Latest Odisha News
Browsing Category

ଜମ୍ମୁ ଓ କାଶ୍ମୀର

Jammu & Kashmir

ପୁଲୱାମା ଆକ୍ରମଣ: କାଶ୍ମୀରରୁ ବାପ-ଝିଅଙ୍କୁ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୁଲୱାମାରେ ଗତବର୍ଷ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଯାଂଚ କରୁଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)କୁ ବଡ ସଫଳତା ମିଳିଛି । ଆତଙ୍କବାଦୀଙ୍କୁ ନିଜ ଘରେ ଆଶ୍ରୟ ଦେଇଥିବା ଅଭିଯୋଗରେ ବାପ-ଝିଅଙ୍କୁ ଏନଆଇଏ ଗିରଫ କରିଛି । ଆତଙ୍କବାଦୀଙ୍କୁ ସହାୟତା କରିଥିବା…

ପୁଲୱାମା ଆକ୍ରମଣ: ମାଷ୍ଟରମାଇଣ୍ଡର ମୋବାଇଲରୁ ମିଳିଲା ବୋମା ତିଆରି କରିବାର ଭିଡିଓ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ସିଆରପିଏଫଙ୍କ ଶିବିରରେ ଆତଙ୍କବାଦୀ ଆକ୍ରମଣ ମାମଲାରେ ଖୁଲାସା ହୋଇଛି । ଆକ୍ରମଣରେ ମାଷ୍ଟରମାଇଣ୍ଡ କାମରାନ ଓରଫ ଗାଜି ରଶିଦର ମୋବାଇଲରୁ କିଛି ତଥ୍ୟ ହାସଲ ହୋଇଛି । ଆକ୍ରମଣର ୪ଦିନ ପରେ କାମରାନକୁ ଗୁଳି କରି ହତ୍ୟା କରାଯାଇଥିଲା । କାମରାନର…

ଦୀର୍ଘ ୩ ମାସ ପରେ କାଶ୍ମୀର ଘାଟିରେ ଆଜି ଖୋଲୁଛି ଶିକ୍ଷାନୁଷ୍ଠାନ…

ଶ୍ରୀନଗର: ପାଖାପାଖି ୩ ମାସର ଲମ୍ବା ଶୀତ ଅବକାଶ ପରେ କାଶ୍ମୀରର ଘାଟିରେ ସୋମବାର ଦିନ ସ୍କୁଲ କଲେଜ ଖୋଲିବାକୁ ଯାଉଛି । ଏଠାକାର ପିଲାମାନଙ୍କ ପାଠପଢ଼ା ପୂର୍ବ ଭଳି ସ୍ୱାଭାବିକ ହେବ । ଘାଟିରେ ଉପୁଜିଥିବା ପରିସ୍ଥିତି ଯୋଗୁଁ ଏଠାରେ ଥିବା ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରୁ ଅନେକ ଶୀତ ଅବକାଶ…

ଅନନ୍ତନାଗରେ ଏନକାଉଂଟର, ୨ ଲସ୍କର ଆତଙ୍କବାଦୀ ନିହତ

ଜମ୍ମୁକାଶ୍ମୀର: ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାର ସଂଗମ ଅଂଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଜଣ ଆତଙ୍କବାଦୀଙ୍କୁ ନିହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଏନକାଉଂଟର ହୋଇଥିବା ବେଳେ ଏଥିରେ ଲସ୍କର-ଇ-ତୋଇବାର ଦୁଇଜଣ…