Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅରବିନ୍ଦ କେଜ୍ରିୱାଲଙ୍କଠୁ ମନୀଷ ସିସୋଦିଆଙ୍କ ପର୍ଯ୍ୟନ୍ତ… ଜାଣନ୍ତୁ କାହା ନାଁରେ ରହିଛି କେତେ କରଜ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମି ପାର୍ଟି (ଆପ୍)ର ସମସ୍ତ ନେତା ନାମାଙ୍କନ ଦାଖଲ କରି ସାରିଛନ୍ତି। ନିର୍ବାଚନୀ ସତ୍ୟପାଠ ଅନୁସାରେ ଆପର ଟପ-୧୦ ନେତାଙ୍କ ମଧ୍ୟରୁ ୭ ଜଣ କରଜରେ ବୁଡ଼ି ରହିଛନ୍ତି। ତେବେ ଆପ ନେତା ସତ୍ୟେନ୍ଦ୍ର ଜୈନ ୧୩ କୋଟି ଟଙ୍କା କରଜରେ ରହିଛନ୍ତି।…

ଅଲଗା ହେବେ କି ବାରାକ୍ ଦମ୍ପତି?

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିଶେଲ ଓବାମାଙ୍କ ମଧ୍ୟରେ ଛାଡପତ୍ର ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏପରିକି ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ, ଫଳରେ ଦୁହେଁ ଛାଡପତ୍ର ନେଉଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନା ଅନୁଯାୟୀ,…

ସାଂସଦ ପ୍ରିୟା ସରୋଜଙ୍କ ସହ କ୍ରିକେଟର ରିଙ୍କୁ ସିଂହଙ୍କ ନିର୍ବନ୍ଧ! 

ଜୌନପୁର: ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କ ସହ କ୍ରିକେଟର ରିଙ୍କୁ ସିଂହଙ୍କ ନିର୍ବନ୍ଧ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଉତ୍ତରପ୍ରଦେଶର ମଛଲିଶହରରୁ ସମାଜବାଦୀ ପାର୍ଟି ଟିକେଟରେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ପ୍ରିୟା। ପ୍ରିୟା ସରୋଜ ସମାଜବାଦୀ ପାର୍ଟି…

ବିଜେପିର ସଂକଳ୍ପ ପତ୍ର: ସରକାରକୁ ଆସିଲେ ମହିଳାଙ୍କୁ ପ୍ରତିମାସରେ ମିଳିବ ୨୫୦୦ ଟଙ୍କା, ମାଗଣା ସିଲିଣ୍ଡର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡିଲେଣି ସମସ୍ତ ରାଜନୈତିକ ଦଳ। କ୍ଷମତା ପାଇଁ ରୋଚକ ଫାଇଟ୍ ହେବ। ଏହାରି ଭିତରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜ ସଂକଳ୍ପ ପତ୍ରର ପ୍ରଥମ ଭାଗ ଜାରି କରିଛି। ଘୋଷଣା ପତ୍ରରେ ଦିଲ୍ଲୀବାସୀଙ୍କ ପାଇଁ ଅନେକ ବଡ଼…

ଗୁଗଲରେ ମହାକୁମ୍ଭକୁ ସର୍ବାଧିକ ସର୍ଚ୍ଚ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ଦିବ୍ୟ ଆୟୋଜନ। ଏହି ସମୟରେ ଗୁଗଲରେ ସବୁଠୁ ଅଧିକ ସର୍ଚ୍ଚ ହେଉଛି ମହାକୁମ୍ଭ। ଗୁଗୁଲ ଟ୍ରେଣ୍ଡ ଅନୁସାରେ ଗତ ୧୫ ଦିନ ମଧ୍ୟରେ ସାରା ବିଶ୍ବରେ 'ମହାକୁମ୍ଭ', 'କୁମ୍ଭ', 'ପ୍ରୟାଗରାଜ' ଭଳି ଶବ୍ଦର ବହୁ ମାତ୍ରାରେ ସର୍ଚ୍ଚ କରାଯାଇଛି। ଏଥିରେ…

ଦିଲ୍ଲୀରେ ଏକା ଲଢ଼ିବ ଏନ୍‌ସିପି, ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ନ୍ୟାସନାଲ କଂଗ୍ରେସ ପାର୍ଟି(ଏନ୍‌ସିପି)। କାରଣ ଦଳ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୩୦ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏହାସହ ଦିଲ୍ଲୀରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଦଳ…

୨ ମିମି. ଅଧିକ ଗଭୀର ଆଘାତ ଲାଗିଥିଲେ, ସୈଫଙ୍କୁ ହୋଇଥାନ୍ତା ପକ୍ଷାଘାତ! 

ମୁମ୍ବାଇ: ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣା ଅଭିନେତାଙ୍କ ବାନ୍ଦ୍ରାସ୍ଥିତ ଘରେ ଘଟିଥିଲା। ଯାହାପରେ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ଦୁଇଟି ଅସ୍ତ୍ରୋପଚାର…

ବସ୍ତିରୁ ବାହାରିବ ଦିଲ୍ଲୀ ବିଜୟର ବାଟ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ବସ୍ତି ବାସିନ୍ଦା । ନିର୍ବାଚନରେ ଆମ ଆଦମୀ ପାର୍ଟି ଓ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ଉଭୟ ଦଳ ବସ୍ତି ଭୋଟକୁ ଫୋକସ୍ କରିଛନ୍ତି । ଦିଲ୍ଲୀରେ ପ୍ରାୟ ୭୫୦ଟି ବସ୍ତି ରହିଥିବା ବେଳେ ଏଠାରେ ୩୦ଲକ୍ଷରୁ ଅଧିକ…

ଜିଓର୍ଜିଆ ମେଲୋନୀଙ୍କ ସାମ୍ନାରେ ଆଣ୍ଠୁମାଡି ଗୀତ ଗାଇଲେ ଆଲବାନିଆ ପ୍ରଧାନମନ୍ତ୍ରୀ… 

ଆବୁଧାବି: ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ପ୍ରତିପକ୍ଷ ଇଟାଲୀୟ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଏକ ସ୍କାର୍ଫ ଉପହାର ସ୍ବରୂପ ଦେଇଛନ୍ତି। ଏଥିସହ ତାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଆଣ୍ଠୁମାଡି ବସିବା ସହ ଗୀତ ଗାଇଥିଲେ। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ଏହି ଘଟଣାଟି…

ବନ୍ଦ ହେବ ଆଦାନୀ ଗ୍ରୁପକୁ ଦୋହଲାଇ ଦେଇଥିବା ହିଣ୍ଡେନବର୍ଗ 

ନୂଆଦିଲ୍ଲୀ: ବନ୍ଦ ହେବ ହିଣ୍ଡେନବର୍ଗ। ଏହି ସର୍ଟ ସେଲିଂ ଫାର୍ମକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି ପ୍ରତିଷ୍ଠାତା ନାଥାନ୍ ଆଣ୍ଡରସନ୍। ଆଦାନୀ ଗ୍ରୁପ ବିରୋଧରେ ସେୟାର ଜାଲିଆତି ଅଭିଯୋଗ ଆଣିଥିଲା ସଂସ୍ଥା। ଯାହାକୁ ନେଇ ସମଗ୍ର ଦେଶରେ ହଇଚଇ ଖେଳିଯାଇଥିଲା। ଜାନୁଆରୀ ୨୦୨୩ରେ ଆଦାନୀ ଗ୍ରୁପ…