Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡ୍ରାମା ପାଇଁ ବିଜେପି ସାଂସଦଙ୍କୁ ଆୱାର୍ଡ ଦିଆଯିବା ଉଚିତ୍: ଜୟା ବଚ୍ଚନ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ କହିଛନ୍ତି ଯେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଭାରତୀୟ ଜନତା ପାର୍ଟି ସାଂସଦ ଅଭିନୟ କରୁଛନ୍ତି ଏବଂ ତାଙ୍କ ଅଭିନୟ ପାଇଁ ସେମାନଙ୍କୁ ପୁରସ୍କାର ଦିଆଯିବା ଉଚିତ। ଗଣମାଧ୍ୟମ ସହ ସୂଚନା ଦେଇ ରାଜ୍ୟସଭା ସାଂସଦ…

୪୦୦ ଟଙ୍କା ପାଇଁ କ୍ୟାବ ଡ୍ରାଇଭରକୁ ମାରିଦେଲେ ନାବାଳକ

ନୂଆଦିଲ୍ଲୀ: ୪୦୦ ଟଙ୍କା ଭଡାକୁ ନେଇ ବିବାଦ। ୨୬ ବର୍ଷିୟ ଟ୍ୟାକ୍ସି ଡ୍ରାଇଭରଙ୍କୁ ଜଣେ ନାବାଳକ ସମେତ କିଛି ଯୁବକ ମିଶି ଛୁରୀ ଭୁସି ହତ୍ୟା କରିଛନ୍ତି। ଏହି ଘଟଣା ଉତ୍ତର ପୂର୍ବ ଦିଲ୍ଲୀର ସୋନିଆ ବିହାରରେ ଘଟିଛି। ଗତ ଶୁକ୍ରବାର ଦିନ ଟ୍ୟାକ୍ସି ବୁକ୍ କରିଥିବା ତିନି ଜଣ ପିଲା ଭଡା…

ରୁଷିଆ ଉପରେ ୟୁକ୍ରେନର ବଡ଼ ଧରଣର ଆକ୍ରମଣ, ମନେ ପକେଇଦେଲା ୯/୧୧ କଥା

ନୂଆଦିଲ୍ଲୀ: ରୁଷିଆ ଉପରେ ୟୁକ୍ରେନର ବଡ଼ ଧରଣର ଆକ୍ରମଣ। ୯/୧୧ ଆମେରିକା ଆକ୍ରମଣ ଭଳି ହୋଇଛି ଘାତକ ହମ୍‌ଲା କରିଛି ୟୁକ୍ରେନ। ରୁଷର କଜାନ ସହରରେ ଏହି ବଡ଼ ଧରଣର ଡ୍ରୋନ ଆକ୍ରମଣ କରିଛି ୟୁକ୍ରେନ । ତିନୋଟି ହାଇ ରାଇଜିଂ ବିଲ୍ଡିଂ ଉପରେ ଡ୍ରୋନ୍ ଆକ୍ରମଣ । ଆକ୍ରମଣରେ ଶିଶୁ ସମେତ ୬ ଜଣଙ୍କ ଜୀବନ…

ବୋହୂର ପ୍ରାଇଭେଟ୍ ପାର୍ଟରେ ଲୁହା ଚେଙ୍କ ଦେବା ସହ ଲଙ୍କା ଗୁଣ୍ଡ ପୂରାଇଦେଲେ…

ରାଜଗଡ଼: ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାର କର୍ନାବାସ୍ ଥାନା ଶାହପୁରା ଗାଁରେ ବୋହୂ ଉପରେ ଅମାନୁଷିକ ନିର୍ଯାତନା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗତ ଡିସେମ୍ବର ୧୩ ରାତିରେ ଗାଁର ଜଣେ ଯୁବକ ତାଙ୍କ ଘରକୁ ଆସି ତାଙ୍କ ସହ ଅସଦାଚରଣ ଆରମ୍ଭ କରିଥିଲା। ଏହି ସମୟରେ ବଡ ବୋହୂ ଦେଖି ଚିଲାଇଥିଲେ।…

ଜୀବନ ଗଲେ ଦାୟୀ ରହିବେ ପତ୍ନୀ; ଭରଣପୋଷଣ ପାଇଁ ମାଗୁଛନ୍ତି ୧ କୋଟି

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ପରେ ସାରା ଦେଶରେ ଯୌତୁକ ବ୍ୟବସ୍ଥା ଆଇନକୁ ନେଇ ବିତର୍କ ଆରମ୍ଭ ହୋଇଛି। ଏହାରି ମଧ୍ୟରେ ଗୁରୁଗ୍ରାମରେ ରହୁଥିବା ଜଣେ ୟୁଏକ୍ସ ଡିଜାଇନର୍ ଏହି ଆଇନରେ କିଭଳି ଛନ୍ଦି ହୋଇପଡିଛନ୍ତି ତାହା ବଖାଣିଛନ୍ତି।…

