Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅପରାଧୀକୁ ହିରୋ କରି ଅଡୁଆରେ ଫ୍ଲିପକାର୍ଟ, ମାମଲା ରୁଜୁ 

ମୁମ୍ବାଇ: କାହା ପାଇଁ ଅପରାଧୀ ତ କାହା ପାଇଁ ହିରୋ l କୁଖ୍ୟାତ ଅପରାଧୀଙ୍କୁ ଲରେନ୍ସ ବିଷ୍ଣୋଇ ଓ ଦାଉଦକୁ ହିରୋ ସଜେଇ ଏବେ ଅଡୁଆରେ ଲୋକପ୍ରିୟ ଅନଲାଇନ୍ ସପିଂ ଆପ୍ ଫ୍ଲିପକାର୍ଟ l କେବଳ ଫ୍ଲିପକାର୍ଟ ନୁହେଁ ଅଲି ଏକ୍ସପ୍ରେସ୍, ଟିଶପର ଏବଂ ଇଟସି ପରି ଇ-କମର୍ସ ୱେବସାଇଟ ବି ଏବେ ଅଡୁଆରେ l…

କୁଆଡେ ଗଲା ଶୁଖୁଙ୍କ ସିଙ୍ଗଡା?, ତଦନ୍ତ କଲା ସିଆଇଡି

ସିମଲା: ସାଧାରଣ ସିଙ୍ଗଡାକୁ ନେଇ ଏବେ ଉଠୁଛି ପଡୁଛି ରାଜନୀତି । ସରକାରଙ୍କ ଠାରୁ ନେଇ ବିରୋଧୀ, ଏମିତିକି ସିଆଇଡି ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ସିଙ୍ଗଡା ମିଳିନାହିଁ, ତାକୁ ନେଇ ଏବେ ଆରମ୍ଭ ହୋଇଛି ତଦନ୍ତ । ସ୍ଥିତି ଏମିତି ହୋଇଛି ଯେ…

ମହାକୁମ୍ଭରେ ଅଣ ହିନ୍ଦୁଙ୍କୁ ଦୋକାନ ନଦେବା ପାଇଁ ଉଠୁଛି ଦାବି 

ପ୍ରୟାଗରାଜ: ପ୍ରୟାଗରାଜରେ ହେବାକୁ ଯାଉଛି ମହାକୁମ୍ଭ ମେଳା। ଏହା ପୂର୍ବରୁ ଅଖିଳ ଭାରତୀୟ ଆଖଡା ପରିଷଦ କୁମ୍ଭ ମେଳାରେ ମୁସଲମାନମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛି। କୁମ୍ଭ ମେଳା ଆୟୋଜିତ ସ୍ଥାନରେ କେବଳ ସନାତନୀ କର୍ମଚାରୀ ଏବଂ ଅଧିକାରୀଙ୍କ ଉପରେ ଡ୍ୟୁଟି ଲାଗୁ…

ହ୍ଵାଇଟ ହାଉସରେ ଭୁତ! କେତେ ସତ କେତେ ମିଛ? ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆମେରିକାର 47ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ l ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଭାରତୀୟ ବଂଶଦ୍ଭବ କମଳା ହାରିସଙ୍କୁ ପରାସ୍ତ କରି ବିଜୟ ହାସଲ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ l ଏଥି ସହିତ, ଦ୍ଵିତୀୟ ଥର ପାଇଁ ହ୍ୱାଇଟ ହାଉସକୁ ନିଜ ହାତକୁ…

କୋର୍ଟରେ ୩ ବର୍ଷର କୁନି ଝିଅ: କହିଲା, ନିଶ୍ବାସ ନେଇ ହେଉନି, ଆମେ ବଞ୍ଚିବୁ କେମିତି…

ଲାହୋର: ଭାରତରେ ଦିଲ୍ଲୀ ଓ ପଞ୍ଜାବ ସ୍ଥିତି ଭଳି ପାକିସ୍ଥାନରେ ମଧ୍ୟ ଅସହ୍ୟ ହେଉଛି ବାୟୁ ପ୍ରଦୂଷଣ । ବାୟୁର ମାନ ଦିନକୁ ଦିନ ଅତ୍ୟନ୍ତ ଖରାପ ହୋଇଯାଇଥିବା ବେଳେ ଏବେ ଏହାକୁ ନେଇ ଅତିଷ୍ଠ ହୋଇପଡିଲେଣି ସାଧାରଣ ଲୋକ । ବାୟୁ ପ୍ରଦୂଷଣ ଏବେ ନିଶ୍ବାସପ୍ରଶ୍ବାସ ନେବାରେ ବାଧା ସୃଷ୍ଟି କରୁଛି…

କିଙ୍ଗଖାନଙ୍କ ପରେ ପୁଣି ଭାଇଜାନଙ୍କୁ ହତ୍ୟା ଧମକ, ଏଥର ଟାର୍ଗେଟରେ ଗୀତିକାର

ମୁମ୍ବାଇ: ପୁଣି ମିଳିଲା ବଲିଉଡ ଅଭିନେତା ସଲମାନଙ୍କୁ ହତ୍ୟା ଧମକ। ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ଏହି ଧମକପୂର୍ଣ୍ଣ ମେସେଜ୍। ତେବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ପୁଣିଥରେ ଏହି ଧମକପୂର୍ଣ୍ଣ ମେସେଜ ଭାଇଜାନଙ୍କ ପାଇଁ ମିଳିଛି l ସଲମାନ ଖାନ୍ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ…

ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ, ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ l ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର l ସୋପୋରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ l ଗତକାଲି ୨ ଗ୍ରାମରକ୍ଷୀଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତଙ୍କବାଦୀ l ଏହାପରେ ସୋପୋରରେ ଆତଙ୍କୀ ଲୁଚିଥିବା ସନ୍ଦେହରେ…

ଆମେରିକାରେ ଟ୍ରମ୍ପଙ୍କ ବିଜୟ ପରେ କମୁଛି ସୁନା ଦର!

ନୂଆଦିଲ୍ଲୀ: କୁହାଯାଏ ଯେ ସମଗ୍ର ବିଶ୍ୱର ଅର୍ଥନୀତିର ଗତିପଥ ଆମେରିକା ସ୍ଥିର କରେ । ସେଠାରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହେବା ପରେ ଏବେ ଏହା ପ୍ରମାଣିତ ହୋଇଥିବା ଜଣାପଡିଛି । ଆମେରିକାରେ ରାଷ୍ଟ୍ରପତିଙ୍କ ଦାୟିତ୍ବ କିଏ ଗ୍ରହଣ କରିବ ତାହା ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ସୁନା ମୂଲ୍ୟ କ୍ରମାଗତ…

ରେକର୍ଡ ଭାଙ୍ଗୁଛି ତାତି: ୨୦୨୪ ସବୁଠୁ ଉତ୍ତପ୍ତ ବର୍ଷ

ଭୁବନେଶ୍ଵର: ଉତ୍ତପ୍ତ ହେଉଛି ପୃଥିବୀ, ରେକର୍ଡ ଭାଙ୍ଗୁଛି ତାତି । ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ବ ତାପମାତ୍ରା । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ର ତାତି । ତେବେ ୨୦୨୪ ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ ହେବାର କାରଣ ହେବ ‘ଏଲ୍‌ ନିନୋ’ । ସେପଟେ ବିଶ୍ୱ ତାପମାତ୍ରାରେ…

ଲଣ୍ଡନରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତିଙ୍କୁ ସାକ୍ଷାତ କଲେ ଉପ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର : ଆଜି ଲଣ୍ଡନଠାରେ ଗତ ୬୪ ବର୍ଷ ଧରି ଲଣ୍ଡନରେ ଵାସ କରୁଥିବା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତିଙ୍କୁ ଭେଟିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଶ୍ରୀ ମହାନ୍ତିଙ୍କ ସହ ସାକ୍ଷାତକାର ସୌଭାଗ୍ୟ ଏବଂ ଗର୍ବର ବିଷୟ। ନିଜର ଚମତ୍କାର ଚିତ୍ରକଳା…