Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାମନ୍ଥାଙ୍କୁ ନେଇ ଆପତ୍ତିଜନକ ବୟାନ, ଫସିଲେ ତେଲେଙ୍ଗାନା ମନ୍ତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନା କଂଗ୍ରେସ ସରକାରରେ ଜଣେ ମହିଳା ମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ବୋବାଲ୍ ।  ମନ୍ତ୍ରୀଙ୍କ ବୟାନକୁ ନେଇ ତେଲେଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆକ୍ରୋଶ । ବିରୋଧୀ ଭାରତ ରାଷ୍ଟ୍ର ସମିତି-ବିଆରଏସର ବରିଷ୍ଠ ନେତା କେ.ଟି ରାମା ରାଓଙ୍କ ବିରୋଧରେ ଏକ ଅଭିଯୋଗ କରିଥିଲେ…

କୃଷି ବିକାଶ ଯୋଜନା ନେଇ କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ବସିଥିବା କ୍ୟାବିନେଟ ବୈଠକରେ କୃଷକଙ୍କ ଆୟ ବୃଦ୍ଧି ପାଇଁ ଦୁଇଟି ବଡ ଯୋଜନା ଅନୁମୋଦନ ହୋଇଛି । କୃଷି ବିକାଶ ଯୋଜନା ବ୍ୟତୀତ କୃଷକଙ୍କ ସହ ଜଡିତ ଅନେକ ଯୋଜନାକୁ ଅନୁମୋଦନ କରାଯାଇଛି । ସେଥିମଧ୍ୟରୁ କୃଷକଙ୍କ ଆୟ ବୃଦ୍ଧି ଏବଂ ମଧ୍ୟବିତ୍ତ ଲୋକଙ୍କୁ ଖାଦ୍ୟ ନିରାପତ୍ତା…

କେନ୍ଦ୍ର କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଆଉ ୫ ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଉ ୫ ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା । ମରାଠି, ବେଙ୍ଗଲି, ପାଲି, ପ୍ରାକୃତି, ଅହମିଆକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା । ପୂର୍ବରୁ ୬ଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । ସୂଚନା ଓ ପ୍ରସାରଣ ମନ୍ତ୍ରୀ…

ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନେକ ବଡ ଯୋଜନା ଗୁଡିକୁ ଅନୁମୋଦନ ମିଳିଛି । ସେଥିମଧ୍ୟରୁ ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାର ପୂଜା ଭେଟି ଦେବାକୁ ନିଷ୍ପତ୍ତି ଦେଇଛନ୍ତି । ତେବେ…

ତେଲେଙ୍ଗାନା ମନ୍ତ୍ରୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ନାଗାର୍ଜୁନ

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ନାଗା ଚେତନ୍ୟ ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦକୁ ନେଇ ତେଲେଙ୍ଗାନା ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦ ଲାଗି ରହିଛି। ଏହା ମଧ୍ୟରେ ନାଗା ଚେତନ୍ୟଙ୍କ ବାପା ନାଗାର୍ଜୁନ ଆକ୍କିନେନି ତେଲେଙ୍ଗାନା ମନ୍ତ୍ରୀ ତଥା କଂଗ୍ରେସ ନେତା କୋଣ୍ଡା ସୁରେଖାଙ୍କ…

ମାତ୍ର ଗୋଟେ ମିନିଟରେ ଜଣାପଡିବ ଆପଣ କ୍ୟାନ୍ସରରେ ପୀଡିତ କି ନାହିଁ…

କାନପୁର: ଏବେ ମାତ୍ର ଗୋଟିଏ ମିନିଟରେ ଜଣାପଡିବ ଆପଣ କର୍କଟ ରୋଗରେ ପୀଡିତ କି ନାହିଁ । ଆଇଆଇଟି କାନପୁର ଏପରି ଏକ ଆଶ୍ଚର୍ଯ୍ୟଜନକ ଡିଭାଇସ ପ୍ରସ୍ତୁତ କରିଛି ଯାହା ଦ୍ଵାରା ମାତ୍ର ୬୦ ସେକେଣ୍ଡରେ କର୍କଟ ରୋଗରେ ପୀଡିତ କି ନାହିଁ ତାହା ଜଣାପଡିବ । ତେବେ ଏହି ଡିଭାଇସଟି କେବଳ ମୁଖ କର୍କଟ…

