Latest Odisha News

BREAKING NEWS

Browsing Category

ଗୁଜରାଟ

Gujarat

[ଭିଡିଓ] ବିବାହ ବେଦୀ ଛାଡି ପରୀକ୍ଷା ହଲରେ ଗୁଜରାଟି କନ୍ୟା

ଭୁବନେଶ୍ୱର: ଶିକ୍ଷାକୁ ଅଗ୍ରାଧିକାର ଦେଇ ଜଣେ ଯୁବତୀ ନିଜ ବିବାହ ଦିନ ପରୀକ୍ଷା ଦେଲେ । ବିବାହ ବେଦୀରେ ହାତଗଣ୍ଠି ପଡିବା ପୂର୍ବରୁ ସେ କନ୍ୟା ବେଶରେ ପରୀକ୍ଷା ହଲରେ ଆସି ପହଂଚିଥିଲେ । ଏହି ଘଟଣାର ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଗୁଜରାଟ ରାଜକୋଟ…

ମରିଗଲା ପୋଷା କୁକୁର, ମାଲିକ ଖୋଲିଲେ ଭାରତର ପ୍ରଥମ ଅତ୍ୟାଧୁନିକ ପଶୁ ଚିକିତ୍ସାଳୟ

ଭୁବନେଶ୍ୱର: ବର୍ଷେ ପୂର୍ବରୁ ପ୍ରାଣ ହରାଇଥିଲା ପୋଷା କୁକୁର । ଦୁଃଖରେ ଭାଙ୍ଗିପଡିଥିଲେ ଗୁଜରାଟର ଜଣେ ବ୍ୟକ୍ତି । ଉପଯୁକ୍ତ ଚିକିତ୍ସା ତଥା ଚିକିତ୍ସା ପ୍ରଣାଣୀ ଥିଲେ ବୋଧ ହୁଏ ତାଙ୍କ କକୁରର ଜୀବନ ବଂଚିପାରିଥାନ୍ତା । ଏହି କଥା ଭାବି ଶେଷରେ ଭାରତର ପ୍ରଥମ ଭେଟରିନାରୀ ଭେଣ୍ଟିଲେଟର୍…

୬୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ଦିଲ୍ଲୀ: ଗୁଜୁରାଟ ଏଟିଏସକୁ ବଡ ସଫଳତା । ୬୦୦ କୋଟିର ଡ୍ରଗ୍ସକୁ ଜବତ କରିଛି ଗୁଜୁରାଟ ଏଟିଏସ । ଗୁଜୁରାଟର ମୋରବୀ ଜିଲ୍ଲାରୁ ଏହି ଡ୍ରଗ୍ସ ଜବତ କରାଯାଇଛି । ପ୍ରାୟ ୧୨୦ କିଲୋଗ୍ରାମର ଡ୍ରଗ୍ସ ଯାହାର ଆନୁମାନିକ ମୂଲ୍ୟ ୬୦୦ କୋଟି ବୋଲି କୁହାଯାଉଛି । ପାକିସ୍ତାନର ଡ୍ରଗ୍ସ ମାଫିଆ ଖାଲିଦ…

ଡ୍ରଗ୍ସ ର‍୍ୟାକେଟର ପର୍ଦ୍ଦାଫାସ୍, ଗୁଜୁରାଟର ଦ୍ୱାରକାରୁ ୩୦୦କୋଟି ଟଙ୍କାର ଡ୍ରଗ୍ସ ଜବତ

ଗୁଜୁରାଟ: ବଡ଼ ଧରଣର ଡ୍ରଗ୍ସ ର‍୍ୟାକେଟର ପର୍ଦ୍ଦାଫାସ୍ । ଗୁଜୁରାଟର ଦେବଭୂମି ଦ୍ୱାରକା ଜିଲ୍ଲାରେ ଗୁଜୁରାଟ ପୋଲିସ ହାତରେ ଜବତ ହୋଇଛି ବିପୁଳ ପରିମାଣର ଡ୍ରଗ୍ସ। ଡ୍ରଗ୍ସର ମୂଲ୍ୟ ୩ଶହ କୋଟି ଟଙ୍କାରୁ ଅଧିକ ହେବ। ପୋଲିସ ବୁଧବାର ସକାଳେ ୮୮ଲକ୍ଷ ଟଙ୍କାର ୧୯ଟି ପ୍ୟାକେଜ୍ ଜବତ କରିଥିବାବେଳେ…

ଗୁଜୁରାଟ ଖେଡ଼ା ପୋଲିସ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ

ଗୁଜୁରାଟ: ଗୁଜୁରାଟ ଖେଡ଼ା ଜିଲ୍ଲା ପୋଲିସ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, କିଛି ସମୟରେ ପୋଲିସ ଷ୍ଟେସନରେ ଥିବା ଅନେକ ଗାଡ଼ିରେ ନିଆଁ ଲାଗିଯାଇଛି। ସୂଚନା ଅନୁସାରେ, ଖେଡ଼ା ଟାଉନ ପୋଲିସ ଷ୍ଟେସନରେ ନିଆଁ ଲାଗିବା କାରଣରୁ ୨୫ରୁ ଅଧିକ ଗାଡ଼ି ପୋଡ଼ି…

