Latest Odisha News
Browsing Category

ଦିଲ୍ଲୀ

Delhi

ମିଳିଲାନି ଅନୁମତି, ଯୁବରାଜ ସିଂଙ୍କୁ ଘରୋଇ କ୍ରିକେଟ୍ ମନା

ନୂଆଦିଲ୍ଲୀ: ଗତବର୍ଷ ଜୁନ୍ ମାସରେ କ୍ରିକେଟ ଜଗତକୁ ଅଲବିଦା କହିଥିଲେ ଯୁବରାଜ ସିଂ । ଘରୋଇ କ୍ରିକେଟ, ଆଇପିଏଲ୍ ଓ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ ବିଦେଶୀ କ୍ରିକେଟ ଲିଗରେ ଦେଖିବାକୁ ମିଳିଥିଲା । ତେବେ ନିଜ ମାନସିକତାରେ ପରିବର୍ତ୍ତନ ଆଣି ଯୁବରାଜ ପୁଣିଥରେ କ୍ରିକେଟକୁ…

କୃଷକ ଦିବସରେ ଭାରତକୁ ଆସିଲା ପ୍ରଥମ ଇଲେକ୍ଟ୍ରିକ୍ ଟ୍ରାକ୍ଟର

ନୂଆଦିଲ୍ଲୀ: କୃଷି କ୍ଷେତ୍ରରେ ନୂଆ ଉଦ୍ଭାବନ । କୃଷକ ଦିବସରେ ଭାରତରେ ଲଂଚ ହେଲା ପ୍ରଥମ ଇଲେକ୍ଟ୍ରିକ ଟ୍ରାକ୍ଟର । ୟୁରୋପ, ଆମେରିକା ଓ ଆଫ୍ରିକା ସହ୧୩୦ଟି ଦେଶରେ କାୟା ବିସ୍ତାର କରିଥିବା ସୋନାଲିକା ଭାରତୀୟ ବଜାରକୁ ଆଣିଲା ଇଲେକ୍ଟ୍ରିକ ଟ୍ରାକ୍ଟର ଟାଇଗର ଇଲେକ୍ଟ୍ରିକ୍ । ଟାଇଗର…

ଇଣ୍ଟରନେଟରେ ଭାଇରାଲ୍ ବିଅର ମ୍ୟାଗି ଡ୍ରିଙ୍କ

ଭୁବନେଶ୍ୱର: ଚଳିତବର୍ଷକୁ ଲୋକେ ଅଜବ ବର୍ଷ ଭାବେ ନାମିତ କରିଛନ୍ତି । ତେବେ କେବଳ ନାମକରଣ ନୁହେଁ ବରଂ ଏପରି ଅନେକ କାରନାମା ବି ସାମ୍ନାକୁ ଆସିଛି । ଏହି ଅଜବଗଜବ ଧାରାରେ ସାମିଲ ହୋଇ ଦିଲ୍ଲୀର ଏକ କାଫେ ହାଉସ୍ ଏକ ଅଜବ ଡ୍ରିଙ୍କ ପାଇଁ ଚର୍ଚ୍ଚାକୁ ଆସିଛି । ଏହି ଡ୍ରିଙ୍କର ନାଁ ରହିଛି…

ସରିଥିଲା ନିର୍ବନ୍ଧ, କେବେ ହେବ ବିବାହ ?

ନୂଆଦିଲ୍ଲୀ: ବିବାହ ପାଇଁ କ୍ରିକେଟର୍‌ଙ୍କ ପସନ୍ଦ ଟକେ ନିଆରା । କିଏ ଅଭିନେତ୍ରୀଙ୍କ ହାତ ଧରିଛନ୍ତି ତ କିଏ ନିଜ ବାନ୍ଧବୀ ତ ଆଉ କିଏ ଘର ଲୋକଙ୍କ ପସନ୍ଦ ଉପରେ ବିଶ୍ୱାସ ଦେଖାଇଛନ୍ତି । ହେଲେ ୟୁଜବେନ୍ଦ୍ର ଚହଲଙ୍କ ନିର୍ବନ୍ଧ ଖବର ଅନେକଙ୍କୁ ଚମକାଇଦେଇଥିଲା । ଉଭୟ ୟୁଜବେନ୍ଦ୍ର ଓ ଦାନ୍ତ…

କେଜ୍ରିୱାଲଙ୍କ ବିରୋଧରେ ପୋଲିସରେ ଏତଲା ଦେଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟିର ଦିଲ୍ଲୀ ଶାଖା ପକ୍ଷରୁ ପୋଲିସରେ ଏତାଲା ଦିଆଯାଇଛି । କେଜ୍ରିୱାଲ ବିଧାନସଭାରେ କୃଷି ଆଇନକୁ ଚିରି ଆନ୍ଦୋଳନରତ କୃଷକମାନଙ୍କୁ ଉସୁକାଉଛନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ଏହା ଦ୍ୱାରା…

