Latest Odisha News
Browsing Category

ଦିଲ୍ଲୀ

Delhi

ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଫିଲ୍ମ ‘ସାଇନା’, ଦର୍ଶକଙ୍କ ପ୍ରଶଂସା ସାଉଁଟୁଛି ଫିଲ୍ମ 

ନୂଆଦିଲ୍ଲୀ: ରିଲିଜ୍‌ ହେଲା ଚଳଚ୍ଚିତ୍ର ‘ସାଇନା’ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ହଲ୍କୁ ଆସିଛି ଫିଲ୍ମ । ଚଳଚ୍ଚିତ୍ରରେ ପରିଣୀତି ଜଣେ ଖେଳାଳି ଭୂମିକାରେ ନଜର ଆସିଛନ୍ତି । ସୋସିଆଲ୍‌ ମିଡିଆରେ ତାଙ୍କ ଦମଦାର ଅଭିନୟ ପ୍ରଶଂସକଙ୍କ କ୍ରେଜ ବଢାଉଛି । ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା…

ପୁଣି ଡରାଇଲାଣି କରୋନା, ଏପ୍ରିଲ ମାସ ପାଇଁ ଗାଇଡଲାଇନ୍ ଜାରି କଲା କେନ୍ଦ୍ର 

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ । ଅନେକ ରାଜ୍ୟରେ କରୋନା ଜନିତ ସଂକ୍ରମଣ ଦ୍ରୁତ ବେଗରେ ବଢିବାରେ ଲାଗିଛି । ଏହାରି ଭିତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏପ୍ରିଲ ମାସ ପାଇଁ ଗାଇଡଲାଇନ୍ ଜାରି କରିଛି । ଗାଇଡଲାଇନରେ ମୁଖ୍ୟତଃ ଟେଷ୍ଟ, ଟ୍ରାକ୍ ଓ ଟ୍ରିଟ ରଣନୀତି ଉପରେ କାମ କରିବାକୁ…

ମତଦାନର ୭୨ ଘଣ୍ଟା ପୂର୍ବରୁ ବାଇକ୍‌ ରାଲି ମନା, ନିର୍ବାଚନ କମିଶନଙ୍କ ପକ୍ଷରୁ ନିଷେଧାଦେଶ ଜାରି 

ନୂଆଦିଲ୍ଲୀ: ସମସ୍ତ ନିର୍ବାଚନ ମଣ୍ଡଳୀରେ ବାଇକ୍‌ ରାଲି ଉପରେ ଆଜି ନିଷେଧାଦେଶ ଜାରି ହୋଇଛି । ମତଦାନର ୭୨ ଘଣ୍ଟା ପୂର୍ବରୁ ଅଥବା ଭୋଟ ଗ୍ରହଣର ୩ ଦିନ ପୂର୍ବରୁ ସମସ୍ତ ନିର୍ବାଚନ ମଣ୍ଡଳୀରେ ବାଇକ୍‌ ରାଲି ହୋଇପାରିବ ନାହିଁ ବୋଲି ସଫା ସଫା କହିଦେଇଛନ୍ତି ନିର୍ବାଚନ କମିଶନ । …

‘ଜେଇଇ ମେନ୍‌ ୨୦୨୧’ ଏପ୍ରିଲ୍‌ ସେସନ୍‌ ପଞ୍ଜିକରଣ ଖୁବ୍‌ଶୀଘ୍ର ଆରମ୍ଭ ହେବ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଏନ୍‌ଟିଏ ତା’ର ୱେବ୍‌ସାଇଟ୍‌ରେ ‘ଜେଇଇ ମେନ୍‌ ୨୦୨୧’ ଏପ୍ରିଲ୍‌ ସେସନ୍‌ର ରେଜିଷ୍ଟ୍ରେସନ୍‌ ପ୍ରକ୍ରିୟା ଆରମ୍ଭ କରିବ । jeemain.nta.nic.inରେ ଏଥିପାଇଁ ରେଜିଷ୍ଟ୍ରେସନ୍‌ ଫର୍ମ ରିଲିଜ୍‌ ହେବ । ଜେଇଇ ମେନ୍ ପରୀକ୍ଷା ଦେବାକୁ ଆଗ୍ରହୀ ପ୍ରାର୍ଥୀ…

ଆଜି ଭାରତ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟିନ: ଚାଇନା, ଆତଙ୍କବାଦ ଉପରେ ହେବ ଆଲୋଚନା, ପ୍ରତିରକ୍ଷା…

