Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

କୋଭିଡ୍‌-୧୯ ସଂକ୍ରମିତ ମୋହଲ୍ଲା କ୍ଲିନିକ ଡାକ୍ତରଙ୍କ ସଂସ୍ପର୍ଶରେ ୮ଶହ ଲୋକ !

ନୂଆଦିଲ୍ଲୀ: ଦିଲ୍ଲୀର ମୌଜପୁରଠାରେ ଜଣେ ଡାକ୍ତରଙ୍କ କୋଭିଡ୍‌-୧୯ ଟେଷ୍ଟ ପଜିଟିଭ ବାହାରିଛି । ପ୍ରାୟ ୮ଶହ ରୋଗୀ ସେହି ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ନେଇ ସରକାରୀ ସୂଚନାରୁ ଜଣାପଡିଛି । A total of 800 people who came in contact with the mohalla clinic doctor have…

କୋଭିଡ-୧୯: ଫୋନ୍ ଜରିଆରେ ରୋଗୀଙ୍କ ସହ ପରାମର୍ଶ କରିବ ଏମ୍ସ !

ନୂଆଦିଲ୍ଲୀ: ଖୁବଶୀଘ୍ର ରୋଗୀଙ୍କ ସହ ଫୋନ୍ ଜରିଆରେ ପରାମର୍ଶ ବ୍ୟବସ୍ଥା ଆରମ୍ଭ କରିବ ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (AIIMS ) । AIIMS is going to start a tele-consultation facility. Our follow-up patients can consult doctors through…

ପାରାସିଟମଲ ଖାଇ ଚେକିଂକୁ ଠକୁଛନ୍ତି ଯାତ୍ରୀ

ନୂଆଦିଲ୍ଲୀ:କରୋନା ଭାଇରସ ପାଇ ଗଠିତ ହୋଇଥିବା ଯାଂଚ ଏଜେନ୍ସିଙ୍କୁ ଠକିବା ପାଇଁ ଯାତ୍ରୀମାନେ ପାରାସିଟମଲ ଖାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଦେଶର ୨୧ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ଚାଲିଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ଅବଶ୍ୟ ଏଜେନ୍ସି…

କରୋନା ପ୍ରକୋପ: ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ରପ୍ତାନୀ ଉପରେ ଭାରତର କଟକଣା

ନୂଆଦିଲ୍ଲୀ: ପ୍ରମୁଖ ମ୍ୟାଲେରିଆ ଔଷଧର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ନେଇ ଭାରତ ସରକାର ବୁଧବାର ଦିନ ସୂଚନା ଦେଇଛନ୍ତି । କରୋନାଭାଇରସରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ସମର୍ଥ କି ନୁହେଁ ସେନେଇ ବିଶେଷଜ୍ଞମାନେ ପରୀକ୍ଷା କରିଛନ୍ତି ।…

ବିନା ପରୀକ୍ଷାରେ ପାସ୍ କରିବେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀ : କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ

ନୂଆଦିଲ୍ଲୀ: ପ୍ରଥମ ଶ୍ରେଣୀରୁ ଅଷ୍ଟମ । ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍ କରାଇବ କେନ୍ଦ୍ରୀୟ ବିଦ୍ୟାଳୟ । ସାରା ଦେଶରେ ଲକ୍‌-ଡାଉନ୍ ପ୍ରୋଟୋକୋଲ୍ ଲାଗୁ ହେବା ପରେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ କିଛି ଏପରି ପଦକ୍ଷେପ ନେଇଛି । କୌଣସି କାରଣ ଥାଉ ବା ନଥାଉ । ୨୦୧୯-୨୦ରେ…

କୋଭିଡ-୧୯: ସ୍ୱତନ୍ତ୍ର ବିମାନ ଯୋଗେ ଇରାନରୁ ଫେରିଲେ ୨୭୭ ଭାରତୀୟ

ନୂଆଦିଲ୍ଲୀ: ଇରାନରେ ଫସିରହିଥିବା ୨୭୭ଜଣ ଭାରତୀୟ ଏକ ବିଶେଷ ବିମାନ ଯୋଗେ ଯୋଧପୁରରେ ପହଞ୍ଚିଛନ୍ତି । ଏହି ଯାତ୍ରୀଙ୍କୁ ସୈନ୍ୟ ଶିବିରରେ କ୍ୱାରେଣ୍ଟାଇନରେ ରଖାଯିବ । ଡାକ୍ତରଙ୍କ ବିଶେଷ ଟିମ୍ ବିମାନ ବନ୍ଦରରେ ଯାତ୍ରୀଙ୍କ ସ୍କ୍ରିନିଂ କରିଛନ୍ତି । ଇରାନ କରୋନା ପ୍ରଭାବିକ ଦେଶ ଗୁଡିକ…

କ-ରୋ-ନା ର ପୁରା ଅର୍ଥ ବୁଝାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ମୋଦି ଭାରତବାସୀଙ୍କୁ କରୋନାର ପ୍ରକୃତ ଅର୍ଥ ବୁଝାଇଛନ୍ତି । ‘କ-ରୋ-ନା’ର ଅର୍ଥ ହେଉଛି ‘କୋଇ ରୋଡ ପର୍ ନା ନିକଲେ’ ଅର୍ଥାତ୍ ‘କେହି ରାସ୍ତାକୁ ବାହାରନ୍ତୁନି’ । ନିଜକୁ ଘର ଭିତରେ ସୁରକ୍ଷିତ ରଖନ୍ତୁ ଓ ଅନ୍ୟମାନଙ୍କୁ ମଧ୍ୟ ଭାଇରସରୁ ବଞ୍ଚାନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି…

କରୋନା ଆତଙ୍କ: ୩ ହଜାର କଏଦୀଙ୍କୁ ଖଲାସ କରିବ ତିହାର ଜେଲ୍ !

ନୂଆଦିଲ୍ଲୀ: କରୋନା ମହାମାରୀ ଭୟରେ ୩ ହଜାର କଏଦୀଙ୍କୁ ଜେଲରୁ ଖଲାସ୍ କରିବ ଦିଲ୍ଲୀର ତିହାର ଜେଲ୍ । ଆଗାମୀ ୩ ରୁ ୪ ଦିନ ଭିତରେ କଏଦୀଙ୍କୁ ଖଲାସ କରିବାକୁ ଯୋଜନା କରିଛନ୍ତି ଜେଲ ଅଧିକାରୀ । ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ଅସ୍ଥାୟୀ ରୂପେ ଜେଲରୁ ସର୍ବମୋଟ୍ ୩ ହଜାର…

କରୋନା: ସୁପ୍ରିମକୋର୍ଟରେ ପ୍ରବେଶ ମନା, ଭିଡିଓ କଂଫ୍ରେନ୍ସିଂ ମାଧ୍ୟମରେ ହେବ ଶୁଣାଣି

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ କରୋନାଭାଇରସର ଦ୍ରୁତ ପ୍ରସାରକୁ ଦୃଷ୍ଟିରେ ରଖି ସମସ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି । କେବଳ ଅତି ଜରୁରୀ ମାମଲା ଗୁଡିକର ଶୁଣାଣି ଭିଡିଓ କଂଫ୍ରେନ୍ସିଂ ମାଧ୍ୟମରେ କରିବାର ନିର୍ଣ୍ଣୟ ନିଆଯାଇଛି । କୋର୍ଟ ପରିସର ମଧ୍ୟରେ ଥିବା ଓକିଲଙ୍କ…

ଜନତା କର୍ଫ୍ୟୁ ପ୍ରଭାବ: ୩ ବର୍ଷ ମଧ୍ୟରେ ସବୁଠୁ ସ୍ୱଚ୍ଛ ପବନରେ ନିଶ୍ୱାସ ନେଲେ ଦିଲ୍ଲୀବାସୀ

ନୂଆଦିଲ୍ଲୀ: ମାରାତ୍ମକ କରୋନା ଭାଇରସର ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବା ପାଇଁ ରବିବାର ୨୨ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପି ଜନତା କର୍ଫ୍ୟୁର ଆହ୍ୱାନ ଦେଇଥିଲେ। ଏହାକୁ ସଫଳତାର ସହ ଦେଶବାସୀ ପାଳନ କରିଛନ୍ତି । ଦେଶ ମୁଖିଆଙ୍କ କଥା ମାନି ଏହି ମାରାତ୍ମକ ରୋଗ ଉପରର…