Latest Odisha News
Browsing Category

ହରିୟାଣା

Haryana

[ଭିଡିଓ] ହରିୟାଣା ଟୁଇଷ୍ଟ ସହ ମାର୍କେଟକୁ ଆସିଲା “କାଚା ବାଦାମ୍‌” ମ୍ୟୁଜିକ୍ ଭିଡିଓ

ଭୁବନେଶ୍ୱର: ଇନଷ୍ଟାଗ୍ରାମ୍ ହେଉ ଅବା ଫେସବୁକ୍ କିମ୍ବା ୟୁଟ୍ୟୁବ୍ ସର୍ଟସ୍ ଖୋଲିବା ମାତ୍ରେ କାଚା ବାଦାମ୍ ଗୀତ ସାମ୍ନାକୁ ଆସୁଛି । ଅନେକ ସୋସିଆଲ ମିଡିଆ ୟୁଜର୍ ଏହି ଭାଇରାଲ୍ ଗୀତର ତାଳେତାଳେ ସର୍ଟସ୍ ଣିଡିଓ ପ୍ରସ୍ତୁତ କରିବାକୁ ପସନ୍ଦ କରୁଛନ୍ତି । ଖାସ ଏହି କାରଣକୁ ନେଇ ରିଲିଜ୍ ହେଲା…

ରେଷ୍ଟୁରାଣ୍ଟ, ବାର୍, ଜିମ୍ ଓ ସ୍ପା ଉପରେ ଲାଗିଥିବା କଟକଣା ହଟାଇଲା ହରିୟାଣା ସରକାର

ଗୁରୁଗ୍ରାମ: ମହାମାରୀ କରୋନା ପାଇଁ ବାର୍, ରେଷ୍ଟୁରାଣ୍ଟ, ଜିମ୍, ସ୍ପା ଓ କ୍ଲବ ହାଉସ ଉପରେ ଲାଗିଥିଲା କଟକଣା। ହରିୟାଣା ସରକାର ଏହି କଟକଣାକୁ ହଟାଇଦେଇଛନ୍ତି। ବର୍ତ୍ତମାନ ଏଗୁଡ଼ିକ ପୂର୍ଣ୍ଣ କ୍ଷମତାର ସହ ଚାଲିବ। କଟକଣା ହଟିଥିଲେ ମଧ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ସାମାଜିକ ଦୂରତା…

ବାହାଦୂରଗଡ଼ରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଧକ୍କାରେ ୩ ବୃଦ୍ଧ ମହିଳାଙ୍କ ମୃତ୍ୟୁ

ବାହାଦୁରଗଡ଼: ହରିୟାଣା ବାହାଦୂରଗଡ଼ରୁ ଆସିଛି ଏକ ବଡ଼ ଖବର। ଆଜି ସକାଳୁ ଏକ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ କୃଷକ ଆନ୍ଦୋଳନକାରୀଙ୍କୁ ଧକ୍କା ଦେଇଛି। ଦୁର୍ଘଟଣାରେ ୩ ବୃଦ୍ଧ ମହିଳାଙ୍କ ମୃତ୍ୟୁ ହୋଇଛି। ଆଉ ୩ଜଣ ମହିଳାଙ୍କ ଅବସ୍ଥା ଏଯାଏଁ ଗୁରୁତର ଥିବା ଜଣାପଡ଼ିଛି। ସୂଚନା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ହିସାର ନା ରୋହତକରେ ହୋଇଥିଲା ମନୋହରଲାଲଙ୍କୁ କଳା ତେଲ ମାଡ ?

ଭୁୁବନେଶ୍ୱର: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଫିଙ୍ଗା ହୋଇଥିଲା କଳା ତେଲ । ଏହି ମାମଲାକୁ ନେଇ ସୋସିଆଲ ମିଡିଆରେ ଲୋକଙ୍କ ଅଜବ ଦାବି । ଅନ୍ୟପଟେ ଏକ ପୁରୁଣା ମାମଲା ସହ ଏହି ଘଟଣା ଯୋଡିଥିଲାବେଳେ ସାମ୍ନାକୁ ଆସିଛି ସତ କାହାଣୀ ।

ଟ୍ରେନ୍ ତଳେ ଗଳି ରେଳ ଧାରଣା ପାରି ହେଉଥିଲେ ମହିଳା, ମହିଳାଙ୍କ ଉପରେ ଚାଲିଗଲା ଟ୍ରେନ୍

ହରିଆଣା: ହରିଆଣାରେ ଏକ ଚଳନ୍ତା ଟ୍ରେନ୍‌ ତଳୁ ସୁରକ୍ଷିତ ଭାବେ ନିଜ ଜୀବନ ବଞ୍ଚାଇବାରେ ସମର୍ଥ ହୋଇଛନ୍ତି ଜ‌ଣେ ମଧ୍ୟ ବୟସ୍କା ମହିଳା । ସେହି ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି ମହିଳା ଜଣକ ଚଳନ୍ତା ଟ୍ରେନ୍‌ ତଳେ ଚୁପ୍‌…

ଦୁଇ ମାସ ପରେ ଷ୍ଟେଜକୁ ଓହ୍ଲାଇଲେ ସପନା ଚୌଧୁରୀ !

