Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେବେ ପଡେ ମହାକୁମ୍ଭ ଯୋଗ, ଜାଣନ୍ତୁ ଏଥର କେଉଁଠି ହେବ ଏହି ମେଳା

ପ୍ରୟାଗରାଜ: କୁମ୍ଭ ମେଳା, ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ । ଏହା ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ପ୍ରତି ୧୨ ବର୍ଷରେ ଥରେ ହୁଏ ଏହି କୁମ୍ଭ ମେଳା l ଗଙ୍ଗା-ଯମୁନା-ସରସ୍ୱତୀର ସଙ୍ଗମସ୍ଥଳରେ ହେଉଥିବା ମହାକୁମ୍ଭମେଳା ସମୟରେ ଲକ୍ଷ ଲକ୍ଷ…

କାହିଁକି ପାଳନ କରାଯାଏ ବ୍ଲାକ ଫ୍ରାଇଡେ..

ନୂଆଦିଲ୍ଲୀ: ପ୍ରତିବର୍ଷ ନଭେମ୍ବର ୨୯ ତାରିଖକୁ ବ୍ଲାକ ଫ୍ରାଇଡେ ଭାବରେ ସେଲିବ୍ରେଟ କରାଯାଇଥାଏ । ବିଶେଷ ଭାବେ ଆମେରିକା ଏବଂ କାନାଡ଼ା ଭଳି ଦେଶ ମାନଙ୍କରେ ଏହି ଦିବସ ପାଳନ କରାଯାଏ l ଆମେରିକାରେ ଏହି ଦିବସ ଏକ ବିଶେଷ ଢଙ୍ଗରେ ପାଳନ କରାଯାଏ l ଏହିଦିନରେ କ୍ରିସମାସର ସପିଙ୍ଗ କରାଯାଇଥାଏ…

ବିଳମ୍ବିତ ରାତି ପର୍ଯ୍ୟନ୍ତ କଲେ ଆଲୋଚନା, ମାଗିଲେ ଏହି ପଦ….

ମୁମ୍ବାଇ: ସ୍ପଷ୍ଟ ଜନାଦେଶ ପରେ ବି ଗଠନ ହୋଇପାରୁନି ମହାରାଷ୍ଟ୍ର ସରକାର । ରେଜଲ୍‌ଟ ବାହାରିବାର ୫ ଦିନ ପରେ ମଧ୍ୟ ମହାୟୁତି ନିଜର ନେତୃତ୍ବ ସ୍ଥିର କରିପାରୁ ନାହାନ୍ତି । କିଏ ହେବେ ମୁଖ୍ୟମନ୍ତ୍ରୀ? ଏନେଇ ସସପେନ୍ସ ଲାଗି ରହିଥିବା ବେଳେ ବସୁଛି ଘନ ଘନ ବୈଠକ । ଗତକାଲି ବିଳମ୍ବିତ ରାତି…

ଭାରତୀୟ ରେଳ ପକ୍ଷରୁ ଆରମ୍ଭ ହେଲା ‘ସଂରକ୍ଷା’ ମୋବାଇଲ୍ ଆପ୍

ନୂଆଦିଲ୍ଲୀ: ଭାରତୀୟ ରେଳ ଆଜି ସାରା ଦେଶରେ ସଂରକ୍ଷା ମୋବାଇଲ୍ ଆପ୍ଲିକେସନ୍ ଆରମ୍ଭ କରି ଯାତ୍ରୀ ସୁରକ୍ଷା ଦିଗରେ ଆଉ ଏକ ପଦକ୍ଷେପ ନେଇଛି । ଏହି ପ୍ରୟୋଗର ଉଦ୍ଦେଶ୍ୟ ହେଉଛି ଭାରତୀୟ ରେଳର ଫ୍ରଣ୍ଟଲାଇନ ସୁରକ୍ଷା ବର୍ଗର କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ମାଧ୍ୟମରେ ରେଳ ସୁରକ୍ଷାକୁ ଉନ୍ନତ…

ଚିନ୍ମୟ ଦାସଙ୍କ ଗିରଫଦାରୀକୁ ନେଇ କ୍ଷୋଭ ପ୍ରକାଶ କଲେ ଶେଖ ହସିନା

ଢାକା: ବାଂଲାଦେଶରେ ହିନ୍ଦୁମାନଙ୍କ ଅବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା। ଇସ୍କନ ସାଧୁ ଚିନ୍ମୟ ଦାସଙ୍କୁ ଗିରଫ କରି ତାଙ୍କ ପ୍ରତି ଅନ୍ଯାୟ କରାଯାଇଛି ଓ ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି ସେ ସରକାରଙ୍କୁ କହିଛନ୍ତି। ତେବେ ବାଂଲାଦେଶରେ…