ନୂଆଦିଲ୍ଲୀ: ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟିନ । ଏହା ହେଉଛି ତାଙ୍କର ପ୍ରଥମ ବିଦେଶ ଗସ୍ତ । ଗସ୍ତ ସମୟରେ ଅଷ୍ଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ । ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ପେଣ୍ଟାଗନ୍ ମୁଖପାତ୍ର…

ଏପ୍ରିଲ ୨୬ରେ ଭାରତ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ 

ନୂଆଦିଲ୍ଲୀ:ଭାରତ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ । ଆସନ୍ତା ଏପ୍ରିଲ ୨୬ ତାରିଖରେ ସେ ଭାରତ ଗସ୍ତରେ ଆସିବେ । ବୋରିସଙ୍କର ଏହା ହେଉଛି ପ୍ରଥମ ଅନ୍ତର୍ଜାତୀୟ ଗସ୍ତ ।  ଆସନ୍ତା ମାସରେ ମୁଁ ଭାରତ ଗସ୍ତରେ ଯିବି । ଏଥିପାଇଁ ମୁଁ ବହୁତ ଖୁସି ଅନୁଭବ କରୁଛି ବୋଲି…

ମିଛ ଅଭିଯୋଗ କରି ଫସିଲେ ପାକିସ୍ତାନୀ ଗାୟିକା ମିଶା ଶାଫି, ୩ ବର୍ଷ ଜେଲ

ନୂଆଦିଲ୍ଲୀ: ଅଲି ଜାଫରଙ୍କ ବିରୋଧରେ ଯୌନ ଶୋଷଣର ମିଛ ଅଭିଯୋଗ କରି ଫସିଲେ ପାକିସ୍ତାନୀ ଗାୟିକା ମିଶା ଶାଫି ।  ୨ ବର୍ଷ ପୂର୍ବରୁ ପାକିସ୍ତାନୀ ଗାୟିକା ତଥା ଅଭିନେତ୍ରୀ ମିଶା ଶାଫି ଅଭିନେତା ତଥା ଗାୟକ ଅଲି ଜାଫରଙ୍କ ବିରୋଧରେ ଅସଦାଚରଣ ଆରୋପ ଲଗାଇଥିଲେ । ଏହାସହ ଖରାପ ଉଦ୍ଦେଶ୍ୟରେ…

ବିଭିନ୍ନ ସ୍ଥାନରେ NIA ଚଢାଉ, ଆତଙ୍କୀ ସଂଗଠନ ISIS ସହ ଜଡିତ ୫ ସନ୍ଦିଗ୍ଧ ଗିରଫ

ନୂଆଦିଲ୍ଲୀ: ଦେଶରେ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ଦିଗରେ ସକ୍ରିୟ ହୋଇଉଠିଛି ଏନ୍‌ଆଇଏ । ଫଳସ୍ବରୂପ ଦେଶର ବିଭିନ୍ନ ରାଜ୍ୟରେ ଚଢାଉ ଜାରି ରହିଛି । ଦିଲ୍ଲୀ, କେରଳ ଏବଂ କର୍ଣ୍ଣାଟକ ସମେତ ଦେଶର ପ୍ରାୟ ୧୦ଟି ସ୍ଥାନରେ ଚଢାଉ କରାଯାଇଛି । ଚଢାଉ ବେଳେ ଆତଙ୍କୀ ISIS ସହ ଜଡିତ ଅଭିଯୋଗରେ…

ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଦେଶର ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ଜାରି ରଖିଛି ବିଜେପି । ବିଜେପି ମହାସଚିବ ଅରୁଣ ସିଂହ ଆଜି ଦଳର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ…

ପୃଥିବୀର ଅତି ପାଖ ଦେଇ ଅତିକ୍ରମ କରିବ ଏକ ବିରାଟ ଉଲକାପିଣ୍ଡ

ନୂଆଦିଲ୍ଲୀ: ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି ବିରାଟ ଉଲକା ପିଣ୍ଡ । ମାର୍ଚ୍ଚ ୨୧ ତାରିଖରେ ପୃଥିବୀର ଅତି ପାଖ ଦେଇ ଏକ ଉଲକାପିଣ୍ଡ ଅତିକ୍ରମ କରିବ । ଏହା ହେଉଛି ଏବେସୁଦ୍ଧା ଅତିକ୍ରମ କରିଥିବା ସବୁଠାରୁ ବଡ ଉଲକା ପିଣ୍ଡ । ଏହା ବୁର୍ଜ ଖଲିଫା ଆକାରର ଦ୍ୱିଗୁଣ ହେବ ବୋଲି ସୂଚନା…