Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାନୁଆରୀ ୮ରୁ ଜନତା ମଇଦାନରେ ହେବ ପ୍ରବାସୀ ଭାରତୀୟ ଦିବସ

ଭୁବନେଶ୍ବର: ଓଡ଼ିଶାରେ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ । ଏହି ମହୋତ୍ସବ ଆସନ୍ତା ଜାନୁଆରି ୮ରୁ ୧୦ ଯାଏଁ ରାଜଧାନୀ ଭୁବନେଶ୍ବରର  ଜନତା ମଇଦାନରେ ଅନୁଷ୍ଠିତ ହେବ। ଏହି  ସମାରୋହ ପାଇଁ ବୈଦେଶିକ ମନ୍ତ୍ରାଳୟର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହି ସମାରୋହ ଅବସରରେ…

କେନ୍ଦ୍ରମନ୍ତ୍ରୀ ବାନ୍ଦି ସଞ୍ଜୟ କୁମାର ଗିରଫ

ହାଇଦ୍ରାବାଦ:  ଗିରଫ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ବାନ୍ଦି ସଞ୍ଜୟ କୁମାର।  ହାଇଦ୍ରାବାଦର ଚିକ୍କାଡପଲ୍ଲୀ ସ୍ଥିତ ଅଶୋକ ନଗରରେ ତେଲେଙ୍ଗାନା ଲୋକ ସେବା ଆୟୋଗ ଅଧିନସ୍ଥ ଗ୍ରୁପ୍ ୧ ସର୍ଭିସର ପ୍ରାର୍ଥୀଙ୍କ ସହ ମିଶି ବିକ୍ଷୋଭ କାରଣରୁ ତାଙ୍କୁ ଗିରଫ କରିଛି ତେଲେଙ୍ଗାନା ପୋଲିସ। ସେ…

ଜାମସେଦପୁରରୁ ନିର୍ବାଚନ ଲଢିବେ ଓଡ଼ିଶା ରାଜ୍ୟପାଳଙ୍କ ବୋହୂ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସଙ୍କୁ ଟିକେଟ ଦେଇଛି ବିଜେପି।  ସେ ଜାମସେଦପୁରରୁ ଲଢିବେ ନିର୍ବାଚନ।  ସେ ଛତିଶଗଡର ଝିଅ ହୋଇଥିବାବେଳେ ଝାଡ଼ଖଣ୍ଡର ବୋହୂ।  ଏହି ଆସନରୁ ରଘୁବର ଦାସ ନିଜେ ୨୦୧୯ରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ପରାଜୟ ବରଣ…

ଓଡ଼ିଶାରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ: ୩୪ ହଜାର କୋଟି ନିବେଶ କରିବ ହିଣ୍ଡାଲ୍‌କୋ

ଭୁବନେଶ୍ୱର,୧୯।୧୦: କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନ କେମିକାଲ ଓ ପେଟ୍ରୋକେମିକାଲ ବିଭାଗ ପକ୍ଷରୁ ମୁମ୍ବାଇରେ ଆୟୋଜିତ ହୋଇଛି ଇଣ୍ଡିଆ କେମ୍‌-୨୦୨୪। ଏଥିରେ ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ନିବେଶକମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ଓଡ଼ିଶାରେ ଶିଳ୍ପାୟନ ପାଇଁ…

ଲକରରେ ଥିବା ଲକ୍ଷଲକ୍ଷ ଟଙ୍କା ଖାଇଗଲା ଉଈ, ଚିନ୍ତାରେ ବ୍ୟାଙ୍କ କର୍ମଚାରୀ

ନୂଆଦିଲ୍ଲୀ: ନୋଏଡାର ଏକ ବ୍ୟାଙ୍କର ଲକରରେ ରଖାଯାଇଥିବା ୫ ଲକ୍ଷ ଟଙ୍କାକୁ ଉଈ ଖାଇ ଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପ୍ରାୟ ୩ ମାସ ପରେ ଯେତେବେଳେ ଗ୍ରାହକ ଜଣକ ଲକର ଖୋଲିଥିଲେ ଭିତର ଚିତ୍ର ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ତୁରନ୍ତ ବ୍ୟାଙ୍କ ଅଧିକାରୀମାନଙ୍କୁ ଅଭିଯୋଗ…

