Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଏପ୍ରିଲ ୨୬ରେ ଭାରତ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ 

ନୂଆଦିଲ୍ଲୀ:ଭାରତ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ । ଆସନ୍ତା ଏପ୍ରିଲ ୨୬ ତାରିଖରେ ସେ ଭାରତ ଗସ୍ତରେ ଆସିବେ । ବୋରିସଙ୍କର ଏହା ହେଉଛି ପ୍ରଥମ ଅନ୍ତର୍ଜାତୀୟ ଗସ୍ତ ।  ଆସନ୍ତା ମାସରେ ମୁଁ ଭାରତ ଗସ୍ତରେ ଯିବି । ଏଥିପାଇଁ ମୁଁ ବହୁତ ଖୁସି ଅନୁଭବ କରୁଛି ବୋଲି…

ମିଛ ଅଭିଯୋଗ କରି ଫସିଲେ ପାକିସ୍ତାନୀ ଗାୟିକା ମିଶା ଶାଫି, ୩ ବର୍ଷ ଜେଲ

ନୂଆଦିଲ୍ଲୀ: ଅଲି ଜାଫରଙ୍କ ବିରୋଧରେ ଯୌନ ଶୋଷଣର ମିଛ ଅଭିଯୋଗ କରି ଫସିଲେ ପାକିସ୍ତାନୀ ଗାୟିକା ମିଶା ଶାଫି ।  ୨ ବର୍ଷ ପୂର୍ବରୁ ପାକିସ୍ତାନୀ ଗାୟିକା ତଥା ଅଭିନେତ୍ରୀ ମିଶା ଶାଫି ଅଭିନେତା ତଥା ଗାୟକ ଅଲି ଜାଫରଙ୍କ ବିରୋଧରେ ଅସଦାଚରଣ ଆରୋପ ଲଗାଇଥିଲେ । ଏହାସହ ଖରାପ ଉଦ୍ଦେଶ୍ୟରେ…

ବିଭିନ୍ନ ସ୍ଥାନରେ NIA ଚଢାଉ, ଆତଙ୍କୀ ସଂଗଠନ ISIS ସହ ଜଡିତ ୫ ସନ୍ଦିଗ୍ଧ ଗିରଫ

ନୂଆଦିଲ୍ଲୀ: ଦେଶରେ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ଦିଗରେ ସକ୍ରିୟ ହୋଇଉଠିଛି ଏନ୍‌ଆଇଏ । ଫଳସ୍ବରୂପ ଦେଶର ବିଭିନ୍ନ ରାଜ୍ୟରେ ଚଢାଉ ଜାରି ରହିଛି । ଦିଲ୍ଲୀ, କେରଳ ଏବଂ କର୍ଣ୍ଣାଟକ ସମେତ ଦେଶର ପ୍ରାୟ ୧୦ଟି ସ୍ଥାନରେ ଚଢାଉ କରାଯାଇଛି । ଚଢାଉ ବେଳେ ଆତଙ୍କୀ ISIS ସହ ଜଡିତ ଅଭିଯୋଗରେ…

ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଦେଶର ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ଜାରି ରଖିଛି ବିଜେପି । ବିଜେପି ମହାସଚିବ ଅରୁଣ ସିଂହ ଆଜି ଦଳର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ…

ପୃଥିବୀର ଅତି ପାଖ ଦେଇ ଅତିକ୍ରମ କରିବ ଏକ ବିରାଟ ଉଲକାପିଣ୍ଡ

ନୂଆଦିଲ୍ଲୀ: ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି ବିରାଟ ଉଲକା ପିଣ୍ଡ । ମାର୍ଚ୍ଚ ୨୧ ତାରିଖରେ ପୃଥିବୀର ଅତି ପାଖ ଦେଇ ଏକ ଉଲକାପିଣ୍ଡ ଅତିକ୍ରମ କରିବ । ଏହା ହେଉଛି ଏବେସୁଦ୍ଧା ଅତିକ୍ରମ କରିଥିବା ସବୁଠାରୁ ବଡ ଉଲକା ପିଣ୍ଡ । ଏହା ବୁର୍ଜ ଖଲିଫା ଆକାରର ଦ୍ୱିଗୁଣ ହେବ ବୋଲି ସୂଚନା…

ଟିକାକରଣ ପ୍ରମାଣପତ୍ରରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟର ନିର୍ଦ୍ଦେଶ…

