Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଦାର୍ଜିଲିଂ’: କିପରି ଯିବେ, ଖର୍ଚ୍ଚ ସହିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଜାଣନ୍ତୁ

ନୂଆଦିଲ୍ଲୀ: ଦାର୍ଜିଲିଂ ଏକ ବହୁତ ସୁନ୍ଦର ସ୍ଥାନ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଚା ବଗିଚା ପାଇଁ ଜଣାଶୁଣା | ଏହା ବ୍ୟତୀତ ଏହି ସହରର ନିଜସ୍ୱ ସ୍ୱତନ୍ତ୍ର ସ୍ଥାପତ୍ୟ ଏବଂ ସାଂସ୍କୃତିକ ଐତିହ୍ୟ ରହିଛି |ଏଠାରେ ଆପଣ ବର୍ଷା, ଖରା , ଶୀତ ଏବଂ ସୁନ୍ଦର ପର୍ବତର ମଳୟ ପବନର ଉପଭୋଗ କରି…

ଫୋନ୍ ଟାପିଂ ସମ୍ପର୍କରେ କ’ଣ ରହିଛି ସରକାରଙ୍କର ନୂଆ ନିୟମ?

ନୂଆଦିଲ୍ଲୀ: ଫୋନ୍ ଇଣ୍ଟରସେସ୍ପନ ପାଇଁ ସରକାର ନୂତନ ନିୟମ ଜାରି କରିଛନ୍ତି । ନୂତନ ନିୟମ ଅନୁଯାୟୀ, ଦେଶର ସମସ୍ତ ରାଜ୍ୟ ସ୍ତରରେ ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଆଇଜି) ଏବଂ ଉଚ୍ଚ ପଦବୀର ଅଧିକାରୀମାନେ ଜରୁରୀକାଳୀନ ପରିସ୍ଥିତିରେ ଫୋନ୍ ଟାପିଂ ସମ୍ପର୍କରେ ନିର୍ଦ୍ଦେଶ ଜାରି କରିପାରିବେ ।…

ଫ୍ୟାସନ ଶୋ’ରେ ନିଜର ଜଲଓ୍ବା ଦେଖାଇଲେ ପ୍ରଧାମନ୍ତ୍ରୀ ମୋଦିଙ୍କ ଏହି ୨ ମନ୍ତ୍ରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦିଲ୍ଲୀର ଭାରତ ମଣ୍ଡପରେ ଚାଲିଥିବା ଅଷ୍ଟଲକ୍ଷ୍ମୀ ମହୋତ୍ସବ ସମୟରେ ଫ୍ୟାଶନ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ମୋଦିଙ୍କ ମନ୍ତ୍ରୀମାନେ ରାମ୍ପରେ ଚାଲୁଥିବାର ଦେଖିବାକୁ ମିଳିଥିଲା । ମୋଦି ସରକାରରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ରାଜ୍ୟ…

ଘନଉଛି ସିରିଆ ଗୃହଯୁଦ୍ଧ, ଦେଶ ଛାଡି ପଳେଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭୟଙ୍କର ହେଉଛି ସିରିଆ ଗୃହଯୁଦ୍ଧ । ଦିନକୁ ଦିନ ଗୋଟେ ପରେ ଗୋଟେ ସହରକୁ ଦଖଲ କରୁଛନ୍ତି ବିଦ୍ରୋହୀ । ସିରିଆ ରାଷ୍ଟ୍ରପତି ବଶର ଅଲ୍‌-ଅସଦ୍‌ଙ୍କ ବିରୁଦ୍ଧରେ ସଶସ୍ତ୍ର ଅଭିଯାନରେ ବିଦ୍ରୋହୀମାନେ ଗତକାଲି ଦକ୍ଷିଣର ଦରା ସହରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ଏଭଳି ପରିସ୍ଥିତିରେ…

ପୋଲିସ ବସ୍‌ରୁ ୨ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ଶ୍ରୀନଗର: ପୋଲିସ ବସ୍‌ରୁ ୨ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ଜାମ୍ମୁ କାଶ୍ମୀର ଉଦ୍ଧମପୁର ନିକଟରେ ବସ୍ ଭିତରୁ ୨ ପୋଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପରସ୍ପର ଭିତରେ ଝଗଡ଼ା କରି ଗୁଳିକାଣ୍ଡ ହୋଇଛି । ଗୁଳି ବାଜି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି ।…

