Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ ବିରୋଧରେ ଶ୍ରୀଲଙ୍କା ଭୂମିର ବ୍ୟବହାର ହେବନାହିଁ… 

ନୂଆଦିଲ୍ଲୀ: ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଡିସାନାୟ ଡିସେମ୍ବର ୧୬ରେ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲ। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ରାଷ୍ଟ୍ରପତି ହେବା ପରେ ଏହା ମୋର ପ୍ରଥମ ବିଦେଶ ଯାତ୍ରା ଅଟେ। ଭାରତର…

କଶ୍ମୀରରେ ତାପମାତ୍ରା -୫.୯ ଡିଗ୍ରୀ, ଜମିଗଲା ଜଳପ୍ରପାତ

ଶ୍ରୀନଗର : ଆଜିକାଲି ଜାମ୍ମୁ କଶ୍ମୀରରେ ଅତ୍ୟଧିକ ଥଣ୍ଡା ହେଉଛି। ଉପତ୍ୟକାର ଅନେକ ଅଞ୍ଚଳରେ ତାପମାତ୍ରା ଶୂନରୁ କମରେ ପହଞ୍ଚିଛି | ଜାମ୍ମୁ କଶ୍ମୀରର ରାଜଧାନୀ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା -୫.୯ ଡିଗ୍ରୀ ହୋଇଗଲାଣି । ଯାହାକି ଏହି ସିଜନର ସବୁଠାରୁ ଶୀତ ରାତି ଥିଲା | ଉତ୍ତର କଶ୍ମୀରର…

କାହିଁକି ଦେଶ ପାଳେ ବିଜୟ ଦିବସ ?

ନୂଆଦିଲ୍ଲୀ: ଭାରତୀୟ ସେନା ନିଜର ସାହସିକତା ଏବଂ ବୀରତ୍ୱ ପାଇଁ ସାରା ବିଶ୍ବରେ ପରିଚିତ । ବିଭିନ୍ନ ସମୟରେ ସେନା ଅନେକ ଯୁଦ୍ଧର ମୁକାବିଲା କରିଛି, ଯେଉଁଥିରେ ସେନା ଦେଖାଇଛି ବୀରତ୍ବର ପରାକାଷ୍ଠା। ଏହାରି ମଧ୍ୟରେ, ବାଂଲାଦେଶର ସ୍ବାଧୀନତା ପାଇଁ ୧୯୭୧ ମସିହାରେ ପାକିସ୍ତାନ ସହ ଯୁଦ୍ଧ କରି…

ବିହାରରେ ଲାଗୁ ହେବ ମହାରାଷ୍ଟ୍ର ଫର୍ମୁଲା?

ନୂଆଦିଲ୍ଲୀ: ଏକନାଥ ସିନ୍ଦେଙ୍କ ପରି ନୀତିଶଙ୍କ ହାତରୁ ବି ଯିବ କି ମୁଖ୍ୟମନ୍ତ୍ରୀ ପଦ? ବିହାର ଏନଡିଏରେ ବି ଲାଗୁ ହେବ କି ମହାରାଷ୍ଟ୍ର ଫର୍ମୁଲା? ବିଜେପି ଅଧିକ ସିଟ୍ ଜିତିଲେ ହଟିବେ କି ନୀତିଶ କୁମାର? ଅମିତ ଶାହାଙ୍କ ବୟାନକୁ ନେଇ ବିହାର ରାଜନୀତିରେ ବଢିଲା ଦ୍ବନ୍ଦ୍ବ । ମହାରାଷ୍ଟ୍ରରେ…

ନେହେରୁଙ୍କ ଚିଠି ଫେରାଇବାକୁ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ 

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଚିଠିକୁ ଫେରାଇବା ପାଇଁ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ (ପିଏମଏମଏଲ)। ଏହି ସମସ୍ତ ଚିଠିଗୁଡିକୁ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କୁ ୨୦୦୮ରେ ପ୍ରଦାନ କରାଯାଇଥିଲା।…

