Latest Odisha News

BREAKING NEWS

Browsing Category

ଗୁଜରାଟ

Gujarat

କରୋନା ଅପଡେଟ୍‌; ବିକ୍ରି ହେବ କି ଗୁଜରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟି ?

ଗୁଜରାଟ: ୩୦ ହଜାର କୋଟି ଟଙ୍କାରେ ବିକ୍ରି ହେବ ଗୁଜରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟି । ତେବେ ଏ କଥା ଆମେ କହୁନୁ ବରଂ ଗ୍ଲୋବାଲ୍ ଅନ୍‌ଲାଇନ୍ ମାର୍କଟ୍ OLX ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । FIR lodged against unknown person in Gujarat for putting out online…

କରୋନା ବିରୁଦ୍ଧରେ ଲଢ଼େଇ: ସୁସ୍ଥ ହୋଇ ଘରକୁ ଫେରିଲେ ଦେଶର ସବୁଠାରୁ ବୃଦ୍ଧ ଦମ୍ପତି

ଥିରୁବନନ୍ତପୁରମ: ଦେଶରେ କରୋନାଭାଇରସର ପ୍ରକୋପ ଜାରୀ ରହିଛି । ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଏହି ମହାମାରୀ ଦ୍ୱାରା ଦେଶରେ ଏପର୍ଯ୍ୟନ୍ତ ୧୨୫୧ଜଣ ସଂକ୍ରମିତ ଅଛନ୍ତି ଏବଂ ୩୨ଜଣଙ୍କ ଜୀବନ ଯାଇଛି । ୧୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିରେ ସାମିଲ…

ମନ୍ଦିର ପାଇଁ ଧନବର୍ଷା: ୧୧୦ ମିନିଟରେ ଯୋଗାଡ ହେଲା ୧୩୬ କୋଟି

ଅହମ୍ମଦାବାଦ: ଗୁଜରାଟର ଜାସପୁରରେ ୧୦୦୦ କୋଟି ବଜେଟରେ ଉମିୟା ମାତାଜିଙ୍କ ଏକ ଭବ୍ୟ ମନ୍ଦିର ତିଆରି ହେଉଛି । ଏହାର ଉଚ୍ଚତା ୪୩୧ ଫୁଟ ହେବ ଏବଂ ୫୨ ଫୁଟ ଉଚତାର ପ୍ରତିମା ସ୍ଥାପିତ ହେବ । ମନ୍ଦିର ନିର୍ମାଣ ପାଇଁ ୨ଦିନିଆ ଶିଳାନ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ…

ଟ୍ରମ୍ପ,ମୋଦି ରୋଡ ଶୋରେ ରୂପାଣି ସାମିଲ ହେବେନି

ଅହମ୍ମଦାବାଦ: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ଶୋରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସାମିଲ ହେବେ ନାହିଁ । ଟ୍ରମ୍ପ ପହଂଚିବା ପରେ ତାଙ୍କ ସୁରକ୍ଷା ଦାୟିତ୍ୱ ଆମେରିକା ଗୋଇନ୍ଦା ଏଜେନ୍ସି ହାତରେ ରହିବ । ସେମାନେ…

ଆମେରିକା ବାୟୁସେନା ବିମାନରେ ଟ୍ରମ୍ପଙ୍କ ଗାଡି, ସୁରକ୍ଷା ଉପକରଣ ପହଂଚିଲା

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଭାରତ ସରକାର ସମସ୍ତ ବ୍ୟବସ୍ଥା କରିସାରିଛି । ତେବେ ଏହା ବ୍ୟତୀତ ଆମେରିକା ସ୍ୱତନ୍ତ୍ର ଭାବେ ନିଜସ୍ୱ ପ୍ରସ୍ତୁତି ମଧ୍ୟ କରିଛି । ଆମେରିକାର ମାଲବାହୀ ବାୟୁସେନା ବିମାନ ହରକ୍ୟୁଲେସ ଏଠାରେ ପହଂଚିଛି । ଏଥିରେ…

ଗୁଜରାଟରେ ଟ୍ରମ୍ପଙ୍କ ପିଛା ପ୍ରତି ମିନିଟରେ ଖର୍ଚ୍ଚ ହେବ ୫୫ ଲକ୍ଷ !

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି । ଏଥିପାଇଁ ପାଣି ଭଳିଆ ଅର୍ଥ ଖର୍ଚ୍ଚ କରାଯାଉଛି । ଅହମ୍ମଦାବାଦରେ ଟ୍ରମ୍ପ ମାତ୍ର ୩ ଘଂଟା ରହିବେ ଏଥିପାଇଁ ପ୍ରତି ମିନିଟ ପିଛା ୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ୨୪ ଫେବୃୟାରରେ ଟ୍ରମ୍ପ ୨ ଦିନିକିଆ ଭାରତ…

ମାଙ୍କଡ ଉପଦ୍ରବ ରୋକିବା ପାଇଁ ଭାଲୁ ବେଶରେ ନିୟୋଜିତ ହେଲେ ବିମାନବନ୍ଦର କର୍ମଚାରୀ

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନବନ୍ଦରରେ ମାଙ୍କଡ ଉପଦ୍ରବ ରୋକିବା ପାଇଁ କର୍ମଚାରୀମାନେ ନିଆରା ଉପାୟ ଆପଣାଇଛନ୍ତି । କେତେକ କର୍ମଚାରୀଙ୍କୁ ଭାଲୁ ବେଶରେ ବିମାନବନ୍ଦରରେ ଡ୍ୟୁଟି କରିବାକୁ କୁହାଯାଇଛି । ମାଙ୍କଡ ଭାଲୁକୁ ଭୟ କରୁଥିବାରୁ ଏହି ଉପାୟ କରାଯାଇଛି । ଯାତ୍ରୀମାନେ ଭୟ ନ କରିବା…