ନକଲି ଏସବିଆଇ ଶାଖା, ମୋଟା ଦରମାରେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଥିଲା 

ରାୟପୁର: ଛତିଶଗଡର ମାଲଖରୋଡା ଥାନା ଅଞ୍ଚଳର ଖାପୋରା ଗ୍ରାମରେ ଏକ ବ୍ୟାଙ୍କର ନକଲି ଶାଖା ଖୋଲିଥିବା ନେଇ ଅଭିଯୋଗ ହୋଇଛି। ଯେତେବେଳେ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା, ସେତେବେଳେ ଜଣାପଡିଥିଲା ​​ଯେ ଗାଁର କୌଣସି ବ୍ୟକ୍ତି ଏହି ଶାଖାରେ ଟଙ୍କା ଜମା କରୁନାହାଁନ୍ତି। ବରଂ ଏସବିଆଇରେ…

ରନୱେରେ ଫୁଟିଲା ମାଟିତଳେ ଥିବା ଦ୍ବିତୀୟ ବିଶ୍ବଯୁଦ୍ଧ ବେଳର ବୋମା

ଟୋକିଓ: ରନୱେରେ ଫୁଟିଲା ବୋମା। ଯାହା ଫଳରେ ବୁଧବାର ଦିନ ଦକ୍ଷିଣ-ପଶ୍ଚିମ ଜାପାନର ମିଆଜାକି ସ୍ଥାନୀୟ ବିମାନ ବନ୍ଦରକୁ ହଠାତ୍ ବନ୍ଦ କରିବାକୁ ପଡିଥିଲା। ସୂଚନା ଅନୁଯାୟୀ, ରନୱେ ନିକଟରେ ଏକ ବିସ୍ଫୋରଣ ହୋଇଥିଲା ଫଳରେ ସେଠାରେ ଧାଁଦୌଡ ଆରମ୍ଭ ହୋଇଯାଇଥିଲା। ପରେ ଜଣାପଡିଥିଲା ​​ଯେ ବୋମା…

ଇରାକର ଘରେଘରେ ନସରଲ୍ଲାହ ଜନ୍ମ

ବାଗଦାଦ୍: ଲେବାନନର ବେରୁତରେ ହିଜବୁଲ ନେତା ହାସନ ନସରଲ୍ଲାହଙ୍କ ମୃତ୍ୟୁ ପରେ ଇରାକରେ ଜନ୍ମ ହୋଇଥିବା ନବଜାତ ଶିଶୁଙ୍କ ନାମ ନସରଲ୍ଲାହ ରଖାଯାଉଛି। ଇରାକର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ସାରା ଦେଶରେ ପ୍ରାୟ ୧୦୦ ନବଜାତକ "ନସରଲ୍ଲାହ" ନାମରେ ପଞ୍ଜୀକୃତ ହୋଇଛନ୍ତି। ଇସ୍ରାଏଲର ଏୟାର…

ଭାରତ ସମେତ ୫ ଦେଶରୁ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଲା ବାଂଲାଦେଶ

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାର ୫ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଛି। ସମସ୍ତେ ଢାକା ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି। ଜାତିସଂଘରେ ବାଂଲାଦେଶର ସ୍ଥାୟୀ ପ୍ରତିନିଧି ଥିବା ଅଷ୍ଟ୍ରେଲିଆ, ବେଲଜିୟମ ଏବଂ ପର୍ତ୍ତୁଗାଲ ଏବଂ ସଂଯୁକ୍ତ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ବ୍ୟତୀତ ଏଥିରେ…