Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଲ୍ଲିକାର୍ଜୁନ ଖଡଗେଙ୍କ ଆଣ୍ଠୁରେ ଆଘାତ; ବିଜେପି ସାଂସଦ ଠେଲି ଦେଇଥିବା ଅଭିଯୋଗ

ନୂଆଦିଲ୍ଲୀ: ଆଜି ସଂସଦରେ ବିଜେପି ନେତୃତାଧିନ ଏନଡିଏ ସାଂସଦ ଏବଂ ଇଣ୍ଡି ବ୍ଲକ୍ ସାଂସଦମାନେ ଆମ୍ବେଦକର ବିବାଦକୁ ନେଇ ପରସ୍ପରକୁ ସମାଲୋଚନା କରି ପ୍ରତିବାଦ କରିବା ବେଳେ ଉପୁଜିଥିଲା ଠେଲାଠେଲି ପରିସ୍ଥିତି । ଏଥିରେ ବିଜେପିର ଦୁଇ ଜଣ ସାଂସଦ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି…

‘କଂଗ୍ରେସ ଆମ୍ବେଦକର ବିରୋଧୀ ଦଳ’: ନେହେରୁଙ୍କ ଉପରେ ଜେପି ନଡ୍ଡାଙ୍କ ଆକ୍ରମଣ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଇଣ୍ଡିଆ ଆଲାଇନ୍ସର ନେତାଙ୍କ ସେହି ବୟାନକୁ ନେଇ ଆକ୍ରମଣ କରିଛନ୍ତି ଯେଉଁଥିରେ ସେମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କ୍ଷମା ମାଗିବା ପାଇଁ କହିଛନ୍ତି। ବିରୋଧୀ ଦଳ ବିରୋଧକୁ ଜେପି ନଡ୍ଡା ଦୃଢ ନିନ୍ଦା…

ଦ୍ରୁତ ଗତିରେ ମାଡିଲାଣି ଡିଙ୍ଗା ଡିଙ୍ଗା, ଆାକ୍ରାନ୍ତଙ୍କ ସଂଖ୍ୟା ୪୦୦ ପାର୍

ନୂଆଦିଲ୍ଲୀ: ପୁଣି ଥରେ ଏକ ନୂଆ ଭାଇରସ୍ ସମଗ୍ର ବିଶ୍ୱରେ ଲୋକଙ୍କୁ ଚିନ୍ତିତ କରିଛି। ଏହି ଜୀବାଣୁର ନାମ ହେଉଛି ଡିଙ୍ଗା-ଡିଙ୍ଗା। ଡିଙ୍ଗା ଡିଙ୍ଗାର ଅର୍ଥ ହେଉଛି ‘ନୃତ୍ୟ ପରି ଗତି କରିବା’। ଏହି ରହସ୍ୟମୟ ରୋଗ ମୁଖ୍ୟତଃ ୟୁଗାଣ୍ଡାର ବୁନ୍ଦିବୁଗ୍ୟେ ଜିଲ୍ଲାର ମହିଳା ଏବଂ ଝିଅମାନଙ୍କୁ ଅଧିକ…

ପାକିସ୍ତାନୀ ବେଟିଂ ଆପର ପ୍ରମୋସନ କରି ଇଡି ସ୍କାନରରେ ଅଭିନେତ୍ରୀ

ମୁମ୍ବାଇ: ବେଟିଂ ଆପ୍ ମ୍ୟାଜିକ୍ୱିନକୁ ନେଇ ଏକ ବଡ଼ ଖୁଲାସା କରାଯାଇଛି। ବଡ ଏବଂ ଛୋଟ ପରଦାର ଅନେକ ତାରକା ଏହି ଆପର ବିଜ୍ଞାପନ କରିଥିଲେ। ବର୍ତ୍ତମାନ ଏହି ଆପର ପାକିସ୍ତାନ କନେକ୍ସନ ସାମ୍ନାକୁ ଆସିବା ପରେ ଇଡି ଏହି ଘଟଣାର ତଦନ୍ତ ହାତକୁ ନେଇଛି। ଇଡିର ଅନୁସନ୍ଧାନ ଅନୁଯାୟୀ, ଏହି ଆପ୍…

ବିଜୁଳି ଚୋରି କରି ଧରାପଡ଼ିଲେ ସାଂସଦ

ଲକ୍ଷ୍ନୌ: ସାଂସଦଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ବିଦ୍ୟୁତ ଚୋରି ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସମ୍ଭଲ ହିଂସାର ଅନ୍ୟତମ ଅଭିଯୁକ୍ତ ସମାଜବାଦୀ ପାର୍ଟି ସାଂସଦ ଜିଆଉ ରେହମାନ ବର୍କ ଏହି ଘଟଣାକୁ ନେଇ ପୁଣିଥରେ ସମସ୍ୟାରେ ପଡିବାକୁ ଯାଉଛନ୍ତି। ସପା ସାଂସଦ ଚୋରି…

