Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ବାର୍ଡ଼ ଫ୍ଲୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଲାଲ କିଲ୍ଲା ଅନିଶ୍ଚିତକାଳ ପାଇଁ ବନ୍ଦ

ନୂଆଦିଲ୍ଲୀ: ଦିଲ୍ଲୀ ଲାଲ କିଲ୍ଲା ଅନିଶ୍ଚିତକାଳ ପାଇଁ ବନ୍ଦ କରିଦିଆଯାଇଛି । ଦିଲ୍ଲୀ ସେଣ୍ଟାଲ ଡିଏମ୍ ଏ ସମ୍ବନ୍ଧରେ ଏକ ଆଦେଶ ଜାରି କରିଛନ୍ତି । ଦିଲ୍ଲୀ ବିପର୍ଯ୍ୟୟ ପ୍ରାଧିକରଣ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଲାଲ କିଲ୍ଲା ଓ ଆଖପାଖ ଅଞ୍ଚଳରେ ବାର୍ଡ଼ ଫ୍ଲୁ…

ଆସିଲା CBSE ବୋର୍ଡ ପରୀକ୍ଷା ସୂଚୀ, ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ 

ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ସୂଚୀ ଘୋଷଣା ହୋଇଛି । ମେ ୪ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ଜୁନ୍ ୧୧ ଯାଏଁ ଚାଲିବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍‌ ଆଜି ଏହି ଘୋଷଣା କରିଛନ୍ତି । ଦ୍ୱାଦଶ ପରୀକ୍ଷା ଦୁଇଟି ସିଫ୍ଟରେ କରାଯିବ । ପ୍ରଥମ ସିଫ୍ଟ ସକାଳ…

ଦୁର୍ଘଟଣାରେ ମୃତାହତଙ୍କ ପାଇଁ ମୋଦିଙ୍କ ସହାୟତା ଘୋଷଣା 

ନୂଆଦିଲ୍ଲୀ: ଓଡିଶାର କୋରାପୁଟ ଭ୍ୟାନ୍ ଦୁର୍ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହାୟତା ଘୋଷଣା । ମୋଦୀ ୨ ଲକ୍ଷ ଟଙ୍କା ଏକ୍ସ-ଗ୍ରାସିଆ ଘୋଷଣା କରିଛନ୍ତି । ମୋଦି ଜାତୀୟ ରିଲିଫ ପାଣ୍ଠିରୁ ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କ ପାଇଁ ୫୦,୦୦୦…

ଚଳିତ ବଜେଟରୁ ସିଂହଭାଗ ଲାଭ ପାଇବ ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଚଳିତ ବଜେଟର ବିଭିନ୍ନ କ୍ଷେତ୍ରରୁ ଓଡିଶା ସିଂହଭାଗ ଲାଭ ପାଇବ ସହ ରାଜ୍ୟର ସବୁ ବର୍ଗର ଲୋକମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂସଦରେ ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀଙ୍କ…

ବଜେଟ୍ ଘୋଷଣା ପରେ ସେୟାର ବଜାରରେ ଯୋରଦାର ବୃଦ୍ଧି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ କରିବା ପରେ ସେୟାର ବଜାରରେ ଯୋରଦାର ବୃଦ୍ଧି ଘଟିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୧୬୫୦ ପଏଣ୍ଟରୁ ଅଧିକ ବଢି ୪୮,୦୦୦ ପଏଣ୍ଟରେ କାରବାର କରୁଛି । ସେଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟି ମଧ୍ୟ ୧୪,୦୦୦ ପଏଣ୍ଟ ପାର…

୨୦୨୨ ମାର୍ଚ୍ଚ ସୁଦ୍ଧା ତିଆରି ହେବ ଆଉ ୧୧ ହଜାର କି.ମି. NH କରିଡର୍‌

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଟ୍ୟାବ୍‌ରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଅବସରରେ ସେ କହିଛନ୍ତି, ବିତ୍ତୀୟ ଭରଣା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨ଲକ୍ଷ କୋଟି ଟଙ୍କା ମିଳିବ । ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କି.ମି. NH…

