Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

‘ସର୍ଭେ ଅଫ ଇଣ୍ଡିଆ’ ଦ୍ୱାରା ପ୍ରକାଶିତ ହେଲା ନୂଆ ସଂସ୍କୃତ ମାନଚିତ୍ର

ନୂଆଦିଲ୍ଲୀ: ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ୧୮ ବର୍ଷ ମଧ୍ୟରେ ପ୍ରଥମ ହୋଇଥିବା ସର୍ଭେ ଅଫ୍ ଇଣ୍ଡିଆ ସଂସ୍କୃତ ଭାଷାରେ ଭାରତର ଏକ ଅପଡେଟ୍ ରାଜନ କ୍ଟ୍ରକ୍ଟକ୍ଷସଗ୍ଧସମବକ୍ଷ ତିକ ମାନଚିତ୍ର ପ୍ରକାଶ କରିଛି। ଶେଷ ଥର ପାଇଁ ଏଭଳି ମାନଚିତ୍ର ୨୦୦୨ ରେ ପ୍ରକାଶିତ ହୋଇଥିଲା ଯେତେବେଳେ ଅଟଳ…

କେମିକାଲ ଫ୍ୟାକ୍ଟ୍ରିରେ ବଏଲର ଫାଟି ୪ ମୃତ; ୩୦ରୁ ଅଧିକ ଆହତ

ବହାଦୁରଗଡ: ଦିଲ୍ଲୀ ସ୍ଥିତ ବହାଦୁରଗଡର ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଦିନ ବଏଲର ଫାଟି ଯାଇଛି । ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ସହରର ଟ୍ରାମା ସେଣ୍ଟର ଓ ଘରୋଇ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି । ବଏଲର ଫାଟିଯିବା…

ହିନ୍ଦୁ-ମୁସଲମାନଙ୍କୁ ଏକ ହେବାକୁ ପଡିବ: ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ବଲିଉଡର ଫିଲ୍ମମେକର ବିବେକ ଅଗ୍ନିହୋତ୍ରର ଦିଲ୍ଲୀ ହିଂସା ଏକ ଦଙ୍ଗା ନ ଥିଲା । ଯୋଜନା ମୁତାବକ ଭାରତ ଓ ହିନ୍ଦୁଙ୍କ ବିରୋଧରେ ଏହା ଯୁଦ୍ଧ ଥିଲା ବୋଲି ଟୁଇଟ କରିଛନ୍ତି । ମୁଁ ପୂର୍ବରୁ ଏ ନେଇ ଚେତାଇ ଥିଲି । ୨୦୨୦ରେ କଶ୍ମୀର-୨ର ପୁନରାବୃତି ହୋଇଛି କହିଲେ ଭୁଲ ହେବ ନାହିଁ । ଏହି…

କରୋନା ଯୋଗୁ ମୁକେଶ ହରାଇଲେଣି ୫୦୦ କୋଟି ଡଲାର

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବ ଏବେ ଭାରତୀୟ ଶେୟାର ବଜାର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି।   ୬ ଦିନରେ ୧୦ ଲକ୍ଷ କୋଟି ଟଙ୍କା ନିବେଶକ ହରାଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ଅନେକ ବଡ଼ ବଡ଼ କମ୍ପାନୀ ମଧ୍ୟ ରହିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ୱାନୀ…

ହିଂସା ପୀଡିତଙ୍କ ପାଇଁ କେଜ୍ରିୱାଲଙ୍କ ବଡ ଘୋଷଣା; କ୍ଷତିପୂରଣ ବାବଦକୁ ଦିଆଯିବ ୨୫ ହଜାର ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ପୀଡିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ କ୍ଷତିପୂରଣ ଦେବା ପାଇଁ ଘୋଷଣା କରିଛନ୍ତି । ସେ ପ୍ରେସମିଟରେ କହିଛନ୍ତି, “ଯେଉଁ ବ୍ୟକ୍ତିଙ୍କ ଘର ଜଳିଯାଇଛି, ସେମାନଙ୍କୁ ୨୫ହଜାର ଟଙ୍କା ନଗଦ ରାଶି ଦିଆଯିବ । ଯାହାକୁ ବି ସହାୟତା ଦରକାର,…

