷଣ, ୧୬ଜଣଙ୍କୁ ପଦ୍ମ ଭୂଷଣ ଓ…

ଛଟ୍ ପୂଜାରେ ବିଷାକ୍ତ ଫେଣ ମଧ୍ୟରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

ଦିଲ୍ଲୀ: ଦୀପାବଳି ପରେ ରାଜଧାନୀର ସ୍ଥିତି ସଙ୍ଗୀନ୍ । ଦିଲ୍ଲୀରେ ଉତ୍କଟ ହୋଇଛି ଜଳ ଓ ବାୟୁ ପ୍ରଦୂଷଣ । ଛଟ୍ ପୂଜା ଆରମ୍ଭ ହେଉଥିବା ବେଳେ ଚିନ୍ତାରେ ଶ୍ରଦ୍ଧାଳୁ । ଯମୁନା ନଦୀରେ ଏକାଠି ହୋଇଛି ବିଷାକ୍ତ ଫେଣ । ଆଉ ଭକ୍ତମାନେ ବିଷାକ୍ତ ଫେଣରେ ଗାଧୋଇବାକୁ ବାଧ୍ୟ ହେଉଛନ୍ତି । ଯମୁନା…

ସମାଜ ସେବା ପାଇଁ ଅଗୁସ ଇନ୍ଦ୍ର ଉଦୟନଙ୍କୁ ପଦ୍ମଶ୍ରୀ ସମ୍ମାନ

ଦିଲ୍ଲୀ : ସମାଜ ସେବା ପାଇଁ ପଦ୍ମଶ୍ରୀ ସମ୍ମାନ । ଇଣ୍ଡୋନେସିଆର ଅଗୁସ ଇନ୍ଦ୍ର ଉଦୟନଙ୍କୁ ପଦ୍ମଶ୍ରୀ ସମ୍ମାନରେ ଆଜି ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଇନ୍ଦ୍ର ଉଦୟନଙ୍କୁ ସମ୍ମାନୀତ କରିଛନ୍ତି । ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଶ୍ବର…

ନଭେମ୍ବର ୨୯ରୁ ଡିସେମ୍ବର ୨୩ ଯାଏଁ ସଂସଦରେ ଶୀତ ଅଧିବେସନ ଚାଲିବ

ଦିଲ୍ଲୀ: ସଂସଦରେ ଆରମ୍ଭ ହେବ ଶୀତକାଳୀନ ଅଧିବେସନ । ଏହି ଅଧିବେସନ ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେସନରେ ୨୦ ଟି କାର୍ଯ୍ୟଦିବସ ରହିବ ବୋଲି ଜଣାପଡ଼ିଛି ।ଏଥିପାଇଁ କ୍ୟାବିନେଟ କମିଟି ସୁପାରିଶ କରିଛି।ଏଥର କୋଭିଡ କଟକଣା ଅନୁସାରେ…

ଧାର୍ମିକ ପର୍ଯ୍ୟଟନସ୍ଥଳୀର ପ୍ରୋତ୍ସାହନ ପ।ଇଁ ଆରମ୍ଭ ହେଲା ଶ୍ରୀ ରାମାୟଣ ରେଳଯାତ୍ରା

ଦିଲ୍ଲୀ: ଦେଶର ଧାର୍ମିକ ପର୍ଯ୍ୟଟନସ୍ଥଳୀକୁ ପ୍ରୋତ୍ସାହିତ କରିବା ପାଇଁ ଆଇଆରସିଟିସି ଆରମ୍ଭ କରିଛନ୍ତି ପ୍ରଥମ ସ୍ୱତନ୍ତ୍ର ଶ୍ରୀ ରାମାୟଣ ରେଳଯାତ୍ରା । ଏହି ଟ୍ରେନ ଆଜି ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ ହୋଇଛି। ୧୭ଦିନିଆ ଏହି ଯାତ୍ରାରେ ଅଯୋଧ୍ୟା, ସୀତାମଢ଼ୀ ଏବଂ ଚିତ୍ରକୁଟ…

