Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଭାରତୀୟ ସିରପ ଖାଇ ଉଜବେକିସ୍ତାନରେ ୧୮ ଛୁଆଙ୍କ ମୃତ୍ୟୁ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ ଔଷଧ ଖାଇ ବିଦେଶରେ ମରୁଛନ୍ତି ଛୁଆ । ଗାମ୍ବିଆ ପରେ ଉଜବେକିସ୍ତାନ୍ ଆଣିଲା ସାଂଘାତିକ ଅଭିଯୋଗ । ଭାରତରେ ପ୍ରସ୍ତୁତ ସିରପ ଖାଇ ୬୬ ଛୁଆଙ୍କ ମୃତ୍ୟୁ ହୋଇଥିବା ଗତ ଅକ୍ଟୋବରରେ ଅଭିଯୋଗ ଆଣିଥିଲା ଗାମ୍ବିଆ । ଏବେ ଭାରତୀୟ କମ୍ପାନୀ ମାରିଅନ୍ ବାୟୋଟେକ୍ ବିରୋଧରେ…

ଜେଲରୁ ମୁକୁଳିଲେ ଏନସିପି ନେତା ଅନୀଲ ଦେଶମୁଖ

ମୁମ୍ବାଇ: ପ୍ରାୟ ୧ ବର୍ଷ ହେବ ଜେଲରେ ରହିବା ପରେ ମୁକୁଳିଛନ୍ତି ଅନୀଲ ଦେଶମୁଖ । ୧୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟିର ଏହି ନେତା ଆର୍ଥର ଜେଲରେ ଦଣ୍ଡ ଭୋଗୁଥିଲେ । ବମ୍ବେ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି । ସେ ଜେଲରୁ ମୁକୁଳିବା…

ଝାଡଖଣ୍ଡ ଅଭିନେତ୍ରୀଙ୍କୁ ହାୱାଡାରେ ଗୁଳି କରି ହତ୍ୟା

କୋଲକାତା: ତୁନୀଷା ଶର୍ମାଙ୍କ ଆତ୍ମହତ୍ୟା ପରେ ଚଳିତ ବର୍ଷ ଶେଷ ଭାଗରେ ଆଉ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି । ଝାଡଖଣ୍ଡର ଲୋକପ୍ରିୟ ଅଭିନେତ୍ରୀ ରିୟା କୁମାରୀଙ୍କୁ ହାୱାଡାରେ ଗୁଳି କରି ହତ୍ୟା କରାଯାଇଛି । ସେ ତାଙ୍କ ପରିବାର ସହ ହାୱାଡା ଦେଇ କୋଲକାତା ଯାଉଥିଲେ । ତାଙ୍କ ସହ ସ୍ୱାମୀ ପ୍ରକାଶ…

ଡାକ୍ତରଖାନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ

ଅହମଦାବାଦ: ଅସୁସ୍ଥ ହୋଇପଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ।  ତାଙ୍କୁ ତୁରନ୍ତ ଅହମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସକାଳୁ ସକାଳୁ ୯୯ ବର୍ଷୀୟ ହୀରାବେନଙ୍କ ଶ୍ୱାସକ୍ରିୟାରେ  ସମସ୍ୟା ଦେଖା ଦେଇଥିଲା ।  ସାଙ୍ଗେ ସାଙ୍ଗେ ତାଙ୍କୁ ୟୁଏନ ମେହତା…

ମୋଦିଙ୍କ ସ୍ୱାସ୍ଥ୍ୟସେବାରେ ନବୀନ ଅନ୍ତରାୟ-ନଡ୍ଡା

ତୁମୁଡିବନ୍ଧ: ଓଡ଼ିଶାରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ତୁମୁଡିବନ୍ଧଠାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଆୟୁଷ୍ମାନ ଯୋଜନାରୁ ଓଡ଼ିଶାକୁ ବଞ୍ଚିତ କରିଛନ୍ତି ନବୀନ ସରକାର । ମୋଦିଙ୍କ ସ୍ୱାସ୍ଥ୍ୟସେବାରେ ନବୀନ ଅନ୍ତରାୟ…

