Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

Maharashtra

କରୋନା ପାଇଁ ଜିମ୍ ବନ୍ଦ; ରାସ୍ତାରେ ବ୍ୟାୟାମ କରୁଛନ୍ତି ଲୋକେ

ନାଗପୁର: ସାରା ବିଶ୍ୱରେ ଆତଙ୍କର କାରଣ ପାଲଟିଥିବା କରୋନାଭାଇରସ ମହାମାରୀ ଦିନକୁ ଦିନ ଜଟିଳ ସ୍ଥିତି ସୃଷ୍ଟି କରୁଛି । ଏଭଳି ସ୍ଥିତିରେ ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ଲେକେ ଏକାଠି ମିଶି ରାସ୍ତାରେ ବ୍ୟାୟାମ କରୁଛନ୍ତି । ଆମେ ବ୍ୟାୟାମ ଦ୍ୱାରା ଆମର ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛୁ ବୋଲି…

କରୋନାଭାଇରସ: ମାର୍ଚ୍ଚ ୩୧ ଯାଏଁ ମୁମ୍ବାଇରେ ଡବାବାଲା ସର୍ଭିସ ବନ୍ଦ

ମୁମ୍ବାଇ: କରୋନାଭାଇରସକୁ ନେଇ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମୁମ୍ବାଇର ଡବାବାଲାମାନେ ସର୍ଭିସକୁ ଆସନ୍ତା ୨୦ ତାରିଖରୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରିଛନ୍ତି । ସେହିଭଳି ମୁମ୍ବାଇର ହାଜି ଅଲି ଦରଗାହ ମଧ୍ୟ ବନ୍ଦ କରାଯାଇଛି । ଦେଶରେ କରୋନାଭାଇରସ ଦ୍ୱାରା ୧୬୬ଜଣ ସଂକ୍ରମିତ ହୋଇଥିବା…

କରୋନା ଆତଙ୍କ: ମହାରାଷ୍ଟ୍ରରେ ୧୪କୁ ବୃଦ୍ଧି ହେଲା ଆକ୍ରାନ୍ତଙ୍କ ସଂଖ୍ୟା, ୨ ନୂଆ ରୋଗୀ ଚିହ୍ନଟ !

ମୁମ୍ବାଇ: କୋଭିଡ୍ – ୧୯ ନୋଭେଲ୍ କରୋନା ଭୂତାଣୁ ଏବେ ଭାରତରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡ଼ି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବା ବେଳେ ଅନେକ ପଜିଟିଭ୍ କେସ୍ ନଜରକୁ ଆସିଛି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ବୃଦ୍ଧିପାଇ ୧୪ରେ ପହଞ୍ଚିଛି ।…

ଦେଶ ଛାଡି ଯାଉଥିବା ରାଣା କାପୁରଙ୍କ ଝିଅ ମୁମ୍ବାଇ ବିମାନ ବନ୍ଦରରେ ଅଟକ

ମୁମ୍ବାଇ: ୟେସ ବ୍ୟାଙ୍କର ପ୍ରତିÂାତା ରାଣା କାପୁରଙ୍କ ଝିଅ ରୋଶନୀ କାପୁରଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ପୋଲିସ ଦେଶ ଛାଡି ଯିବାକୁ ଅନୁମତି ଦେଇନି । ବ୍ରିଟିଶ ଏୟାରୱେଜରେ ରୋଶନୀ ଦେଶ ଛାଡିବା ପାଇଁ ଯୋଜନା କରୁଥିଲେ । ପୂର୍ବରୁ ପ୍ରବର୍ତନ ନିଦେ୍ର୍ଧଶାଳୟ (ଇଡି) ରାଣା କାପୁର, ପତ୍ନୀ…

ଦେଶର ଦୁଇ ବଡ଼ ସହର ମଧ୍ୟରେ ଦ୍ୱିତୀୟ ପ୍ରିମୀୟମ ତେଜସ୍ ଏକ୍ସପ୍ରେସର ଶୁଭାରମ୍ଭ

ଅହମଦାବାଦ: ଲଖନଉ-ଦିଲ୍ଲୀ ତେଜସ ଏକ୍ସପ୍ରେସର ସଫଳତା ପରେ ଆଜି ଅହମଦାବାଦ ରୁ ମୁମ୍ବାଇ ମଧ୍ୟରେ ଦ୍ୱିତୀୟ ପ୍ରିମୀୟମ ତେଜସ ଏକ୍ସପ୍ରେସ ଆରମ୍ଭ ହୋଇଛି |  IRCTC ଦ୍ୱାରା ସଂଚାଳିତ ଅହମଦାବାଦ-ମୁମ୍ବାଇ-ଅହମଦାବାଦ ତେଜସ ଟ୍ରେନ କୁ ଆଜି ଅହମଦାବାଦ ରେଳଷ୍ଟେସନରୁ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି…

ମହାରାଷ୍ଟ୍ରରେ ସରକାର ଗଢିବେ ଉଦ୍ଧବ; ଶପଥ ଗ୍ରହଣ ଉତ୍ସବରେ ଏହି ନେତାଙ୍କୁ କଲେ ଆମନ୍ତ୍ରଣ

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବା ସହିତ ମହାରାଷ୍ଟ ରାଜନୀତିର ମହାସଙ୍କଟର ପରିସମାପ୍ତି ଘଟିଛି । ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଗୁରୁବାର ଦିନ ମୁମ୍ବାଇର ଶିବାଜୀ ପାର୍କଠାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ…