Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆନିମଲ ପାର୍କ ରୁ ପଠାନ 2 , ଜାଣନ୍ତୁ କେବେ ଆସିବ ଏହି ସବୁ ଫିଲ୍ମ …

ଆପଣ ଫିଲ୍ମ ଲଭର କି ? ଆନିମଲ ପାର୍କରୁ ରେଡ୍ 2 ଭଳି ଫିଲମକୁ କରିଛନ୍ତି କି ଅପେକ୍ଷା ? ଆମେ ଆପଣଙ୍କୁ କହିବୁ କେବେ ଆସୁଛି ଏହି ଫିଲ୍ମ। ଆନିମଲ ପାର୍କ - ଅତି ଶୀଘ୍ର ଆସୁଛି ରଣବୀର କପୁରଙ୍କ ବ୍ଲକବଷ୍ଟର ଫିଲ୍ମ ଆନିମଲର ସିକ୍ୱେଲ୍। ଏହାର ନାମ ଆନିମଲ ପାର୍କ ରଖାଯାଇଛି। ରଣବୀରଙ୍କ ଏହି…

ବାହାଘର କାର୍ଡ଼ରେ ଛପିଲା ସିଏମ ଯୋଗୀଙ୍କ ‘ବାଣ୍ଟୋଗେ ତୋ କଟୋଗେ’ ନାରା

ଗାନ୍ଧୀନଗର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନାରା 'ବାଣ୍ଟୋଗେ ତୋ କଟୋଗେ' ଚର୍ଚ୍ଚାର ବିଷୟ ପାଲଟିଛି। ଏହାରି ଭିତରେ ଗୁଜୁରାଟ ଭାବନଗରର ଜଣେ ବ୍ୟକ୍ତି ନିଜ ବାହାଘର ନିମନ୍ତ୍ରଣ ପତ୍ରରେ ଏହି ନାରାକୁ ଛପାଇଛନ୍ତି। ଏହା ସହ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ…

ବାବା ସିଦ୍ଦିକୀ ମର୍ଡର କେସ: ଗିରଫ ହେଲା ସୁଟର ଶିବ କୁମାର

ଲକ୍ଷ୍ନୌ: ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଆଉ ଜଣେ ସୁଟର ଗିରଫ। ଉତ୍ତର ପ୍ରଦେଶ ଏସଟିଏଫ ଓ ମୁମ୍ବାଇ ପୋଲିସ ଅପରାଧ ଶାଖାର ଟିମ୍ ମିଳିତ ଭାବରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଜଣଙ୍କୁ ଗିରଫ କରିଛି। ବାହାରାଇଚରୁ ଏହି ସୁଟର ସହ ତାକୁ ସହଯୋଗ…

ଦାଢୀ କାଟିବାକୁ ଛାତ୍ରଙ୍କୁ କରାଯାଉଛି ବାଧ୍ଯ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ବେଙ୍ଗାଲୁରୁ: କର୍ଣ୍ଣାଟକର ଏକ କଲେଜରେ ପଢୁଥିବା ଜମ୍ମୁ କାଶ୍ମୀରର ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ କଲେଜ ପ୍ରଶାସନ ସେମାନଙ୍କୁ ଜୋର ଜବରଦସ୍ତ କରି ଦାଢି କାଟିବାକୁ ବାଧ୍ଯ କରୁଛନ୍ତି। ହାସନ ଜିଲ୍ଲାର ସରକାରୀ ନର୍ସିଂ କଲେଜର ଛାତ୍ରମାନେ ଦାବି କରିଛନ୍ତି ଯେ ସେମାନେ ଦାଢି ନ କାଟିଲେ…

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ? ସିଏମ ଚେହେରାକୁ ନେଇ କ’ଣ କହିଲେ ଅମିତ ଶାହ

