Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ପ୍ରଧାନମନ୍ତ୍ରୀ କରୋନା ଭାଇରସ ସଙ୍କଟ ନେଇ ୪୦ ଖେଳାଳିଙ୍କ ସହ ଆଲୋଚନା କଲେ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ୧୨ ମିନିଟର ଏକ ପ୍ରେରଣାଦାୟକ ଭିଡିଓ ବାର୍ତା ଦେଇଛନ୍ତି । ଏହି ଅବସରରେ ସେ ୪୦ ମହାନ ଖେଳାଳିଙ୍କ ସହ କରୋନା ସଂକ୍ରମଣକୁ ରୋକିବା ନେଇ ଆଲୋଚନା କରିଥିଲେ । ବିିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି,…

ମୌଲାନା ସାଦ କରୋନାରେ ସଂକ୍ରମିତ ହୋଇଥିବା ପୋଲିସ ସନ୍ଦେହ କରୁଛି !

ନୂଆଦିଲ୍ଲୀ: କରୋନା ଲକଡାଉନ ନିୟମ ଉଲ୍ଲଂଘନ କରି ନିଜାମୁଦ୍ଦିନ ତବଲିଘ ଜମାତରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା । ଯାହା ଏବେ ଭାରତ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଏଥ ଯୋଗୁ ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରିବା ସହ ମୁସଲିମ୍…

ବିମାନବନ୍ଦର ପାଲଟିଛି ପାର୍କିଂ ସ୍ଥଳ

ଦିଲ୍ଲୀ: କରୋନା ଭାଇରସ ନେଇ ଦେଶରେ ଲକଡାଉନ କରାଯାଇଛି । ଫଳରେ ଗମନାଗମନ ସ୍ଥଳରେ ନୀବରତା ରାଜୁତି କରିଛି । ଏଠାର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପାର୍କିଂ ସ୍ଥଳରେ ପାଲଟି ଯାଇଛି କହିଲେ ଭୁଲ ହେବ ନାହିଁ । ପ୍ରତି ଦିନ ୭୦୦ରୁ ଅଧିକ ବିମାନ ଏଠାରେ ଯିବାଆସିବା କରିଥାଏ ।…

ବଢିଲା JNU ପ୍ରବେଶିକା ପରୀକ୍ଷା ଆବେଦନର ସମୟସୀମା !

ନୂଆଦିଲ୍ଲୀ: ଲକ୍‌-ଡାଉନ କାରଣରୁ ଜବାହରଲାଲ ଜାତୀୟ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆବେଦନର ସମୟସୀମାକୁ ବୃଦ୍ଧି କରିଛି । କରୋନା ମହାମାରୀ ଯୋଗୁଁ ଦେଶର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏପରିକି କିଛି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ…

ପୁଣି ଚର୍ଚ୍ଚାରେ ନିଜାମୁଦ୍ଦିନ ମର୍କଜ; ପ୍ରଥମେ କରୋନାକୁ ନିମନ୍ତ୍ରଣ ଏବେ ଆତ୍ମହତ୍ୟା ଉଦ୍ୟମ !

ନୂଆଦିଲ୍ଲୀ: ନିଜାମୁଦ୍ଦିନ ମର୍କଜ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣେ ବ୍ୟକ୍ତି ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଛି । ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ସେହି ବ୍ୟକ୍ତି ଷଷ୍ଠ ମହଲାରୁ ଡେଇଁବାକୁ ଚେଷ୍ଟା କରିଥିଲା । ସଂପୃକ୍ତ ବ୍ୟକ୍ତି…