ହରିୟାଣା: ଏକ୍ସ ବିଗ୍‌ବସ୍ କଣ୍ଟେଷ୍ଟାଣ୍ଟ ଓ ହରିୟାଣାର ପପୁଲାର୍ ଡାନ୍ସର ସପନା ଚୌଧୁରୀ । ଗର୍ଭବତୀ ଥିବାବେଳେ ସେ ଷ୍ଟେଜ ସୋରୁ ଓହରିଯାଇଥିଲେ । ହେଲେ ମାଆ ହେବା ପରେ ସେ ପୁଣିଥରେ ନିଜ କର୍ମକ୍ଷେତ୍ରକୁ ଫେରିଛନ୍ତି । ମାତ୍ର ଦୁଇମାସ ପରେ ତାଙ୍କୁ ପୁନର୍ବାର ଷ୍ଟେଜ ସୋ କରିବାରେ ଦେଖିବାକୁ…

୧୨ଟି ସରକାରୀ ସ୍କୁଲର ୭୨ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ

ରେୱାରୀ: ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ଉପରେ କରୋନା ଚଡକ । ବୁଧବାର ହରିୟାଣାର ରେୱାରୀ ନୋଡାଲ୍ ଅଫିସରଙ୍କ ରିପୋର୍ଟ ସମସ୍ତଙ୍କୁ ତାଜୁବ କରିଥିଲା । ଗୋଟିଏ କି ଦୁଇଟି ନୁହେଁ ୧୨ଟି ସ୍କୁଲରୁ ୭୨ ଜଣ ଛାତ୍ରଛାତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ବାହାରିଥିବା ଜଣାପଡିଛି । ନୋଡାଲ୍…

[ଭିଡିଓ] ମହିଳାଙ୍କୁ ଏସିଡ୍ ମାଡ, କାରଣ ଅସ୍ପଷ୍ଟ !

ହରିୟାଣା: ରାସ୍ତାରେ ଯାଉଥିଲେ ଜଣେ ବିବାହିତ ମହିଳା । ହଠାତ୍ ଦୁଇ ଯୁବକ ବାଇକରେ ଆସି ଘଟାଇଥିଲେ ଅମାନୁଷିକ କାଣ୍ଡ । କିଛି ବୁଝିବା ପୂର୍ବରୁ ମହିଳାଙ୍କ ମୁହଁକୁ କରିଥିଲେ ଏସିଡ୍ ମାଡ୍ । କାରଣ ଅସ୍ପଷ୍ଟ ଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏସିଡ୍ ମାଡର…

[ଭିଡିଓ] ବିଚ୍ ରାସ୍ତାରେ ବନ୍ଧୁକ କଲା ଫଇସଲା !

ହରିୟାଣା: ଦିନ ଦ୍ୱିପହରେ, ବିଚ୍ ରାସ୍ତାରେ ଗୁଳିମାଡ । ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ଯୁବତୀ । ଚମ୍ପଟ୍ ମାରିଥିଲା ଅଭିଯୁକ୍ତ । ହେଲେ ସିସିଟିଭି ଫୁଟେଜ୍ ଜରିଆରେ ସାମ୍ନାକୁ ଆସିଛି ସେହି ଛାତିଥରା ଦୃଶ୍ୟ । କଏଦ ହୋଇଥିଲା ଲାଇଭ୍ ଗୁଳିମାଡ ଘଟଣା । ସୋସିଆଲ୍ ମିଡିଆରେ ଏହି ଭିଡିଓ ଖୁବ…

ଦେଢବର୍ଷ ପରେ ଶୌଚାଳୟରୁ ଉଦ୍ଧାର ହେଲେ ମହିଳା !

ହରିୟାଣା: ଜଣେ ୩୫ ବର୍ଷୀୟା ମହିଳାଙ୍କୁ ଶୌଚାଳୟରେ ରହିବାକୁ ବାଧ୍ୟ କରାଯାଇଥିଲା । ଦିନେ କି ଦୁଇଦିନ ନୁହେଁ ବରଂ ଦୀର୍ଘ ଦେଢ ବର୍ଷ ଧରି ସେ ଶୌଚାଳୟରେ ବନ୍ଦ ଥିଲେ । ତେବେ ଏପରି ଅମାନବୀୟ ଘଟଣା ଅନ୍ୟ କେହି ନୁହେଁ ବରଂ ଖୋଦ ସେହି ମହିଳାଙ୍କ ସ୍ୱାମୀ ହିଁ ଘଟାଇଥିଲେ । ପାନିପତ ଜିଲ୍ଲାର…