ଦୀପାବଳିରେ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ସ୍କୁଟର ଉପହାର ଦେଲା କମ୍ପାନୀ

ସୁରଟ: ଦୀପାବଳିରେ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ଉପହାର ଦେଇଥାନ୍ତି। ଏହି ମଧ୍ୟରେ ଗୁଜୁରାଟ ସୁରଟର ଏକ କମ୍ପାନୀ ତାର କର୍ମଚାରୀମାନଙ୍କୁ ଦୀପାବଳି ଉପହାର ସ୍ୱରୂପ ଇଲେକ୍ଟ୍ରିକ ସ୍କୁଟର ଦେଇଛନ୍ତି। ୩୫ଜଣ କର୍ମଚାରୀଙ୍କୁ ଏହା ପ୍ରଦାନ କରାଯାଇଛି। ତୈଳ ଦର ଦିନକୁ ଦିନ ବୃଦ୍ଧି ହେବା ସହ…

ପ୍ୟାକେଜିଂ ୟୁନିଟରେ ଅଗ୍ନିକାଣ୍ଡ: ୨ମୃତ, ଜୀବନ ବଞ୍ଚାଇବାକୁ ୫ମହଲା ତଳକୁ ଡ଼େଇଁଲେ ଶ୍ରମିକ

ସୁରଟ: ଗୁଜୁରାଟର ସୁରଟ ସହରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୋମବାର ସକାଳେ କାଦୋଡ଼ାରର ଭାରେଲିରେ ଏକ ପ୍ୟାକେଜିଂ ୟୁନିଟରେ ଅଗ୍ନିକାଣ୍ଡ ଘଟି ୨ଜଣଙ୍କ ମୃତ୍ୟୁ ହୋଇଛି। ଭିଭା ପ୍ୟାକେଜିଂ କମ୍ପାନୀର ପଞ୍ଚମ ମହଲାରେ କାମ ଚାଲିଥିଲା। କର୍ମଚାରୀମାନେ କାମ କରୁଥିବା ସମୟରେ ସକାଳ ୪ଟା ୩୦ରେ…

ଭବୀନା ପଟେଲଙ୍କୁ ୩ କୋଟି ପୁରସ୍କାର ଘୋଷଣା

ଅହମ୍ମଦାବାଦ: ଟୋକିଓ ପାରାଲିମ୍ପିକ୍ସର ରୌପ୍ୟ ପଦକ ବିଜୟିନୀ ଭାବିନାବେନ୍ ପଟେଲଙ୍କୁ ନେଇ ସାରା ଦେଶରେ ଖୁସିର ମାହୋଲ  । ଟେବୁଲ ଟେନିସରେ ସେ ମେଡାଲ ଜିତିଛନ୍ତି । ସଫଳତା ପରେ ତାଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ  । ଏଥିସହ…

ଝଡ଼ ପରେ ସୁରକ୍ଷିତ ସିଂହ

ଗୁଜୁରାଟ:ନିଜ ବାସସ୍ଥଳୀକୁ ଫେରିଛନ୍ତି ସିଂହ ସଫାରୀ । ସାମୁଦ୍ରିକ ଝଡ଼ ତାଉତେ ଗୁଜୁରାଟରେ ଧ୍ୱଂସ ଲୀଳା ରଚାଇଛି । ଝଡର ତାଣ୍ଡବରେ ପ୍ରବଳ ବର୍ଷା ସହ ବହୁ କ୍ଷୟକ୍ଷତି ହୋଇଛି । ଏବେ ବି ବହୁ ସ୍ଥାନ ପାଣି ଘେରରେ ରହିଥିବା ବେଳେ ବେସାହାରା ହୋଇପଡିଛନ୍ତି ଲୋକେ । ସେହିଭଳି ଗୁଜୁରାଟର ଗିର…

ଆଜି ଗୁଜରାଟ ଓ ଡିଉରେ ବାତ୍ୟା କ୍ଷୟକ୍ଷତିର ସ୍ଥିତି ପରଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବାତ୍ୟା ତାଉ’ତେ ପ୍ରଭାବରେ ଗୁଜରାଟ ଓ ଡିଉରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରଭାବିତ ଅଞ୍ଚଳର ଆଜି ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜରାଟ ଓ ଡିଉ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ଦିଲ୍ଲୀରୁ ସକାଳ ସାଢ଼େ ୯ଟାରେ ବାହାରି ଭାବନଗରରେ ପହଞ୍ଚିବେ ।…