ଦିଲ୍ଲୀରେ ଶୀତ ଭାଙ୍ଗିଲା ୭୧ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ପ୍ରବଳ ଥଣ୍ଡାରେ ଥରୁଛି ଉତ୍ତର ଭାରତ । ଦେଶ ରାଜଧାନୀ ଦିଲ୍ଲୀରେ ହାଡ଼ଭଙ୍ଗା ଶୀତ । ନଭେମ୍ବର ମାସରେ ଜାଡ଼ ଭାଙ୍ଗିଛି ୭୧ବର୍ଷର ରେକର୍ଡ । ଚଳିତ ମାସରେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା…

ପରଲୋକରେ ଯୋଦ୍ଧା ଆକବର ଅଭିନେତା !

ନୂଆଦିଲ୍ଲୀ: ଆଉ ନାହାଁନ୍ତି ବରିଷ୍ଠ ଅଭିନେତା ଓ ଥିଏଟର ବ୍ୟକ୍ତିତ୍ୱ ବିଶ୍ୱ ମୋହନ ବଡୋଲା । ବୟସାଧିକ ଓ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଗତକାଲି ରାତିରେ ତାଙ୍କର ନିଧନ ଘଟିଛି । ଏହି ପୁରୁଖା କଳାକାର ଅନେକ ଫିଲ୍ମ, ଟିଭି ସିରିଜ୍ ଓ ଖାସ କରି ଥିଏଟର ସହ ଜଡିତ ଥିଲେ । ଚର୍ଚ୍ଚିତ ଅଭିନେତା…

[ଭିଡିଓ] ବିଚ୍ ରାସ୍ତାରେ ବୁର୍ଖାପିନ୍ଧା ମହିଳାଙ୍କ ଆତଙ୍କରାଜ !

ନୂଆଦିଲ୍ଲୀ: ବିଚ୍ ରାସ୍ତାରେ ଖୁଲମ୍‌ଖୁଲା ବୁର୍ଖାପିନ୍ଧା ମହିଳାଙ୍କ ଆତଙ୍କରାଜ । ହାତରେ ଥିଲା ବନ୍ଧୁକ, ପାଟିରୁ ବାହାରୁଥିଲା ଅନବରତ ଅଶ୍ରାବ୍ୟ ଭାଷା । ତେବେ ଘଟଣା ଏତିକିରେ ଥମିନଥିଲା । କେବଳ ଧମକ ନୁହେଁ ବରଂ ମହିଳା ଜଣକ ଏକାଧିକ ରାଉଣ୍ଡ ଗୁଳିମାଡ ବି କରିଥିଲେ । ତେବେ ଏଥିରେ କେହି…

ମାତ୍ର ୬ ଘଣ୍ଟାରେ ଆସିବ RTPCR ଟେଷ୍ଟ ରିପୋର୍ଟ, ମୂଲ୍ୟ ୪୯୯ ଟଙ୍କା

ଏଣିକି ମାତ୍ର ୬ ଘଣ୍ଟାର ରେକର୍ଡ ସମୟରେ ଆସିବ ଆରଟିପିସିଆର ଟେଷ୍ଟ ରିପୋର୍ଟ । ଆଉ ଏଥିପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ । ମାତ୍ର ୪୯୯ ଟଙ୍କାରେ ହୋଇପାରିବ ଆରଟିପିସିଆର ଟେଷ୍ଟ । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ଆଇସିଏମଆର ମୁଖ୍ୟାଳୟରେ ମୋବାଇଲ୍ ଲ୍ୟାବର ଏକ ସିରିଜ୍…

ଭିଣୋଇ ସହ ଚାଟିଂ କରୁଥିଲା ଭଉଣୀ, ଗୁଳିମାଡ କଲା ଭାଇ !

ନୂଆଦିଲ୍ଲୀ: ଦିଲ୍ଲୀରେ ଭଉଣୀକୁ ଗୁଳିମାଡ କଲା ଭାଇ । ଗୁରୁବାର ୱେଲକମ୍ ଅଂଚଳରେ ଘଟିଥିବା ଏହି ଘଟଣାରେ ଆହତ ଯୁବତୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲାବେଳେ ଗୁଳିମାଡ କରିଥିବା ଭାଇକୁ ପୋଲିସ ଥାନାରେ ଅଟକ ରଖିଛି । ଗୁଳିମାଡ କରିଥିବା ଅଭିଯୁକ୍ତର ବୟାନ ଅନୁଯାୟୀ ବଡ ଭଉଣୀର ସ୍ୱାମୀ ସହ…