ମୁମ୍ବାଇ: ନିର୍ବାଚନୀ ମାହୋଲ ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ମହାରାଷ୍ଟ୍ର ପାଇଁ ବିଜେପି ସଂକଳ୍ପ ପତ୍ର ଜାରି କରିଛନ୍ତି। ଏହାପରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଆମର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅଛନ୍ତି,…

ଅବସର ପରେ କ’ଣ କରିବେ ଡି.ୱାଇ ଚନ୍ଦ୍ରଚୂଡ଼… 

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ନଭେମ୍ବର ୧୦ରେ ଅବସର ନେଇଛନ୍ତି। ନଭେମ୍ବର ୧୧ରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଦେଶର ୫୧ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ବୁଲଡୋଜର ଉପରେ ତାଙ୍କର ଶେଷ ରାୟ…

ଋଷ ଉପରେ ସବୁଠୁ ବଡ଼ ଆକ୍ରମଣ, ୩୪ ଡ୍ରୋନ ମାଡ଼ କଲା ୟୁକ୍ରେନ

କିଭ୍: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଏହାରି ମଧ୍ୟରେ ଋଷ ଉପରେ ୩୪ ଡ୍ରୋନ ମାଡ଼ କରିଛି ୟୁକ୍ରେନ। ମସ୍କୋ ଉପରେ ଏହା ସବୁଠାରୁ ବଡ ଆକ୍ରମଣ ବୋଲି କୁହାଯାଉଛି। ରବିବାର ଦିନ ୟୁକ୍ରେନ ଏହି ଆକ୍ରମଣ କରିଥିବା ଜଣାପଡିଛି। ୨୦୨୨ ମସିହାରୁ ଏହି ଯୁଦ୍ଧ ଆରମ୍ଭ…

ଝାଡଖଣ୍ଡରେ ଜେଏମଏମକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ : କହିଲେ, ଚମ୍ପାଇ ସୋରେନଙ୍କୁ ଅପମାନ କରାଯାଇଥିଲା…

ରାଞ୍ଚୀ : ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁମଲାରେ ନିର୍ବାଚନୀ ରାଲି କରିଛନ୍ତି। ଏହି ଅବସରରେ ସେ କଂଗ୍ରେସକୁ କଡା ଟାର୍ଗେଟ କରି ବର୍ଷିଛନ୍ତି। ସେ କହିଛନ୍ତି, ଜେଏମଏମ(ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ହିଁ…

ଖୁବଶୀଘ୍ର ନାଗରିକଙ୍କ ପାଇଁ ଉପଲବ୍ଧ ହେବ ସ୍ବଦେଶୀ ଜିପିଏସ୍ ସିଷ୍ଟମ୍

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଏହାର ଆଞ୍ଚଳିକ ନାଭିଗେସନ୍ ସିଷ୍ଟମ୍ 'ନାଭିକ'କୁ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଇବାକୁ ଚେଷ୍ଟାରତ। ଏହି ପୋଜିସନ୍ ସିଷ୍ଟମ୍ ମୁଖ୍ୟତଃ ପ୍ରତିରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ପରି ରଣନୈତିକ ଉଦ୍ଦେଶ୍ୟରେ ବ୍ୟବହୃତ…

‘ଝାରଖଣ୍ଡକୁ ଲୁଟିଛନ୍ତି ସୋରେନ୍ ସରକାର’, ଶାଣିତ ଆକ୍ରମଣ କରି ବର୍ଷିଲେ ମୋଦି

ରାଞ୍ଚି: ଆଜି ଝାରଖଣ୍ଡରେ ରୋଡ ଶୋ’ କରିବା ସହ ବୋକାରୋବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉଦବୋଧନ ଆରମ୍ଭରୁ ହିଁ ହେମନ୍ତ ସୋରେନ୍ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି । ସୋରେନ୍ ସରକାର ଘୋଟାଲା ସରକାର, ଝାରଖଣ୍ଡବାସୀଙ୍କୁ ଲୁଟୁଛନ୍ତି ବୋଲି କହି…