ବିଶ୍ବର ପ୍ରଥମ ନ୍ୟୁକ୍ଲିୟର ଡାଏମଣ୍ଡ ବ୍ୟାଟେରୀ; ସହସ୍ର ବର୍ଷ ପାଇଁ ଉପକରଣକୁ ଶକ୍ତି ଯୋଗାଇବ

ନୂଆଦିଲ୍ଲୀ: ଦୁନିଆର ପ୍ରଥମ ନ୍ୟୁକ୍ଲିୟର ଡାଏମଣ୍ଡ ବ୍ୟାଟେରୀ ତିଆରି ହୋଇଛି | ଏହି ବ୍ୟାଟେରୀ ହଜାର ହଜାର ବର୍ଷ ଧରି କୌଣସି ଛୋଟ ଇଲେକ୍ଟ୍ରୋନିକ୍ ଉପକରଣକୁ ଚାର୍ଜ କରାଇପାରିବ | ଏହି ବ୍ୟାଟେରୀରେ, ହୀରା ଭିତରେ ରେଡିଓଆକ୍ଟିଭ୍ ପଦାର୍ଥ ଭର୍ତ୍ତି କରାଯାଇଛି | ଏହି ବ୍ୟାଟେରୀରେ କାର୍ବନ -୧୪…

ରାହୁଲଙ୍କୁ ଚାରିଆଡୁ ନିନ୍ଦା: କେନ୍ଦ୍ର ମନ୍ତ୍ରୀ କହିଲେ ମିଛ କହୁଛନ୍ତି ରାହୁଲ, ସଂସଦ ଇତିହାସରେ ଏହା କଳା ଦିନ

ନୂଆଦିଲ୍ଲୀ: ଆଜି ସଂସଦର ଶୀତ ଅଧିବେଶନର ୨୦ ତମ ଓ ଦ୍ୱିତୀୟ ଶେଷ ଦିନ। ଆସନ୍ତାକାଲିର ପ୍ରକ୍ରିୟା ପରେ ଏହି ଅଧିବେଶନ ଶେଷ ହେବ। ଆଜି ମଧ୍ୟ ଆମ୍ବେଦକର ପ୍ରସଙ୍ଗରେ ଉଭୟ ଗୃହରେ ଉତ୍ତେଜନା ଦେଖାଦେଇଥିଲା। ବିଜେପି ନେତୃତାଧିନ ଏନଡିଏ ସାଂସଦ ଏବଂ ଇଣ୍ଡି ବ୍ଲକ୍ ସାଂସଦମାନେ ଆମ୍ବେଦକର ବିବାଦକୁ…

ଭୂତର ରହସ୍ୟ ଜାଣିଥିଲେ ଆଇନଷ୍ଟାଇନ ! ଏବେଠୁ ଆପଣ ବି ବିଶ୍ୱାସ କରିବେ

ନୂଆଦିଲ୍ଲୀ: ଦୁନିଆରେ ସତରେ କ’ଣ ଭୂତଅଛନ୍ତି? ଏହାକୁ ନେଇ ସବୁବେଳେ ବିବାଦ ଲାଗି ରହିଥାଏ। ଯଦି ଆପଣ ମଧ୍ୟ ଭୂତ ପ୍ରେତ ଉପରେ ବିଶ୍ୱାସ କରୁଛନ୍ତି ତେବେ ଆପଣ ଏକା ନୁହଁନ୍ତି, ଦୁନିଆର ଅନେକ ଲୋକ ଆତ୍ମା ଓ ମୃତ୍ୟୁ ସହ ଅନ୍ୟ ଦୁନିଆରେ ରହୁଥିବା ଲୋକଙ୍କ ଉପରେ ମଧ୍ୟ ବିଶ୍ୱାସ କରିଥାନ୍ତି। ଭୂତ…

କିଏ ହେବେ ୨୦୨୯ରେ ବିଜେପିର ପ୍ରଧାନମନ୍ତ୍ରୀ ଚେହେରା? ଚର୍ଚ୍ଚାରେ… 

ଭୁବନେଶ୍ୱର: ବିଜେପି ଖୋଜୁଛି ବିକଳ୍ପ ନେତୃତ୍ୱ। କିଏ ହେବେ ୨୦୨୯ରେ ବିଜେପିର ପ୍ରଧାନମନ୍ତ୍ରୀ ଚେହେରା? ନରେନ୍ଦ୍ର ମୋଦି ନା ଆଉ କିଏ? ଏବେଠୁ ଆରମ୍ଭ ହେଲାଣି ଚର୍ଚ୍ଚା। କୁହାଯାଉଛି ନରେନ୍ଦ୍ର ମୋଦିଙ୍କ ସ୍ଥାନରେ ଆଉ କିଏ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଚେହେରା। ଲୋକସଭା ନିର୍ବାଚନରେ ଘୋର୍…

ପୁଣି ଫସିଲେ ରାହୁଲ: ଏଥର ପଦ ଯିବ ନା ଯିବେ ଜେଲ୍!

ନୂଆଦିଲ୍ଲୀ: ପୁଣି ଫସିଲେ ରାହୁଲ । ରାହୁଲଙ୍କ ନାଁରେ ଏତଲା ଦେଲା ବିଜେପି ନେତୃତ୍ବାଧୀନ ଏନଡିଏ । ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାଂସଦ ବାଏରେଡ୍ଡି ଶାବରୀ  ଏବଂ ବିଜେପି ସାଂସଦ ବାଂଶୁରୀ ସ୍ବରାଜଙ୍କ ସମେତ କେନ୍ଦ୍ରମନ୍ତ୍ରୀ ସଂସଦରେ ଆକ୍ରମଣ ଘଟଣାକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ…