Latest Odisha News

BREAKING NEWS

Browsing Category

କେରଳ

Kerala

ଖୋଲିଲା ସାବରୀମାଳା ମନ୍ଦିର, ଦିନକୁ ଯିବେ କେତୋଟି ଭକ୍ତ ପଢ଼ନ୍ତୁ

ଥିରୁବନନ୍ତପୁରମ୍: କେରଳର ସାବରିମାଲା ମନ୍ଦିର ଶନିବାର ଦିନ ଜନସାଧାରଣ ଦର୍ଶନ ପାଇଁ ଖୋଲିଛି । କୋଭିଡ୍ ତାଲାବନ୍ଦ ଯୋଗୁଁ ପ୍ରାୟ ସାତ ମାସ ମନ୍ଦିର ବନ୍ଦ ଥିଲା । ତେଣୁ ମନ୍ଦିର ଖୋଲିବା ପରେ କିଛି ନିର୍ଦିଷ୍ଟ ନିୟମ ଲାଗୁ କରାଯାଇଛି । ମନ୍ଦିର ପରିଦର୍ଶନ କରିବାକୁ ଚାହୁଁଥିବା…

୧୬ହଜାରରୁ ଅଧିକ ବିଦ୍ୟାଳୟକୁ ଡିଜିଟାଲାଇଜେସନ୍ କରିବାରେ କେରଳ ଭାରତରେ ପ୍ରଥମ ରାଜ୍ୟ

ଥିରୁବନନ୍ତପୁରମ୍: କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସୋମବାର ଦିନ ଘୋଷଣା କରିଛନ୍ତି ଯେ ସମସ୍ତ ସରକାରୀ ବିଦ୍ୟାଳୟରେ ହାଇ ଟେକ୍ ଶ୍ରେଣୀଗୃହ ପାଇବାରେ ଦେଶରେ ପ୍ରଥମ ରାଜ୍ୟ  ହୋଇପାରିଛି କେରଳ । କେରଳର ୧୦୦ ଦିନିଆ ଯୋଜନା ଘୋଷଣାର ଏକ ଅଂଶ ଭାବରେ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ସମ୍ମିଳନୀ…

୮୯ ବର୍ଷ ବୟସ ପର୍ଯ୍ୟନ୍ତ ଖାଇନଥିଲେ ଭାତ, ଆଉ ତା ପରେ…

କେରଳ: ଭାରତର ଅଧିକାଂଶ ପ୍ରାନ୍ତରେ ଭାତ ହେଉଛି ପ୍ରମୁଖ ଖାଦ୍ୟ । କିଛି ଲୋକ ଭାତକୁ ପ୍ରମୁଖ କିମ୍ବା ଆଂଶିକ ମାତ୍ରାରେ ଖାଦ୍ୟ ରୂପେ ଗ୍ରହଣ କରିବାକୁ ପସନ୍ଦ କରିଥାନ୍ତି । ସେହିଭଳି କେରଳରେ ଦିନକୁ ତିନିଥର ଭାତକୁ ଖାଦ୍ୟ ରୂପେ ଲୋକେ ଗ୍ରହଣ କରିଥାନ୍ତି । ହେଲେ କେରଳ ଭଳି ରାଜ୍ୟରେ ଜଣେ…

ଜର୍ଜ ଫ୍ଲଏଡ଼ ଘଟଣାର ଭାରତୀୟ ସଂସ୍କରଣ: ଅଳ୍ପକେ ବଞ୍ଚିଲେ ପୀଡିତ

କୋଚି: କେରଳ ରାଜ୍ୟରୁ ଜଣେ କଂଗ୍ରେସ କର୍ମୀ ଉପରେ ପୋଲିସ କର୍ମୀଙ୍କ ବର୍ବରତାର ଚିତ୍ର  ସାମ୍ନାକୁ ଆସିଛି । ପୀଡିତ ଆଣ୍ଟୋନିଙ୍କ ପ୍ରତି ହୋଇଥିବା ଅମାନୁଷିକ ବ୍ୟବହାରର ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ସମାଲୋଚନାକାରୀ ଏହି ଘଟଣାକୁ  ଆମେରିକୀୟ ଜର୍ଜ ଫ୍ଲଏଡଙ୍କ ଦୁର୍ଭାଗ୍ୟଜନକ…

କରୋନା ରୋଗୀକୁ ବଳାତ୍କାର କଲା ଆମ୍ବୁଲାନ୍ସ ଡ୍ରାଇଭର !