ଆଲର୍ଟ: ଲକଡାଉନର ଫାଇଦା ଉଠାଇ ଦିଲ୍ଲୀ ପୋଲିସଙ୍କୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ନିୟମ ପାଳନ କରାଯାଉଛି । ଏହାକୁ ସୁଚାରୁରୂପେ ପାଳନ କରିବା ପାଇଁ ଅନେକ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି । ସୁରକ୍ଷା ଏଜେନ୍ସିକୁ ମିଳିଥିବା ରିପୋର୍ଟ ମୁତାବକ ଆଇଏସ ଆତଙ୍କବାଦୀ ଏହାର ଫାଇଦା ଉଠାଇ ଡୁ୍ୟଟି କରୁଥିବା ପୋଲିସକୁ ଟାର୍ଗେଟ…

ତବଲିଗ୍ ଜମାତ ଭାରତ ସମେତ ଏସିଆରେ କାଳ ସାଜିଛି

ନୂଆଦିଲ୍ଲୀ: ତବଲିଗ୍ ଜମାତ ଯୋଗୁ ସମଗ୍ର ଏସିଆ ଉପରେ କରୋନାର ଆତଙ୍କ ଦେଖାଦେଇଛି। ଏହା ପୂର୍ବରୁ ଏହି ସମାବେଶ ଯେଉଁ ଯେଉଁ ସ୍ଥାନରେ ହୋଇଛି ତାହା ପରେ ପରେ ସେଠାରେ କିଲର କରୋନା ମାତିଛି । ୧୨ ମାର୍ଚ୍ଚରେ ପାକିସ୍ତାନର ଲାହାରରେ ତବଲିଗ୍ ଜମାତ ହୋଇଥିଲା। ଏଥିରେ ପୃଥିବୀର ୮୦ ଦେଶରୁ ଅଢ଼େଇ…

ଦିଲ୍ଲୀର ନିଜାମୁଦ୍ଦିନ ମରକଜକୁ ଖାଲି କରିବା ପାଇଁ ଡୋଭାଲଙ୍କୁ ଯିବାକୁ ପଡିଥିଲା

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ମରକଜକୁ ଖାଲି କରିବା ପାଇଁ ସରକାରଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ପୋଲିସ ଚେତାବନୀ ସତ୍ୱେ ଭିଡ ହଟି ନ ଥିଲା । ଶେଷରେ ଗୃହ ମନ୍ତ୍ରୀ ଅମିତ ଶାହ ଏନଏସଏ ମୁଖ୍ୟ ଅଜିତ ଡୋଭାଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଥିଲେ । ଡୋଭାଲ ୨୮ ତାରିଖ ରାତି…

କରୋନାଭାଇରସ୍‌; କେତେ ସୁରକ୍ଷିତ ଭାରତର ଆଗଧାଡିର ଡାକ୍ତର ?

ନୂଆଦିଲ୍ଲୀ: କୋଭିଡ୍‌-୧୯ ବିରୋଧରେ ଲଢେଇ କରୁଛନ୍ତି ଭାରତର ଅସଂଖ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ଏଥିପାଇଁ ରକ୍ଷା କବଚ ସାଜିଛି ପର୍ସନାଲ ପ୍ରୋଟେକ୍ସେନ ଇକ୍ୱିପମେଣ୍ଟ (PPE) । ଦ କ୍ୱିଣ୍ଟ ର ରିପୋର୍ଟ ଅନୁଯାୟୀ ଇନ୍‌ଭେଷ୍ଟ ଇଣ୍ଡିଆ ସଙ୍କେତ ଦେଇଥିଲା ଭାରତରେ PPE ଓ ମାସ୍କ ଭଳି…

ନିଜାମୁଦ୍ଦିନ ଧାର୍ମିକସଭାରୁ ଫେରିଥିବା ୩ଜଣ ହୋଇଛନ୍ତି ଚିହ୍ନଟ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନରେ ହୋଇଥିବା ମୁସଲିମ ଧାର୍ମିକ ସଭା ବା ତବ୍ଳିଗି ଜମାତରେ ଓଡ଼ିଶାରୁ ୧୫ଜଣ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଓଡ଼ିଶାକୁ ନିଜାମୁଦ୍ଦିନରୁ ଫେରିଥିବା ୩ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏହା ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସରକାରଙ୍କ କରୋନା…