ଆଜି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ

ଦିଲ୍ଲୀ: ଆଜି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ। କରୋନାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ବୈଠକ କରାଯିବ ବୋଲି ନିଷ୍ପତି ନିଆଯାଇଛି। ସକାଳ ୧୦ଟାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ହେବ। ଏହା ଅପରାହ୍ନ ୩ଟାରେ ଶେଷ ହେବ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରୁ ଆରମ୍ଭ ହେବ…

ଶସ୍ତା ହେବ ଖାଇବା ତେଲ ଦର, ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର

ଦିଲ୍ଲୀ : ଖାଉଟିଙ୍କ ପାଇଁ ଖୁସି ଖବର । ଶସ୍ତା ହେବ ଖାଇବା ତେଲ ଦର। ପ୍ରଥମେ ପଟ୍ରୋଲ ଡିଜେଲ ପରେ ଏବେ ଖାଇବା ତେଲର ଦର ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଅହେତୁକ ଦର ବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ପଡ଼ିଥିବା ବେଳେ ଏବେ କେନ୍ଦ୍ର ସରକାର ତେଲ ଦର ହ୍ରାସ କରିଛନ୍ତି ।ପାମୋଲିନ, ସୋୟାବିନ୍…

କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାବାଙ୍କ ଦର୍ଶନ ସହ କଲେ ରୁଦ୍ରାଭିଷେକ

ଦିଲ୍ଲୀ: କେଦାରନାଥ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେଦାରନାଥରେ ପହଞ୍ଚି ବାବାଙ୍କ ଦର୍ଶନ କରିବା ସହ ରୁଦ୍ରାଭିଷେକ କରିଛନ୍ତି। ପୂଜାର୍ଚ୍ଚନା କରିବା ସହ ଦେଶର କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ଫୁଟର ଉଚ୍ଚ ଆଦି…

କମିଲା ପେଟ୍ରୋଲ ଓ ଡ଼ିଜେଲ ଦର

ଦିଲ୍ଲୀ: ଦେଶବାସୀଙ୍କୁ ଦୀପାବଳିର ଭେଟି। କମିଲା ପେଟ୍ରୋଲ ଓ ଡ଼ିଜେଲ ଦର। କେନ୍ଦ୍ର ସରକାର ଏକସାଇଜ ଡ଼୍ୟୁଟି କମାଇବା ପରେ ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଓ ଡ଼ିଜେଲ ଦର କମିଛି। ରାତି ୧୨ଟାରୁ ଲାଗୁ ହେଲା ପେଟ୍ରୋଲ ଓ ଡ଼ିଜେଲର ନୂଆ ଦର। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ଟଙ୍କା ୧୫ ପଇସା ଓ ଡ଼ିଜେଲ…

ବ୍ୟବସାୟୀଙ୍କ ପାଇଁ ପ୍ରସ୍ତୁତ ହେବ ‘ଦିଲ୍ଲୀ ବଜାର’ ୱେବ ପୋର୍ଟାଲ

ଦିଲ୍ଲୀ: ଦୀପାବଳି ଅବସରରେ ଦିଲ୍ଲୀ ସରକାର ବ୍ୟବସାୟୀଙ୍କୁ ଖୁସିଖବର ଦେଇଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଲେ, ମୁଁ ଆଜି ଦିଲ୍ଲୀର ଲୋକଙ୍କ ପାଇଁ ଭଲ ଖବର ଆଣିଛି। ସରକାର ଦିଲ୍ଲୀ ବଜାର ପୋର୍ଟାଲ ଆରମ୍ଭ କରିବାକୁ ଯାଉଛନ୍ତି। ପୋର୍ଟାଲରେ ଦିଲ୍ଲୀର ସବୁ ବଜାର ରହିବ।…