ବଢିବ ଦିନ କମିବ ରାତି, ଆଜି ବର୍ଷର ସବୁଠାରୁ ଛୋଟ ଦିନ

ଭୁବନେଶ୍ଵର: ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ । ପ୍ରତି ବର୍ଷ ଡିସେମ୍ବର ୨୧ କିମ୍ବା ୨୨ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ ଏବଂ ଏହା ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏଫ ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଶୀତଦିନ ଆରମ୍ଭ ହୁଏ ବର୍ଷର ଏହି ସବୁଠାରୁ ଛୋଟ…

ସଂସଦରେ ଠେଲାପେଲା: ତଦନ୍ତ କରିବ କି କ୍ରାଇମ୍‌ ବ୍ରାଞ୍ଚ?

ନୂଆଦିଲ୍ଲୀ: ଶୀତ ଅଧିବେଶନ ଶେଷ ହେବାର ଦିନକ ପୂର୍ବରୁ ଗୁରୁବାର ପାର୍ଲାମେଣ୍ଟରେ ଠେଲାପେଲା ହୋଇଥିଲା। ଏଥିରେ ଭାଜପା ଏମ୍‌ପି ପ୍ରତାପ ଷଡ଼ଙ୍ଗୀ, ମୁକେଶ ରାଜପୁତ୍‌ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆହତ ହୋଇଥିଲେ। ଏହି ପ୍ରସଙ୍ଗରେ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷ ଦେବା ସହ…

ଚିନ୍ତା ବଢାଇଲାଣି ‘ଡିଙ୍ଗା ଡିଙ୍ଗା’ ଭାଇରସ୍, ସଂକ୍ରମଣ ହେଉ ହେଉ ଡ୍ୟାନ୍ସ କରୁଛନ୍ତି ରୋଗୀ

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ପୁଣି ଏକ ନୂଆ ଭାଇରସ୍ ସମଗ୍ର ବିଶ୍ୱକୁ ଆତଙ୍କିତ କରିଲାଣି । ଯାହାକୁ ନେଇ ଏବେ ଚିନ୍ତା ବଢିଛି । ଏହି ଜୀବାଣୁର ନାମ ହେଉଛି ଡିଙ୍ଗା-ଡିଙ୍ଗା। ଡିଙ୍ଗା ଡିଙ୍ଗାର ଅର୍ଥ ହେଉଛି ‘ନୃତ୍ୟ ପରି ଗତି କରିବା’। ଏହି ରହସ୍ୟମୟ ରୋଗ ମୁଖ୍ୟତଃ ୟୁଗାଣ୍ଡାର…

୪୩ ବର୍ଷ ପରେ କୁଏତ ଗସ୍ତରେ ଭାରତର ପ୍ରଧାନମନ୍ତ୍ରୀ, ଆହୁରି ମଜବୁତ୍‌ ହେବ ଦ୍ୱିପାକ୍ଷିକ ସମ୍ପର୍କ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ କୁଏତ ଗସ୍ତରେ ଯିବେ। ୪୩ ବର୍ଷ ପରେ ପ୍ରଥମଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଉଛନ୍ତି। ଏତର ଆମିର ଶେଖ ମେଶଲ ଅଲ ଶବାହଙ୍କ ନିମନ୍ତ୍ରଣରେ ଡିସେମ୍ବର ୨୧ ଏବଂ ୨୨ ତାରିଖ ଅର୍ଥାତ୍ ଦୁଇ ଦିନିଆ ଗସ୍ତରେ…

ନେପାଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୮

ନୂଆଦିଲ୍ଲୀ: ସକାଳୁ ସକାଳୁ ନେପାଳରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୮ ରେକର୍ଡ କରାଯାଇଛି । ଭାରତୀୟ ସମୟାନୁସାରେ ଆଜି ଭୋର ପ୍ରାୟ ୩ଟା ୫୯ ମିନିଟରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ସୂଚନା ଅନୁସାରେ, ନେପାଳ ଜୁଲ୍ମା ଜିଲ୍ଲାରେ ୧୦ କିଲୋମିଟର ଗଭୀରତାରେ…