ଶମ୍ଭୁ ସୀମାରେ ତେଜୁଛି ଆନ୍ଦୋଳନ; ଶହ ଶହ ସଂଖ୍ୟାରେ ଟ୍ରାକ୍ଟର ମାର୍ଚ୍ଚ କରୁଛନ୍ତି ଚାଷୀ

ନୂଆଦିଲ୍ଲୀ: ସାରା ଦେଶରେ ଟ୍ରାକ୍ଟର ମାର୍ଚ୍ଚ ଆନ୍ଦୋଳନ ଡାକରା ଦେଇଛି ସଂଯୁକ୍ତ ଚାଷୀ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା । ଏହା ସହ ୧୫ଟି ସ୍ଥାନରେ ରେଳରୋକ ଆନ୍ଦୋଳନ ପାଇଁ ଚେତାବନୀ ମଧ୍ୟ ଦିଆଯାଇଛି । ହରିୟାଣାର ଶମ୍ଭୁ ଓ ଖନୌରୀ ସୀମାରେ ଜାରି ରହିଛି ଚାଷୀ ଆନ୍ଦୋଳନ । ୨୦ ଦିନ…

ବିବାହର ୪ ଦିନ ପରେ ସ୍ବାମୀଙ୍କୁ ହତ୍ୟା କଲା ପତ୍ନୀ

ସୁରଟ: ଗୁଜୁରାଟର ଗାନ୍ଧିନଗରରେ ଜଣେ ପତ୍ନୀ ବିବାହର ମାତ୍ର ଚାରି ଦିନ ପରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପତ୍ନୀ ଜଣକ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ଭଲ ପାଉଥିଲେ। ଫଳରେ ବିବାହର ମାତ୍ର ୪ ଦିନ ପରେ ସେ ସମ୍ପର୍କୀୟ ଭାଇ ଓ ଦୁଇ ସାଙ୍ଗଙ୍କ ସହାୟତାରେ…

ଡାକ ବିଭାଗର ଏହି ସଞ୍ଚୟ ଯୋଜନାରେ ନିବେଶ କରନ୍ତୁ, ମାସିକ ଆୟ ୯,୨୫୦ ଟଙ୍କା

ନୂଆଦିଲ୍ଲୀ: ଅନେକ ପୋଷ୍ଟ ଅଫିସ୍ ସଞ୍ଚୟ ଯୋଜନା ରହିଛି ଯାହା ଛୋଟ ନିବେଶକମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ | ସେହି ଯୋଜନାଗୁଡିକ ମଧ୍ୟରୁ ଗୋଟିଏକୁ ମାସିକ ସଞ୍ଚୟ ଯୋଜନା (Post Office Monthly Income Scheme) କୁହାଯାଏ | ଏହି ଯୋଜନା ମାଧ୍ୟମରେ ଯେକୌଣସି ବ୍ୟକ୍ତି ପ୍ରତି ମାସରେ ଆୟ…

ବିପଦରେ କେନ୍ଦ୍ରାପଡା ଜିଲ୍ଲା: ଡରାଇଲାଣି ଆଇଆଇଟି, ସରକାରଙ୍କୁ ଦେଲା ସତର୍କ ଘଣ୍ଟି

ଭୁବନେଶ୍ବର: ଭୟଙ୍କର ସ୍ଥିତିରେ ଗତି କରୁଛି କେନ୍ଦ୍ରପଡା । କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ଏବଂ ମରୁଡି ଆଶଙ୍କା ସବୁଠୁ ଅଧିକ ରହିଛି । ଦେଶର ମୋଟ ୧୧ଟି ଜିଲ୍ଲା ଏଭଳି ସ୍ଥିତି ଦେଇ ଗତି କରୁଥିବା ବେଳେ ଏହା ମଧ୍ୟରେ ଓଡିଶାରୁ କେନ୍ଦ୍ରାପଡା ସ୍ଥିତି ବିପଦରେ ଥିବା ସତର୍କ କରାଯାଇଛି ।…

ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପାଲେଷ୍ଟାଇନ ପ୍ରତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମର୍ଥନ ପୁଣି ଥରେ ଚର୍ଚ୍ଚାରେ। ପ୍ରିୟଙ୍କା ଗାନ୍ଧୀ 'ପାଲେଷ୍ଟାଇନ' ଲେଖାଥିବା ଏକ ବ୍ୟାଗ ଧରି ସଂସଦରେ ପହଞ୍ଚିଛନ୍ତି। ଯେଉଁ ଚିତ୍ର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ବ୍ୟାଗ…