ଦିଲ୍ଲୀ ହିଂସା: ୧୮ ବର୍ଷରେ ତୃତୀୟ ବଡ ସାମ୍ପ୍ରଦାୟିକ ଦଙ୍ଗା

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ୧୮ ବର୍ଷ ମଧ୍ୟରେ ତୃତୀୟ ବଡ ସାମ୍ପ୍ରଦାୟିକ ଦଙ୍ଗା । ଏହା ପୂର୍ବରୁ ୨୦୧୩ରେ ଗୁଜରାଟର ଭଦୋଦରାରେ ଦରଗା ନେଇ ଦୁଇ ସାମ୍ପ୍ରଦାୟିକ ଗୋଷ୍ଠି ମଧ୍ୟରେ ବିବାଦ ଉପୁଜିଥିଲା । ଏଥିରେ ୬୨ ଲୋକ ପ୍ରାଣ ହରାଇଥିଲେ । ୨୦୧୭ରେ ହରିୟାଣାର ପଚଂକୂଳାରେ ଦୁଇ ଗୋଷ୍ଠୀ (ରାମ ରହିମ…

ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କଲା ନିର୍ଭୟା ଦୋଷୀ ପବନ ଗୁପ୍ତା

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଫାଶି ଦଣ୍ଡାଦେଶ ଘୁଂଚି ଘୁଂଚି ଯାଉଛି । ଏବେ ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି । ଏହି ପିଟିସନରେ ପବନ ଗୁପ୍ତା ଫାଶି ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛି । ସୂଚନାଯୋଗ୍ୟ, ନିର୍ଭୟା…

ଦିଲ୍ଲୀରେ ହିଂସା ପାଇଁ କିଏ କରୁଛି ଅର୍ଥ ଯୋଗାଣ? କେନ୍ଦ୍ର, ରାଜ୍ୟ ସରକାର ଓ ଦିଲ୍ଲୀ ପୋଲିସକୁ ହାଇକୋର୍ଟର ନୋଟିସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଉତ୍ତର-ପୂର୍ବ ଅଂଚଳରେ ବ୍ୟାପିଥିବା ହିଂସା ସହିତ ଜଡିତ ପିଟିସନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି । ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦିଲ୍ଲୀର ଶାହିନବାଗ ସମେତ ଅନ୍ୟ ୮ଟି ସ୍ଥାନରେ କରାଯାଉଥିବା ପ୍ରଦର୍ଶନ ଉପରେ ଦିଲ୍ଲୀ ପୋଲିସ,…

ସୋନିଆଙ୍କୁ ବିଜେପିର ପାଲଟା ପ୍ରଶ୍ନ; ରାଜଧର୍ମ ନାଁରେ ଲୋକଙ୍କୁ ଉସୁକାଇବା ବନ୍ଦ କରୁ କଂଗ୍ରେସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସିଏଏ ହିଂସା ଥମିଯାଇଛି । କିନ୍ତୁ ଏହି ମାମଲାରେ ରାଜନୈତିକ ବୟାନ ଏବେ ବି ଜାରି ରହିଛି । ତେବେ କଂଗ୍ରେସ ରାଷ୍ଟ୍ରପତିଙ୍କ ପାଖକୁ ଯାଇ ରାଜଧର୍ମ ପ୍ରସଙ୍ଗ ଉଠାଇଥିଲା । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଦ୍ୱାରା ମୋଦି ସରକାରଙ୍କ ଉପରେ ରାଜଧର୍ମ ପାଳନ…

ଦିଲ୍ଲୀର ନୂଆ ପୋଲିସ କମିସନର୍‌ ଭାବେ ଭାର ଗ୍ରହଣ କରିବେ ଏସ. ଏନ. ଶ୍ରୀବାସ୍ତବ

ନୂଆଦିଲ୍ଲୀ: ଦିଲ୍ଲୀରେ ନଗରିକତା ଆଇନ ସପକ୍ଷ ଓ ବିପକ୍ଷ ବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ବର୍ତ୍ତମାନ ଅଣାୟତ୍ତ ହୋଇଗଲାଣି । ଏପର୍ଯ୍ୟନ୍ତ ଏହି ହିଂସାରେ ୩୮ ଜଣଙ୍କ ପ୍ରାଣ ଗଲାଣି। ହିଂସାକୁ ରୋକିବାରେ ଦିଲ୍ଲୀ ପୋଲିସର ବିଫଳତାକୁ ସବୁଆଡୁ ଭର୍ତ୍ସନା ମିଳିଲାଣି। ଏଭଳି…