୧.୩ ଲକ୍ଷ କୋଟିରେ ୧୧୪ ଲଢ଼ୁଆ ବିମାନ କିଣିବାକୁ IAFର ପ୍ରସ୍ତୁତି

ନୂଆଦିଲ୍ଲୀ: ଆହୁରି ମଜ୍‌ଭୁତ ହେବ ଭାରତୀୟ ବାୟୁସେନା । ୧.୩ ଲକ୍ଷ କୋଟି ଟଙ୍କାର ୧୧୪ ଲଢ଼ୁଆ ବିମାନ କ୍ରୟ କରିବାକୁ ଯୋଜନା କରିଛି ଆଇଏଏଫ୍‌। ଆଗାମୀ ଏରୋ ଇଣ୍ଡିଆ ସମୟରେ ୮୩ ଏଲସିଏ ତେଜସ୍ ମାର୍କ ୧ଏ ବିମାନ କ୍ରୟ ଉପରେ ମୋହର ବାଜିବା ପରେ ଭାରତୀୟ ବାୟୁସେନା ଏବେ ମଲ୍ଟିରୋଲ୍‌ ଲଢ଼ୁଆ ବିମାନ…

ଭିଭିଆଇପି ହେଲିକପ୍ଟର କିଣା ଘୋଟାଲାରେ ଅନୁପ କୁମାର ଗିରଫ 

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଭିଭିଆଇପି ହେଲିକପ୍ଟର କିଣା ମାମଲାରେ ଅନୁପ କୁମାର ଗୁପ୍ତାଙ୍କୁ ଗିରଫ କରାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୩ ହଜାର ୬ ଶହ କୋଟିର ଏହି ଘୋଟାଲାରେ ଇଣ୍ଡିଆ ଗେଟ୍‌ ବାସୁମତି ଚାଉଳର ଉତ୍ପାଦନ କର୍ତ୍ତା କେଆର୍‌ବିପି ଲିମିଟେଡ୍‌ର ସଂଯୁକ୍ତ ପ୍ରବନ୍ଧ ନିର୍ଦ୍ଦେଶକ…

ଷ୍ଟାରସିପ୍ ରକେଟ ଲଞ୍ଚିଂ ବେଳେ ଲାଇସେନ୍ସର ଉଲଙ୍ଘନ କରିଛି ସ୍ପେସ୍ ଏକ୍ସ

ନୂଆଦିଲ୍ଲୀ:  ଲାଇସେନ୍ସର ଉଲ୍ଲଙ୍ଘନ କରି ଚର୍ଚ୍ଚାରେ ସ୍ପେସ୍ ଏକ୍ସ । ରିପୋର୍ଟ ଅନୁସାରେ, ସ୍ପେସ୍ ଏକ୍ସ ଫେଡେରାଲ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ଟେଷ୍ଟ୍ ଲାଇସେନ୍ସର ଉଲ୍ଲଙ୍ଘନ କରିଛି । ଏକ ରକେଟର ପରୀକ୍ଷଣ ବେଳେ କମ୍ପାନୀ ଏହି ଉଲ୍ଲଙ୍ଘନ କରିଛି । ଷ୍ଟାରସିପ୍ ରକେଟର ପରୀକ୍ଷଣ ବେଳେ ଏହା…

ଦିଲ୍ଲୀ ଇସ୍ରାଏଲ ଦୂତାବାସ ବାହାରେ ହୋଇଥିବା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ ଜୈଶ-ଉଲ୍-ହିନ୍ଦ୍

ନୂଆଦିଲ୍ଲୀ: ଦିଲ୍ଲୀ ଔରଙ୍ଗଜେବ୍ ରୋଡ୍‌ରେ ଅବସ୍ଥିତ ଥିବା ଇସ୍ରାଏଲୀ ଦୂତାବାସ ବାହାରେ ହୋଇଥିବା ବିସ୍ଫୋରଣ ମାମଲା ପାଇଁ ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ ଜୈଶ-ଉଲ-ହିନ୍ଦ । ମେସେଜିଙ୍ଗ ଆପ୍ ଟେଲିଗ୍ରାମର ମେସେଜ୍ ମାଧ୍ୟମରେ ଏହି ଘଟଣାର ଦାବି କରିଛି ସଂଗଠନ ।  ମେସେଜ୍‌ରେ କୁହାଯାଇଛି କି…