ନୂଆଦିଲ୍ଲୀ: ଟିକାକରଣ ପ୍ରମାଣପତ୍ରରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଟିକାକରଣ ପ୍ରମାଣପତ୍ରରୁ ହଟେଇ ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ଘୋଷଣା କରିଛି । ନିର୍ବାଚନ କମିଶନଙ୍କ ନିକଟରୁ ନୋଟିସ ପାଇବା ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ପୁଣି କମିଲା ସୁନା ଦାମ୍, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ: କମିଲା ସୁନା ଦାମ । ଆଜି ସୁନା ଦର ୦.୩ ପ୍ରତିଶତ ହ୍ରାସ ପାଇଛି । ଏହାସହ ୧୦ ଗ୍ରାମ ପ୍ରତି ୪୪୭୩୧ ଟଙ୍କାରେ ପହଞ୍ଚିଛି ଦାମ୍ । ସେହିପରି ରୁପାର ଦର ମଧ୍ୟ କମିଛି । ରୁପାର ଦାମ୍ ୦.୫ ପ୍ରତିଶତ ହ୍ରାସ ପାଇ କେଜି ପିଛା ୬୭୧୭୭ ଟଙ୍କାରେ ପହଁଚିଛି । ତେବେ ସୁନା ୧୧ ମାସ ମଧ୍ୟରେ…

ପ୍ରଥମେ ଦେଶର ଚାହିଦା ପୂରଣ କର ପରେ ବିଦେଶ କଥା ଚିନ୍ତା କରିବ: ଭ୍ୟାକ୍ସିନ୍‌କୁ ନେଇ ସରକାରଙ୍କୁ ଦିଲ୍ଲୀ…

ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱ ଏବେବି ଚିନ୍ତାରେ । ବାରମ୍ୱାର ଫେଲ୍‌ ମାରିବା ପରେ ଭାରତ କୋଭିଡ୍‌ ଭ୍ୟାକ୍ସିନ୍‌କୁ ଲୋକଙ୍କ ପାଇଁ ପହଞ୍ଚାଇବାରେ ସକ୍ଷମ ହୋଇଛି । ଖାଲି ଭାରତ ଭିତରେ ଏହି ଭ୍ୟାକ୍ସିନ୍‌ର ବ୍ୟବହାର କରାଯାଇ ନାହିଁ । ଏହାକୁ ଭାରତ ସରକାର ବିଶ୍ୱର ବିଭିନ୍ନ କୋଣରେ…

ଲୋକଙ୍କୁ ନିଶୁଳ୍କ ପାଣି ପିଆଉଛନ୍ତି ଦିଲ୍ଲୀର ମାଠିଆ ମଣିଷ 

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗ୍ରୀଷ୍ମର ପ୍ରଚଣ୍ଡ ପ୍ରହାର ଲୋକଙ୍କୁ ଅସ୍ତବ୍ୟସ୍ତ କରେ । ଅତ୍ୟଧିକ ଗରମ କାରଣରୁ ଲୋକଙ୍କ ହାଲ ବେହାଲ ହୋଇଯାଏ । ପ୍ରତିବର୍ଷ ଗରମ ରେକଡ ଭାଙ୍ଗେ । ଆକାଶରୁ ଯେମିତି ବର୍ଷା ହୁଏ ନିଆଁ । ଗ୍ରୀଷ୍ମର ପ୍ରଭାବକୁ ସହ୍ୟ ନ କରିପାରି ଅନେକ ଲୋକ ମୃତ୍ୟୁବରଣ ବି କରନ୍ତି…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଭଲ ଖବର, ଏପ୍ରିଲ ୧ରୁ କର୍ମଚାରୀଙ୍କ ଦରମା ବୃଦ୍ଧି ହେବ, ଲାଗୁ ହେବ ସପ୍ତମ ବେତନ କମିଶନ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏପ୍ରିଲ ୧ରୁ ଲାଗୁ ହେବ ସପ୍ତମ ବେତନ କମିଶନ । କର୍ମଚାରୀଙ୍କ ଦରମା ବୃଦ୍ଧି ହେବ । କେନ୍ଦ୍ର ସରକାରଙ୍କ ଲକ୍ଷ ଲକ୍ଷ କର୍ମଚାରୀ ଅନେକ ଦିନ ହେଲା ସପ୍ତମ ବେତନ କମିଶନ ଲାଗୁ ହେବା ନେଇ ଅପେକ୍ଷା କରି ରହିଛନ୍ତି। ବର୍ତ୍ତମାନ ଏହି…