ପପ୍ପୁଙ୍କୁ ନେଇ ମୁହଁ ଖୋଲିଲେ ରାହୁଲ: କହିଲେ, ମୋ ଦାଦିଙ୍କୁ ବି ଗୁଙ୍ଗି ଗୁଡିଆ କହୁଥିଲେ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ପପୁଙ୍କୁ ନେଇ ମୁହଁ ଖୋଲିଲେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ । ପପ୍ପୁ ଶବ୍ଦ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।  ସମସ୍ତେ ଜାଣନ୍ତି, ରାହୁଲ ଗାନ୍ଧୀଙ୍କୁ ପପ୍ପୁ କହି ବିରୋଧୀମାନେ ତାଙ୍କୁ ଥଟ୍ଟା କରିଥାନ୍ତି । ଏହା  ଉପରେ ପ୍ରଥମ ଥର ପାଇଁ…

ରୂପକୁମାରଙ୍କ ଆଉ ଏକ ଖୁଲାସା:ଲାଗୁଥିଲା ସୁଶାନ୍ତଙ୍କ ଆଖିକୁ କିଏ ମୁଥା ମାରିଛି, ଭୟରେ କହି ନ ଥିଲି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବେ ନୂଆ ମୋଡ ନେଇଛି । ପୋଷ୍ଟମର୍ଟମ ଷ୍ଟାଫ ରୂପକୁମାର ଶାହ ବୁଧବାର ଆଉ ଏକ ଖୁଲାସା କରିଛନ୍ତି । ସୁଶାନ୍ତଙ୍କ ଶବ ଯେତେବେଳେ ପୋଷ୍ଟମର୍ଟମ ପାଇଁ ଅଣା ଯାଇଥିଲା ସେତେବେଳେ ତାଙ୍କ ଆଖିରେ ଆଘାତ ଲାଗିଥିବା ସ୍ପଷ୍ଟ ଭାବେ ଜଣା ପଡୁଥିଲା । ସତେ…

ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା; ଟଳିଲେ ତିନି ଆତଙ୍କୀ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ ସଫଳତା । ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଛନ୍ତି ୩ ଆତଙ୍କୀ । ଜମ୍ମୁର ସିଧରା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ ହୋଇଛନ୍ତି । ଏହି ତିନିଜଣ ଆତଙ୍କୀ ଟ୍ରକରେ ସୀମା ପାର କରି କାଶ୍ମୀର ଆସୁଥିଲେ ।…

କମିବ ପ୍ଲାଷ୍ଟିକ ପ୍ରଦୂଷଣ: ପାଣି ପିଇ ବୋତଲ ଖାଇବେ

ନୂଆଦିଲ୍ଲୀ: ଏଣିକି କମିଯିବ ପ୍ଲାଷ୍ଟିକ ପ୍ରଦୂଷଣ । ପ୍ଲାଷ୍ଟିକ ଅଳିଆକୁ ନେଇ ଚିନ୍ତା କରିବାର ଦିନ ଶେଷ ହୋଇ ଆସିଲା । ପ୍ଲାଷ୍ଟିକ  ଆବର୍ଜନା ମଧ୍ୟରେ ସବୁଠାରୁ ବଡ ଅଳିଆ ଥିଲା ପାଣି ବୋତଲ । ହେଲେ ଏଣିକି ପ୍ଲାଷ୍ଟିକ ବୋତଲ ପାଇଁ ପ୍ରଦୂଷିତ ହେବନି ମାଟି କି ପାଣି । କାରଣ ଏଣିକି ଏମିତି…

ଆମେରିକାରେ ଦୂତାବାସ ବିକ୍ରି କରିବ ପାକିସ୍ତାନ, ନିଲାମ ଡାକିଛନ୍ତି ଏହି ସବୁ ଦେଶର ବ୍ୟବସାୟୀ

ୱାଶିଂଟନ୍: ପାକିସ୍ତାନ ଆମେରିକାର ରାଜଧାନୀ ୱାଶିଂଟନ୍ ଡିସିରେ ଥିବା ଦୂତାବାସର ପୁରୁଣା ଭଙ୍ଗା କୋଠା ବିକ୍ରି କରୁଛି। ଏଭଳି ପରିସ୍ଥିତିରେ ଋଣ ଜନ୍ତାରେ ପୁଡି କାଙ୍ଗଳ ପରିସ୍ଥିତିରେ ଥିବା ପାକିସ୍ତାନକୁ ବଡ ଅଫର ମଧ୍ୟ ଆସିଛି। ଜଣେ ଭାରତୀୟ ଏବଂ ପାକିସ୍ତାନୀ ବ୍ୟକ୍ତି ଏହି କୋଠା କିଣିବା…