Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା କାଚ ଫ୍ୟାକ୍ଟ୍ରି

ଫିରୋଜାବାଦ: ସୋମବାର ରାତିରେ ଜିଲ୍ଲାର ଏକ କାଚ କାରଖାନାର ଗୋଦାମରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁଁ ଅନେକ ସମ୍ପତ୍ତି ନଷ୍ଟ ହୋଇଛି। ନିଆଁ କିପରି ଲାଗିଲା ତାହାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। କିନ୍ତୁ, ନିଆଁର କାରଣ ସର୍ଟ ସର୍କିଟ ଯୋଗୁଁ ହୋଇଥାଇପାରେ ବୋଲି…

ଉଇକିପିଡିଆକୁ ନୋଟିସ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ: ଉଇକିପିଡ଼ିଆକୁ କେନ୍ଦ୍ର ସରକାର ଏକ ନୋଟିସ ପଠାଇଛନ୍ତି । ଏହି ବିଜ୍ଞପ୍ତିରେ କେନ୍ଦ୍ର ସରକାର ଲେଖିଛନ୍ତି ଯେ, ଉଇକିପିଡ଼ିଆ ଦ୍ବାରା ପ୍ରଦାନ କରାଯାଇଥିବା ସୂଚନାରେ ଏକପାଖିଆ ଲେଖା ଏବଂ ବିଭ୍ରାନ୍ତିକର ତଥ୍ୟ ସମ୍ପର୍କରେ ଅନେକ ଅଭିଯୋଗ ଆସିଛି । ମଧ୍ୟସ୍ଥି ପରିବର୍ତ୍ତେ ଏହାକୁ…

ଆମେରିକାରେ କିଏ ଜିତିବ ନିର୍ବାଚନ, ଭବିଷ୍ୟବାଣୀ କଲା… 

ବ୍ୟାଙ୍କକ: ଭାଇରାଲ୍ ହେଉଥିବା ଥାଇଲ୍ୟାଣ୍ଡର ଗଣ୍ଡାକୁ ଆପଣ ନିଶ୍ଚୟ ଜାଣିଥିବେ। ଏହି ଭାଇରାଲ୍ ଜଳହସ୍ତି ମୋ ଡେଙ୍ଗ୍ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ କିଏ ​​ବିଜେତା ହେବ ସେନେଇ ଭବିଷ୍ୟବାଣୀ କରିଛି। ମୋ ଡେଙ୍ଗ୍ ର ଭବିଷ୍ୟବାଣୀ ଅନୁଯାୟୀ, ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ…

ଯୋଗୀ ସରକାରଙ୍କୁ ଝଟକା: ୟୁପି-ମାଦ୍ରାସା ଆକ୍ଟକୁ ସୁପ୍ରିମକୋର୍ଟଙ୍କ ମାନ୍ୟତା

ନୂଆଦିଲ୍ଲୀ: ଯୋଗୀ ସରକାରଙ୍କୁ ଝଟକା l ବଡ ରାୟ ଦେଲେ ସୁପ୍ରିମକୋର୍ଟ l ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ l ଉତ୍ତରପ୍ରଦେଶ ମାଦ୍ରାସା ଶିକ୍ଷା ବୋର୍ଡ ଅଧିନିୟମକୁ ଖାରଜ କରିଥିଲେ ଏବଂ ଅନ୍ୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାକୁ ରାଜ୍ୟ ସରକାରଙ୍କୁ…

ନାବାଳିକାଙ୍କୁ ହୋଟେଲରେ ଦୁଷ୍କର୍ମ କଲେ, ହୃଦଘାତରେ ଜୀବନ ଗଲା

ମୁମ୍ବାଇ: ମୁମ୍ବାଇର ଏକ ହୋଟେଲରୁ ୪୧ ବର୍ଷିୟ ମ୍ୟାନେଜରଙ୍କ ମୃତଦେହ ମିଳିଥିଲା। ଗୁଜୁରାଟର ଜଣେ ବ୍ୟକ୍ତି ନାବାଳିକାଙ୍କ ସହିତ ମୁମ୍ବାଇର ଏକ ହୋଟେଲରେ ପହଞ୍ଚିଥିଲେ। ସେଠାରେ ମିଛ ପରିଚୟ ଦେଇ ରହିବା ସହ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହି ସମୟରେ ତାଙ୍କ…

ଆମେରିକା ନିର୍ବାଚନରେ ରଙ୍ଗର ଲଢେଇ..କାହିଁକି ବାଇଗଣୀ ଉପରେ ଦୁଇ ଦଳର ଫୋକସ?

ନୂଆଦିଲ୍ଲୀ: ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ୫୦ ରାଜ୍ୟରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବାକୁ ଥିବା ବେଳେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଡେମୋକ୍ରାଟିକ୍‌ ପ୍ରାର୍ଥୀ କମଲା ହାରିସ୍‌ଙ୍କ ମଧ୍ୟରେ ଜୋର୍‌ଦାର ଟକ୍କର ଦେଖିବାକୁ…

‘ଉତ୍ତମପୁରର ରାସ୍ତା ହେମା ମାଲିନିଙ୍କ ଗାଲ ପରି’

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଲିନୀଙ୍କ ସମ୍ପର୍କରେ ଜଣେ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେପି ଏହି ବିବୃତ୍ତିକୁ ଗମ୍ଭୀରତାର ସହ ନେଇଛି ଏବଂ ବିବୃତ୍ତି ଦେଇଥିବା ଆପ୍ ବିଧାୟକଙ୍କ ବିରୋଧରେ…

ଯଦି ଟ୍ରମ୍ପ-ହାରିସ ମଧ୍ୟରେ ମୁକାବିଲା ଟାଇ ହୁଏ ! କିପରି ହେବ ଚୟନ?

ନୂଆଦିଲ୍ଲୀ: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। ଏହି ଦିନଟି ସମଗ୍ର ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୀର୍ଘ ଦିନ ଧରି ଉଭୟ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ୍ ଏହି ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛନ୍ତି। ଉଭୟ…

କୋଲକାତା ଲଜ୍ଜା: ଅସଲ ଦୋଷୀ କିଏ ? ବଡ଼ ବୟାନ ଦେଲା ଅଭିଯୁକ୍ତ ସଞ୍ଜୟ

କୋଲକାତା: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କ ଦୁଷ୍କର୍ମ ପରେ ଦେହ ମିଳିବାର ୮୭ଦିନ ପରେ ସ୍ଥାନୀୟ କୋର୍ଟ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଯଦିଓ ସଞ୍ଜୟ ରାୟ ଏହି ମାମଲାରେ ନିଜକୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି,…

ଆସୁଛି ରେଲଓ୍ବେ ସୁପର୍ ଆପ୍, ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ପାର୍ବଣ ସମୟରେ ହେଉଥିବା ଅସୁବିଧାଗୁଡ଼ିକୁ ନଜରରେ ରଖି ଭାରତୀୟ ରେଳ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି । ଖୁବ୍ ଶୀଘ୍ର ଏକ ସୁପର ଆପ୍ ଲଞ୍ଚ କରିବାକୁ ଯାଉଛି ରେଳ ବିଭାଗ । ଡିସେମ୍ବର ୨୦୨୪ ଶେଷ ସୁଦ୍ଧା ଏହି ସୁପର ଆପ୍ ଲଞ୍ଚ ହେବ । ଏହା ମାଧ୍ୟମରେ ଟିକେଟ୍ ବୁକିଂ, ପ୍ଲାଟଫର୍ମରେ…