Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଜେଟ୍ ୨୦୨୫: ମହିଳାମାନେ ପାଇବେ କି ସ୍ୱତନ୍ତ୍ର ବୁଷ୍ଟର ?”

ନୂଆଦିଲ୍ଲୀ: ମହିଳାମାନେ ମଧ୍ୟ ଦେଶର ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏବେ ସେମାନେ କେବଳ ରୋଷେଇ ଘରେ କିମ୍ବା ନିଜ ଘର ମଧ୍ୟରେ ସୀମିତ ନୁହଁନ୍ତି। ସେମାନେ ଅନେକ କମ୍ପାନୀରେ ଉଚ୍ଚ ପଦବୀରେ ଅଛନ୍ତି। ସେ ନିଜର ବ୍ୟବସାୟ ଚଳାଉଛନ୍ତି। ଏହା ଛୋଟ ହେଉ କି ବଡ଼। ଚାକିରି କରୁଥିବା ମହିଳାଙ୍କ…

ବ୍ରହ୍ମାଣ୍ଡରେ ବଡ଼ ହଲଚଲ, ମାଡ଼ି ଆସୁଛି ସବୁଠାରୁ ଭୟଙ୍କର ଝଡ଼

ନୂଆଦିଲ୍ଲୀ: ଭୟଙ୍କର ହେଉଛି ବାତ୍ୟା ତାହା ପୁଣି ଘଣ୍ଟାପ୍ରତି ୩୩ ହଜାର କିଲୋମିଟର ବେଗରେ । ତେବେ କିଲୋମିଟର ବେଗରେ ପବନ କେମିତି ହୋଇପାରିବ । ଖବର ଶୁଣିବାକୁ ଆଶ୍ଚର୍ଯ୍ୟ ଲଗୁଥିବ । ହଁ ଆଜ୍ଞା ବ୍ରହ୍ମାଣ୍ଡରେ ହେଉଛି ସବୁଠୁ ଭୟଙ୍କର ବାତ୍ୟା । ଗ୍ରେଡ୍‌-ଫାଇଭ୍‌ ବାତ୍ୟାର ୧୩୦ ଗୁଣ ବେଗରେ…

ଦିଲ୍ଲୀରେ କଂଗ୍ରେସ ଘୋଷଣା କଲା ନିର୍ବାଚନୀ ଇସ୍ତାହାର; ଜାଣନ୍ତୁ କ’ଣ ରହିଛି ପ୍ରତିଶୃତି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏହାରି ଭିତରେ ଆଜି କଂଗ୍ରେସ ତାର ଘୋଷଣା ପତ୍ର ପ୍ରକାଶ କରିଛି । କଂଗ୍ରେସ ନିଜ ଇସ୍ତାହାରରେ ମହିଳା ଓ ଯୁବକଙ୍କ ପାଇଁ ଅନେକ ପ୍ରତିଶ୍ରୁତି ଦେଇଛି । ଏହି ଇସ୍ତାହାରରେ କଂଗ୍ରେସ…

ଏଥର ବଜେଟରେ ମହିଳାଙ୍କୁ କେତେ?

ନୂଆଦିଲ୍ଲୀ: ମହିଳା ଆଉ ହାଣ୍ଡିଶାଳରେ ସୀମିତ ନୁହନ୍ତି । ଦେଶ ଅର୍ଥନୀତିରେ ବି ବରାବର ଅଂଶ ଗ୍ରହଣ କରୁଛନ୍ତି । କିଏ କମ୍ପାନୀର ବଡ ପଦରେ ରହିଛନ୍ତି ତ କିଏ ନିଜ ବ୍ୟବସାୟ କରି ସ୍ବାବଲମ୍ବୀ ହୋଇଛନ୍ତି । କିଛି ମହିଳା କର୍ମଜୀବୀ ତ ଅନେକ ଚାକିରି ଖୋଜୁଛନ୍ତି । ଆଗକୁ ରୋଜଗାର କ୍ଷେତ୍ରରେ…

କିଏ ଜିତିବ ଦିଲ୍ଲୀ…କ’ଣ କହୁଛି ନିର୍ବାଚନ ପୂର୍ବ ସର୍ଭେ?

ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ଜିତିବ କି ଆମ ଆଦମୀ ପାର୍ଟି? ନା ବିଜେପି ଓ କଂଗ୍ରେସ ଦଖଲ କରିବେ ଦିଲ୍ଲୀ ଗାଦି? ଫେବ୍ରୁଆରୀ ୫ତାରିଖରେ ଦିଲ୍ଲୀ ବିଧାନସଭା ଭୋଟ୍, କିଏ କରିବ ବାଜିମାତ୍? କାହା ଖାତାକୁ ଯିବ ଦଳିତ ଓ ମହିଳା ଭୋଟ୍? ନିର୍ବାଚନ ପୂର୍ବରୁ ବିଭିନ୍ନ ସର୍ଭେରେ ଫଳାଫଳ ନେଇ ଆକଳନ…

କୁମ୍ଭମେଳାରେ ଭିଡ଼‌ର ତାଣ୍ଡବ: ୧୯୫୪ ରୁ ୨୦୨୫ ପର୍ଯ୍ୟନ୍ତ ପ୍ରାଣଘାତକ ଦଳାଚକଟାର ଇତିହାସ

ପ୍ରୟାଗରାଜ: ମହାକୁମ୍ଭମେଳାରେ ଦଳାଚକଟା ଘଟଣା ପ୍ରଥମ କିମ୍ବା ନୂଆ ନୁହେଁ। କୁମ୍ଭମେଳାରେ ଭୟଙ୍କର ଭିଡ଼‌ର ତାଣ୍ଡବ ଇତିହାସ ଖାତାରେ ଲେଖା ଅଛି। ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସ୍ଥଳ ମଧ୍ୟରୁ ଗୋଟିଏ ହେଉଛି ପ୍ରୟାଗରାଜ। ଆଉ ଏଠାରେ ଆଜି ମୌନୀ ଅମାବାସ୍ୟା ଦିନ ଦ୍ୱିତୀୟ ଅମୃତ ସ୍ନାନ ଚାଲିଛି।…

ଗୋଟେ ପଟେ ଦଳାଚକାଟା ଅନ୍ୟପଟେ ଆସ୍ଥା, ବୁଡ଼ ପକାଇଲେଣି ୪ କୋଟି ଶ୍ରଦ୍ଧାଳୁ

ପ୍ରୟାଗରାଜ: ଗୋଟେ ପଟେ ଦଳାଚକାଟା ଅନ୍ୟପଟେ ଶ୍ରଦ୍ଧା, ଭକ୍ତି ଓ ଆସ୍ଥା । ସକାଳୁ ସକାଳୁ ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟାର ଖବର ସାମ୍ନାକୁ ଆସିଥିବା ବେଳେ ଏପଟେ ବୁଡ ପକାଉଛନ୍ତି କୋଟି କୋଟି ଶ୍ରଦ୍ଧାଳୁ । ମୌନୀ ଅମାବାସ୍ୟା ପାଇଁ ତ୍ରିବେଣୀ ସଙ୍ଗମରେ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।…

ମହାକୁମ୍ଭମେଳା ଦଳାଚକଟା: ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା, ଅଧିକାରୀଙ୍କୁ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଅମୃତ ସ୍ନାନ ପୂର୍ବରୁ ଦଳାଚକଟାରେ ୧୨ରୁ ଅଧିକ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଥିବା କୁହାଯାଉଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି। ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସପିଟାଲରେ…

ମହାକୁମ୍ଭ ଅଘଟଣ: ସ୍ଥିତି ମନିଟରିଂ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭରେ ଘଟିଥିବା ଦଳାଚକଟା ସ୍ଥିତିକୁ ମନିଟରିଂ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପୁଣି ଥରେ ଯୋଗୀ ଆଦିତ୍ୟନାଥଙ୍କ ସହ ଫୋନରେ କଥା ହେଲେ ମୋଦୀ । ଏକ ଘଣ୍ଟା ମଧ୍ୟରେ ଦ୍ବିତୀୟ ଥର ପାଇଁ ଯୋଗୀଙ୍କ ସହ କଥା ହେଲେ ମୋଦୀ । ଯୋଗୀଙ୍କ ସହ କଥା ହୋଇ ସ୍ଥିତି ସଂପର୍କରେ…

ମହାକାଶ ଗଲା ନାଭିଗେସନ୍ ସାଟେଲାଇଟ୍ NVS-02

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନକୁ ବଡ଼ ସଫଳତା । ଶ୍ରୀହରିକୋଟା ସ୍ପେଶପୋର୍ଟରୁ ହେଲା ଐତିହାସିକ ଉତକ୍ଷେପଣ । ମହାକାଶ ଗଲା ନାଭିଗେସନ୍ ସାଟେଲାଇଟ୍ NVS-02 । GSLV-F15 ରକେଟ୍ ଯୋଗେ ଉଡ଼ାଣ ଭରିଲା ନାଭିଗେସନ୍ ସାଟେଲାଇଟ୍ NVS-02 । ଶ୍ରୀହରିକୋଟାରୁ ସକାଳ ୬ଟା ୨୩…