Latest Odisha News

BREAKING NEWS

Browsing Category

ଗୁଜରାଟ

Gujarat

ଖାତାକୁ ଗଲା ସୁଭଦ୍ରାର ତୃତୀୟ ଦଫା ଟଙ୍କା

ସୁନ୍ଦରଗଡ: ପୁଣି ଖାତାକୁ ଗଲା ସୁଭଦ୍ରାର କିସ୍ତି । ବାଦ୍ ପଡିଥିବା ଯୋଗ୍ୟ ଆଉ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଆଜି ୫ ହଜାର ଟଙ୍କା ସୁଭଦ୍ରା ଟଙ୍କା ଚଢିଛି । ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଆକାଉଣ୍ଟକୁ ସୁନ୍ଦରଗଡରେ ଆୟୋଜିତ…

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ସରିବା ସହ ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା…

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ଭାରତରୁ ଧରାହେଲେ ଶ୍ରୀଲଙ୍କାର ୪ ISIS ଆତଙ୍କବାଦୀ, ବୋମା ପକାଇ ଉଡାଇ ଦେବାର ଦେଉଥିଲେ ଧମକ

ଅହମ୍ମଦାବାଦ: ଗୁଜୁରାଟ ବିମାନବନ୍ଦରରୁ ଧରାହେଲେ ୪ ଶ୍ରୀଲଙ୍କୀୟ ସନ୍ଦିଗ୍ଧ ଆତଙ୍କବାଦୀ । ଅହମ୍ମଦାବାଦ ବିମାନବନ୍ଦରକୁ ଉଡାଇଦେବାର ଧମକ ଦେଇଥିଲେ । ଆଜି ବିମାନବନ୍ଦରରୁ ଗିରଫ କଲା ଆଣ୍ଟି ଟେରର ସ୍କ୍ବାଡ ବା ଏଟିଏସ । ଗୁଜୁରାଟ ଅହମ୍ମଦାବାଦ ବିମାନବନ୍ଦରରୁ ଆଜି ୪ ସନ୍ଦିଗ୍ଧ ISIS…

ଟ୍ରେନରେ ଲାଗିଲା ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ଗୁଜରାଟ: ଟ୍ରେନରେ ଲାଗିଲା ନିଆଁ । ତିରୁଚିରାପଲ୍ଲୀ ଏବଂ ଶ୍ରୀଗଙ୍ଗାନଗର ମଧ୍ୟରେ ଚାଲୁଥିବା ହମ୍‌ସଫର ଏକ୍ସପ୍ରେସର ଜେନେରେଟର ବଗିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା କ୍ଷଣି ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ। ଜେନେରେଟର କମ୍ପାର୍ଟମେଣ୍ଟ ପ୍ରଥମେ ନିଆଁ…

ଗୁଜରାଟରେ ବନ୍ୟା ବିଭୀଷିକା । ଜଳବନ୍ଦୀ ଶହ ଶହ ଲୋକ

ଗୁଜରାଟ : ଗୁଜରାଟରେ ବନ୍ୟା ବିଭୀଷିକା । ରାସ୍ତା ପାଲଟିଛି ନଦୀ, ଘର ଭିତରେ ଛାତି ଉଚ୍ଚର ପାଣି । ବନ୍ୟା ପାଣି ଘେର ଭିତରେ ଜୀବନ, ଜଳବନ୍ଦୀ ଶହ ଶହ ଲୋକ । ଭୋକ ଉପାସ ଅନ୍ଧାର ଭିତରେ ଘର ଭିତରେ ଫଶି ରହିଥିବା ଲୋକମାନେ ସାହାଯ୍ୟ ଅପେକ୍ଷାରେ ଦିନ ପରେ ଦିନ କାଟୁଛନ୍ତି ।  ପ୍ରକୃତିର କରାଳ…

ଆତ୍ମ ବିବାହ କରିଥିବା କ୍ଷମା ବିନ୍ଦୁଙ୍କ ପାଇଁ ବଢିଲା ଅଡୁଆ । ଚାକିରି ଗଲା, ଘରୁ ତଡିଦେଲେ ଘର ମାଲିକ

ଦିଲ୍ଲୀ : କିଛିଦିନ ତଳେ ନିଜକୁ ନିଜେ ବିବାହ କରି ଚର୍ଚ୍ଚାକୁ ଆସିଥିବା ଗୁଜରାଟ ଭଦୋଦରାର କ୍ଷମା ବିନ୍ଦୁ ଏବେ ନିଜ ସହର ଛାଡିବାକୁ ବାଧ୍ୟ ହୋଇଛନ୍ତି । କେବଳ ସେତିକି ନୁହେଁ ସେ ଆତ୍ମ ବିବାହ କରିବା ପରେ ଏଭଳି ପରିସ୍ଥିତି ଦେଖାଦେଇଥିଲା କି ଶେଷରେ ସେ ଚାକିରି ବି ଛାଡି ସାରିଛନ୍ତି ।…

ଗୁଜୁରାଟର ଅଡାଲଜ୍ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା

ଅହମଦାବାଦ: ଗୁଜୁରାଟର ଅଡାଲଜ୍ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। କୋଭିଡ଼ ବାଧକତା ଯୋଗୁଁ ଗତ ଦୁଇ ବର୍ଷ ହେଲା ରଥଯାତ୍ରା ଉତ୍ସବ କେବଳ ସାଙ୍କେତିକ ଢଙ୍ଗରେ ପାଳନ କରାଯାଉଥିଲା। ଚଳିତ ବର୍ଷ କଟକଣା ଲାଘବ କରାଯାଇଥିବାରୁ ଭକ୍ତ ମାନଙ୍କ…

[ଦେଖନ୍ତୁ ଭିଡିଓ] ବୈଦିକ ରୀତିନୀତିରେ ନିଜକୁ ନିଜେ ବିବାହ କରିଲେ ଯୁବତୀ କ୍ଷମା ବିନ୍ଦୁ

ଗୁଜରାଟ: ବାଜା ବାଜୁଛି। ହଳଦୀ ମେହେନ୍ଦୀ ବି ଚାଲିଛି। ବ୍ରାହ୍ମଣ ମନ୍ତ୍ର ବି ପାଠ ହୋଇଛି। ପାରମ୍ପରିକ ରୀତିନୀତିର ସହ ବିବାହ କାର୍ଯ୍ୟ ହୋଇଛି। ହେଲେ ବିବାହ ବେଦୀରେ ନିଜେ ଏକା ବସିଛି କନ୍ୟା। ଶେଷରେ ନିଜକୁ ନିଜେ ବିବାହ କରିଛନ୍ତି କ୍ଷମା ବିନ୍ଦୁ । ବିନା ବରରେ ଗୁଜରାଟର କ୍ଷମା ବିନ୍ଦୁ…