ଅଧିକ ଭଲ ହେବାରୁ ଗୁଗୁଲର କର୍ମଚାରୀଙ୍କୁ ରିଜେକ୍ଟ କଲା… 

ନୂଆଦିଲ୍ଲୀ: ଗୁଗୁଲରେ କାମ କରୁଥିବା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଏକ ପୋଷ୍ଟ ଭାଇରାଲ ହେଉଛି। ଅନୁ ଶର୍ମା ନାମକ ଗୁଗୁଲର କର୍ମଚାରୀ ତାଙ୍କ ପୋଷ୍ଟରେ ଦାବି କରିଛନ୍ତି ଯେ ଏକ କମ୍ପାନୀ ତାଙ୍କୁ ଚାକିରି ଦେବାକୁ ମନା କରିଦେଇଛି ଏବଂ ସେହି ଚାକିରି ପାଇଁ ସେ ଅଧିକ କ୍ବାଲିଫାଏ ବୋଲି କୁହାଯାଇଛି।…

ଜାତୀୟ ମହିଳା କମିଶନର ନୂଆ ଅଧ୍ୟକ୍ଷା ବିଜୟା କିଶୋର

ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନର ନୂଆ ଅଧ୍ୟକ୍ଷ ବନିଲେ ବିଜୟା କିଶୋର ରାହତକର। ସେ ଏହା ପୂର୍ବରୁ ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ଥିଲେ। ସୂଚନା ଅନୁଯାୟୀ, ସାମାଜିକ କାର୍ଯ୍ୟରେ ତାଙ୍କର ଭୂମିକାକୁ ବିଚାର କରି ତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି।…

ଆଇଇଡି ବିସ୍ଫୋରଣରେ ୨ ଆଇଟିବିପି ଯବାନ ଶହୀଦ

ରାୟପୁର: ଶନିବାର ଛତିଶଗଡର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ହୋଇଥିବା ଆଇଇଡି ବିସ୍ଫୋରଣରେ ଦୁଇ ଜଣ ଆଇଟିବିପି କର୍ମଚାରୀ ଶହୀଦ ହୋଇଛନ୍ତି। ଏହାସହ ଦୁଇଜଣ ପୋଲିସ ଆହତ ହୋଇଛନ୍ତି। ଦୁଇ ଜଣ ଇଣ୍ଡୋ-ତିବେତାନ ବୋର୍ଡର୍ ପୋଲିସ (ITBP) ଯବାନ ଶହୀଦ ହୋଇଛନ୍ତି। ବିସ୍ଫୋରଣ ପରେ ସେମାନଙ୍କୁ…

ଲୁଣ ପାଲଟିଛି ମୃତ୍ୟୁର କାରଣ, ଚିନ୍ତା ପ୍ରକଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଯଦି ଖାଦ୍ୟରେ ଲୁଣ ନଥାଏ ତେବେ ଖାଦ୍ୟର ସ୍ୱାଦ ବିଗିଡ଼ିଯାଏ। ଆମ ପାଟିରୁ ରୁଚେ ନାହିଁ। ତେଣୁ ଲୁଣ ବିନା ନିଜ ଜୀବନକୁ କଳ୍ପନା କରିହେବ ନାହିଁ। ଆମ ଜୀବନରେ ଲୁଣ କେତେ ଗୁରୁତ୍ୱପୂର୍ଣ୍ଣ ତାହା ନିଜେ ଜାଣିପାରୁଥିବେ। ଏହି ଲୁଣ ପାଇଁ ଦିନେ ଭାରତରେ ଦେଶବ୍ୟାପୀ ଆନ୍ଦୋଳନ ମଧ୍ୟ…

ବୋମା ଧମକ ପରେ ଅନେକ ବିମାନ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ: ବିମାନରେ ବୋମା ଥିବା ନେଇ ଗତ କିଛି ଦିନ ହେବ ଧମକ ମିଳିବା ଜାରି ରହିଛି। ଶନିବାର ଦିନ ଦେଶର ୨୦ରୁ ଅଧିକ ବିମାନରେ ବୋମା ଥିବା ଧମକ ମିଳିଥିଲା। ଯାହାକୁ ନେଇ ସୁରକ୍ଷା ଏଜେନ୍ସି ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ସୂଚନାନୁସାରେ, ଏୟାର ଇଣ୍ଡିଆ, ଇଣ୍ଡିଗୋ, ଆକାସ ଏୟାର,…