ସବୁଠାରୁ ବୟସ୍କ ପକ୍ଷୀ ହେବ ମାଆ

ନୂଆଦିଲ୍ଲୀ: ବିଶ୍ୱରେ ଏ ଭଳି କିଛି ଘଟଣା ଘଟିଯାଏ ଯାହାକୁ ସହଜରେ ବିଶ୍ୱାସ କରି ହୁଏ ନାହିଁ । ଆମେରିକା ବନ୍ୟଜୀବ ଅଧିକାରୀଙ୍କ କହିବା ଅନୁସାରେ ବିଶ୍ୱର ସବୁଠାରୁ ବୟସ୍କ ପକ୍ଷୀ ମାଆ ହେବାକୁ ଯାଉଛନ୍ତି । ୭୪ ବର୍ଷ ବୟସରେ ୱିଜଡମ ଲେସନ ଆଲବାଟ୍ରସ ପ୍ରଜାତିର ଏହି ପକ୍ଷୀ ୬୦ତମ ଅଣ୍ଡା ଦେଇଛି ।…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ଯା ଧମକ, ରହିଛି ରାଜସ୍ଥାନ କନେକ୍ସନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ଯା ଧମକ। ଶନିବାର ଦିନ ହ୍ବାଟ୍ସ ଆପ୍ ମାଧ୍ୟମରେ ମୁମ୍ବାଇ ପୋଲିସକୁ ଏହି ସୂଚନା ମିଳିଛି। ଯାହା ପରେ ତଦନ୍ତ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକରେ ରାଜସ୍ଥାନର ଅଜମେରର କନେକ୍ସନ ରହିଛି। ତେବେ ସନ୍ଦିଗ୍ଧଙ୍କୁ ଧରିବା…

ଉତ୍ତରାଖଣ୍ଡରେ ବଢୁଛି ଗ୍ଲେସିୟର ଆକାର

ଡେରାଡୁନ: ବିଶ୍ୱ ତାପମାତ୍ରାର ସଙ୍କଟ ମଧ୍ୟରେ ସମଗ୍ର ବିଶ୍ୱରେ ଗ୍ଲେସିୟର ହ୍ରାସ ପାଉଥିବାବେଳେ ଉତ୍ତରାଖଣ୍ଡର ହିମାଳୟର ଏକ ଗ୍ଲେସିୟର ଆକାର ବାର୍ଷିକ ୧୬୩ ମିଟର ବଢିବାରେ ଲାଗିଛି। ଯାହାକୁ ନେଇ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହାର କାରଣ ଜାଣିବା ପାଇଁ ଗବେଷଣା ମଧ୍ଯ ଆରମ୍ଭ…

ଆଜିଠାରୁ ଲାହୌଲ-ସ୍ପିତିର ୨ମୁଖ୍ୟରାସ୍ତା ବନ୍ଦ, ଆସନ୍ତା ବର୍ଷ ଗ୍ରୀଷ୍ମକାଳରେ ଖୋଲିବ ମାର୍ଗ

କୁଲ୍ଲୁ: ହିମାଚଳ ପ୍ରଦେଶର ଉଚ୍ଚ ସ୍ଥାନମାନଙ୍କରେ ତୁଷାରପାତ ହେତୁ ସେଠାରେ ଅତ୍ୟଧିକ ଥଣ୍ଡା ପଡିଲାଣି । ଫଳରେ ଲାହୌଲ-ସ୍ପିତିର ଉଚ୍ଚ ପାହାଡମାନଙ୍କରେ ତୁଷାରପାତ ହେଉଛି। ଯେଉଁଥିପାଇଁ ଏଠାରେ ଥିବା ରାସ୍ତାରେ ବରଫ ଚାଦର ଦେଖିବାକୁ ମିଳିଲାଣି । ଏଭଳି ପରିସ୍ଥିତିରେ ଏଠାରେ ଗାଡି ଚଳାଇବା…

ଯୋନି ପୀଠ କାମାକ୍ଷା ମନ୍ଦିର; କିପରି ଯିବେ ମନ୍ଦିରକୁ ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ: କାମାକ୍ଷା ମନ୍ଦିର ଶକ୍ତି ଉପାସନର ଏକ ଶକ୍ତିଶାଳୀ କେନ୍ଦ୍ର । ଆସାମ ରାଜ୍ୟର ରାଜଧାନୀ ଦିଶପୁରଠାରୁ ପ୍ରାୟ ୧୪କିଲୋମିଟର ଦୂରରେ ପ୍ରସିଦ୍ଧ କାମାକ୍ଷା ଦେବୀ ମନ୍ଦିର ଅବସ୍ଥିତ । ଏହା ଆସାମର କାମରୂପ ଜିଲ୍ଲାର ଗୁଆହାଟି ସହରରେ ଅବସ୍ଥିତ । ଏହା କାମଗିରି ପର୍ବତ (ନୀଳାଚଳ ପର୍ବତ)…