କେରଳ: କରୋନା ରୋଗୀ ସହ ବଳାତ୍କାର । ଜଣେ ଆମ୍ବୁଲାନ୍ସ ଡ୍ରାଇଭର ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଏଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଥିଲାବେଳେ ରହସ୍ୟଘେରରେ ହସସ୍ପିଟାଲର ଭୂମିକା । ଶନିବାର ପଥାନମଥି ଜିଲ୍ଲାରେ ଘଟିଥିଲା ଏଭଳି ଘୃଣ୍ୟ ଘଟଣା । ସାମ୍ନାକୁ ଆସିଥିଲା…

କେରଳରେ ୯୦୦ ଡାକ୍ତରଙ୍କ ଇସ୍ତଫା

ଥିରୁଅନନ୍ତପୁରମ: କୋଭିଡ କେନ୍ଦ୍ରରେ ନିୟୋଜିତ ହୋଇଥିବା ୯୦୦ ଡାକ୍ତର ଗୁରୁବାର ଇସ୍ତଫା ଦେଇଛନ୍ତି । ଯାହା କି ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି । କେରଳ ସରକାର ନିଜର ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଥିବାରୁ ପାଖାପାଖି ୯୦୦ ଜଣ ଡାକ୍ତର ଚାକିରିରୁ ଇସ୍ତଫା ଦେଇଛନ୍ତି । ଏହି…

ପ୍ରବାସୀ ସାଜିଲେ ବଳାତ୍କାରୀ, ନାବାଳିକାକୁ ଗଣଦୁଷ୍କର୍ମ !

କେରଳ: ସମୟ ଥିଲା ବାହାରେ ଥିବା ପ୍ରବାସୀ ଶ୍ରମିକଙ୍କୁ ଆଣିବା ପାଇଁ ବିଭିନ୍ନ ରାଜ୍ୟର ସରକାର ତତ୍ପର ଥିଲେ । କାରଣ ସାଜିଥିଲା କରୋନା । ହେଲେ ଏବେ ସେହି ପ୍ରବାସୀଙ୍କ ପାଇଁ ସାମ୍ନାକୁ ଆସିଛି ଏକ ଘୃଣ୍ୟ ଘଟଣା । ଜଣେ ନାବାଳିକା ସହ ହୋଇଛି ଗଣଦୁଷ୍କର୍ମ । ଗଣଦୁଷ୍କର୍ମ ମାମଲାରେ ୩ଜଣ…

ଦେଶରେ ଅଛି ଏମିତି ଏକ ଗାଁ ଯେଉଁଠି ସମସ୍ତେ ଖେଳନ୍ତି ଚେସ୍‌…ଜାଣନ୍ତୁ କେଉଁଠି ?

କେରଳ: ଗାଁର ଯେଉଁଠି ଦେଖିବେ ଚାଲୁଥିବ ଚେସ୍ ଖେଳ । ପିଲା ହୁଅନ୍ତୁ କି ବୁଢା ମହିଳା ହୁଅନ୍ତୁ କି ପୁରୁଷ ସମସ୍ତେ ମାତିଥିବେ ଚେସ୍ ଖେଳରେ । ଦୋକାନ ସାମ୍ନାରେ ହେଉ କି ଖଟି ସ୍ଥାନରେ ଚେସ୍ ବୋର୍ଡ ନିଶ୍ଚୟ ପଡିଥିବ । ହଁ ଏପରି ଦୃଶ୍ୟ ଦେଖିବାକୁ ମିଳେ କେରଳ ତିରିଶୂର ଜିଲ୍ଲା ମାରୁତିଚାଲ…

କୋଝିକୋଡ୍ ବିମାନ ଟ୍ରାଜେଡି: ମୃତ୍ୟୁ ପୂର୍ବରୁ ଶେଷ ଫଟୋ !

କେରଳ: ଅଭିଶପ୍ତ ୨୦୨୦ । ଜାରି ରହିଛି ତା ବିଧ୍ୱଂସୀ ଯାତ୍ରା । କୋକୁଆ ଭୟରେ ସମଗ୍ର ବିଶ୍ୱ । କରୋନା କାୟାରେ ବିସ୍ଫୋରଣ, ଅଗ୍ନିକାଣ୍ଡ ଓ ବନ୍ୟାର ବୋଝ ତଳେ ଧନ୍ଦି ହେଉଛି ମାନବ ଜାତି । ଜଳ, ସ୍ଥଳ ଓ ବାୟୁ ଏବେ ମଣିଷ ଜାତିର ଶତ୍ରୁ ପାଲଟିଛି । କୋଝିକୋଡ ବିମାନ ଦୁର୍ଘଟଣାର ଛବି ଏବେ ବି…

ବାପା ଡାକ ଶୁଣିପାରିଲେନି କୋ ପାଇଲଟ ଅଖିଳେଶ ଶର୍ମା ..

ଭୁବନେଶ୍ୱର : ନୀଳ ଆକାଶରେ ଘୁରି ବୁଲୁଥିଲେ ସେ । ସ୍ୱପ୍ନ ଥିଲା ଅନ୍ଧାରକୁ ଚିରି ନବଜାତ ଦୁନିଆର ଆଲୋକ ଦେଖିବା ପରେ ତାଙ୍କ ଭଳି ନୀଳ ଆକାଶରେ ଘୁରିବୁଲିଥାନ୍ତା । କିନ୍ତୁ ଆକାଶରୁ ଓହ୍ଲାଉ ଓହ୍ଲାଉ ବାପା ଚାଲିଗଲେ ଅନ୍ଧାର ଭିତରକୁ । ଆଉ ୧୫ ଦିନ ପରେ କେରଳରେ ଗତକାଲି ବିମାନ ଦୁର୍ଘଟଣାରେ…