Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ମମତାଙ୍କ ଆଇନ ମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍, ଘର ଚାରିପଟେ ଯବାନ

କୋଲକାତା: କୋଇଲା ଘୋଟାଲା ମାମଲାରେ ସିବିଆଇ ରେଡ୍ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରରେ ଆଇନ ମନ୍ତ୍ରୀ ଥିବା ମଳୟ ଘଟକଙ୍କ ୬ଟି ସ୍ଥାନରେ ସିବିଆଇ ଆଜି ରେଡ୍ କରିଛି। ଯେଉଁଥିରେ ମନ୍ତ୍ରୀଙ୍କ ଘର ସମେତ ତାଙ୍କ ବଡ଼ ଭାଇର ଘର ଏବଂ ଅନ୍ୟାନ୍ୟ ସ୍ଥାନ ରହିଛି। କୌଣସି ଅପ୍ରୀତିକର…

ରାହୁଲଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ : ହେମନ୍ତ କହିଲେ ପାକିସ୍ତାନରୁ ଆରମ୍ଭ କର

ଓଡ଼ିଶା ସମ୍ବାଦ ବ୍ୟୁରୋ : କନ୍ୟାକୁମାରୀରୁ  ଆଜିଠୁ ରାହୁଲ ଗାନ୍ଧୀ ଆରମ୍ଭ କରିବେ ଭାରତ ଯୋଡୋ ଯାତ୍ରା । କଂଗ୍ରେସର ମିଶନ -୨୦୨୪କୁ ବଳ ଦେବା ପାଇଁ ଏହି ଯାତ୍ରା ଆରମ୍ଭ କରିବାକୁ ଦଳ ନିଷ୍ପତ୍ତି ନେଇଛି । ଦଳ ଏଥିପାଇଁ ତାମିଲନାଡୁର କନ୍ୟାକୁମାରୀକୁ ବାଛିଛି । ୨୦୧୪ ପରଠାରୁ କଂଗ୍ରସ…

ବୈଠକରେ ଅମିତ ଶାହଙ୍କ ଦୃଢୋକ୍ତି, ‘ଅବ୍ କି ବାର୍ ୩୫୦ ପାର’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପାଖାପାଖି ଦେଢ଼ ବର୍ଷ ସମୟ ରହିଛି । ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏହାର ପ୍ରସ୍ତୁତି ଏବଂ ରଣନୀତି କାର୍ଯ୍ୟକାରୀ କରିବା ଆରମ୍ଭ କରି ଦେଇଛି। ମଙ୍ଗଳବାର ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ…

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବାଂଲାଦେଶର ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନା, ଆଜି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି। ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନକୁ ସ୍ୱାଗତ କରି ଭାରତର ରାଷ୍ଟ୍ରପତି କହିଛନ୍ତି ଯେ ଆମର ସହଯୋଗପୂର୍ଣ୍ଣ…

ବିଏମସି ନିର୍ବାଚନରେ ଏକତ୍ର ଲଢ଼ିବେ ବିଜେପି ଓ ଏକନାଥ ସିନ୍ଦେ ଗୋଷ୍ଠୀ

ମୁମ୍ବାଇ: ଆଗାମୀ ବମ୍ବେ ମ୍ୟୁନିସପାଲ କର୍ପୋରେଶନ (ବିଏମସି) ନିର୍ବାଚନ ବିଜେପି ଓ ଏକନାଥ ସିନ୍ଦେ ଗୋଷ୍ଠୀ ଏକତ୍ର ଲଢ଼ିବେ । ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ସମୟରେ ହୋଇଥିବା ଆଲୋଚନାରେ…

ଆସାମରେ ବାଂଲାଦେଶୀ ନାଗରିକଙ୍କ କାର୍ଯ୍ୟକଳାପରେ କ୍ଷୁବ୍ଧ ହୋଇ ସ୍ଥାନୀୟ ଲୋକେ ଭାଙ୍ଗିଲେ ମାଦ୍ରାସା

ଗୌହାଟୀ: ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଆସାମରେ ଆଜି ଭଙ୍ଗାଯାଇଛି ୪ର୍ଥ ମାଦ୍ରାସା । ପୂର୍ବରୁ ୩ଟି ସରକାରୀ ଅଧିକାରୀଙ୍କ ଦ୍ୱାରା ଭଙ୍ଗା ଯାଇଥିବା ବେଳେ ଆଜି ସ୍ଥାନୀୟ ଲୋକ ଏହି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । ୨ଜଣ ବାଂଲାଦେଶୀ ନାଗରିକ ଗୋଲପଡାରେ ଥିବା ମାଦ୍ରାସାକୁ ବ୍ୟବହାର କରୁଥିଲେ ।…

ଭାରତ ବାୟୋଟିକର ନାଜାଲ ଭ୍ୟାକ୍ସିନକୁ ଡିସିଜିଆଇ ଅନୁମତି

ନୂଆଦିଲ୍ଲୀ: କରୋନା ମହାମାରୀ ବିପକ୍ଷ ଲଢ଼େଇରେ ଭାରତକୁ ଆଉ ଏକ ବଡ ସଫଳତା ମିଳିଛି । ଦେଶର ପ୍ରଥମ ନାଜାଲ ଭ୍ୟାକ୍ସିନକୁ ଭାରତର ଡ୍ରଗ କଂଟ୍ରୋଲର ଜେନେରାଲ (ଡିସିଜିଆଇ) ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟା ଏ ନେଇ ସୂଚନା ପ୍ରଦାନ…

ଆସିଲା ସାଇରସ ମିସ୍ତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ଶରୀରର ଅନେକ ଅଙ୍ଗର ଆଭ୍ୟନ୍ତରୀଣ ଆଘାତ ଯୋଗୁଁ ମୃତ୍ୟୁ ଘଟିଛି। ପୋଷ୍ଟମର୍ଟମ ବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହି ସୂଚନା ମିଳିଛି। ସୋମବାର ସରକାରୀ ଜେଜେ…

‘କାର ପଛ ସିଟରେ ବସୁଥିବା ଯାତ୍ରୀ ଭାବୁଛନ୍ତି ସିଟ୍ ବେଲ୍ଟ ବାନ୍ଧିବା ଦରକାର ନାହିଁ’

ନୂଆଦିଲ୍ଲୀ: ମର୍ସିଡିଜ ଭଳି ଦାମୀ କାରରେ ଯିବା ବେଳେ ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ସୋମବାର ଆଇଏଏର ସର୍ବଭାରତୀୟ ସମ୍ମିଳନୀ ’ନେସନ୍ସ ବ୍ରାଣ୍ଡ’ କୁ ସମ୍ବୋଧିତ କରି କାରରେ ଯାତ୍ରା କରିବା ବେଳେ ଲୋକମାନେ କିଭଳି ସିଟ୍ ବେଲ୍ଟ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ୩୧୮ କୋଟି ଟଙ୍କା ପୈଠ କଲେନି ବିଜୟ ମାଲ୍ୟା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏପର୍ଯ୍ୟନ୍ତ ୩୧୮ କୋଟି ଟଙ୍କା ଦେଇ ନାହାଁନ୍ତି ପଳାତକ ବିଜୟ ମାଲ୍ୟା। ସୋମବାର ସୁପ୍ରିମକୋର୍ଟ ଏହି ସୂଚନା ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ୩୧୮ କୋଟି ଟଙ୍କା ଦେବାକୁ ମାଲ୍ୟାଙ୍କୁ ଚାରି ସପ୍ତାହ ସମୟ ଦିଆଯାଇଛି। କିନ୍ତୁ ସେ…