ପ୍ରେମିକଙ୍କ ଦୁର୍ବ୍ୟବହାର ସହିନପାରି ଜୀବନ ହାରିଲେ ପାଇଲଟ୍

ମୁମ୍ବାଇ: ମୁମ୍ବାଇରେ ମହିଳା ପାଇଲଟଙ୍କ ଆତ୍ମହତ୍ୟା ମାମଲାରେ ନୂଆ ତଥ୍ଯ ସାମ୍ନାକୁ ଆସିଛି। ପୋଲିସ ତଦନ୍ତରୁ ଜଣାପଡିଛି ଯେ ତାଙ୍କ ପ୍ରେମିକ ତାଙ୍କୁ ହଇରାଣ କରିବା ସହ ଅପମାନିତ ମଧ୍ଯ କରୁଥିଲେ। ଝିଅର ଦାଦାଙ୍କ ଅଭିଯୋଗ ଅନୁଯାୟୀ, ପୋଲିସ ନଭେମ୍ବର ୨୬ରେ ପ୍ରେମିକ ଆଦିତ୍ୟ ପଣ୍ଡିତଙ୍କୁ…

ବିଜେପି ଶାସିତ ୭ମ ରାଜ୍ଯ ଭାବେ ଟ୍ୟାକ୍ସ ଫ୍ରି ହେଲା ‘ସାବରମତି ରିପୋର୍ଟ’

ଭୁବନେଶ୍ୱର: ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ପରେ ଓଡ଼ିଶା ସପ୍ତମ ବିଜେପି ଶାସିତ ରାଜ୍ୟ ଭାବେ 'ସାବରମତି ରିପୋର୍ଟ'କୁ କରମୁକ୍ତ କରିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁବାର ଦିନ ବିଧାନସଭାରେ ଏହି ଘୋଷଣା କରିଛନ୍ତି।…

ଆଇଏନଏସ ଅରିଘାତରୁ ସଫଳତାର ସହ ପରୀକ୍ଷା ହେଲା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଜାଣନ୍ତୁ କେତେ ରହିଛି ରେଞ୍ଜ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଏବଂ ଡିଆରଡିଓ ପକ୍ଷରୁ ସମୁଦ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ପରୀକ୍ଷଣ କରାଯାଇଛି । ଯେଉଁଥିରେ ଭାରତୀୟ ନୌସେନା ତା'ର ନ୍ୟକ୍ଲିୟର ପାବର୍ଡ ସବମରୀନ ଆଇଏନଏସ ଅରିଘାତରୁ ସଫଳତାର ସହ K-4 SLBM ମିସାଇଲ ପରୀକ୍ଷା କରିଛି । ଏହି ପରୀକ୍ଷଣ ପରେ ଭାରତ ବର୍ତ୍ତମାନ…

୨୫ ଲକ୍ଷର ରସୁଣ ଲୁଟିନେଲେ

ଗୟା: ଗୟା ଜିଲ୍ଲା ଆମାସ୍ ଥାନା ଅଞ୍ଚଳର ଅକାଉନା ମୋଡ୍ ସ୍ଥିତ ଏକ ଗୋଦାମରୁ ରସୁଣ ଏବଂ ଅଟା ଲୁଟି ନେଇଛନ୍ତି ଲୁଟେରା। ଏହି ଅପରାଧୀମାନେ ବାଇକ୍ କିମ୍ବା କାରରେ ନୁହେଁ ବରଂ ଏକ ଟ୍ରକ ନେଇ ପହଞ୍ଚିଥିଲେ। ଗୋଦାମ ମାଲିକ ଶେଖ ଅବଦୁଲ୍ଲାଙ୍କ ଅନୁଯାୟୀ ପ୍ରାୟ ୧୫ରୁ ୨୦ ଜଣ ସଶସ୍ତ୍ର ଅପରାଧୀ ଏକ…

ସାଂସଦ ପ୍ରିୟଙ୍କାଙ୍କ ପାଇଁ ଅଗ୍ନିପଥ

ନୂଆଦିଲ୍ଲୀ: କେରଳ ଓ୍ବାଏନାଡରୁ ବମ୍ପର ବିଜୟ ପରେ ଲୋକସଭାରେ ପ୍ରିୟଙ୍କା ଗାନ୍ଧୀଙ୍କ ଡେବ୍ୟୁ । ହାତରେ ସମ୍ବିଧାନ ପୁସ୍ତକ ଓ ଧଳା ରଙ୍ଗର କେରଳୀ କସାବୁ ସାଢୀ ପିନ୍ଧି ସଂସଦରେ ଶପଥ ଗ୍ରହଣ କରିଛନ୍ତି ପ୍ରିୟଙ୍କା । ତାଙ୍କ ଏଣ୍ଟ୍ରି ସହ ସଂସଦରେ ଗାନ୍ଧୀ ପରିବାରର ସଦସ୍ୟ ସଂଖ୍ୟା ୩କୁ ବୃଦ୍ଧି…