Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହିଜବୋଲ୍ଲାର ପିଛା ଛାଡୁନି ଇସ୍ରାଏଲ : ଏବେ ସ୍ଥଳଭାଗରେ ପଶି ମାରିବ

ନୂଆଦିଲ୍ଲୀ: ହିଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲାକୁ ହତ୍ୟା କଲା ପରେ ମଧ୍ୟ ଶାନ୍ତିରେ ବସିନାହିଁ ଇସ୍ରାଏଲ । ଆକାଶମାର୍ଗରୁ ଦକ୍ଷିଣ ଲେବାନନ ଉପରେ ଆକ୍ରମଣ କରି ହିଜବୋଲ୍ଲା ଆଡ୍ଡା ଓ ଅସ୍ତ୍ରଭଣ୍ଡାରକୁ ଟାର୍ଗେଟ କଲା ପରେ ଏବେ ଆରମ୍ଭ କରିଛି ଗ୍ରାଉଣ୍ଡ୍ ଅପରେସନ । ହିଜବୋଲ୍ଲାର ଗଡ କୁହାଯାଉଥିବା…

ଏକସିଡେଟାଂଲ୍ ଫାୟରିଂ : ଗୋବିନ୍ଦା ସ୍ଥିର, ଫ୍ୟାନ ଆଶ୍ୱସ୍ତ 

ମୁମ୍ବାଇ: ବଡ ଅଘଟଣରୁ ବର୍ତ୍ତିଲେ ଅଭିନେତା ଗୋବିନ୍ଦା । ସକାଳୁ ସକାଳୁ ଖବର ଆସିଲା ଯେ, ଗୋବିନ୍ଦାଙ୍କୁ ଗୁଳି ଲାଗିଛି । ସ୍ତବ୍ଧ ହୋଇଯାଇଥିଲେ ସିନେପ୍ରେମୀ । ପ୍ରକୃତ ଘଟଣା କ’ଣ, ତାହା ଧୀରେ ଧୀରେ ସ୍ପଷ୍ଟ ହୋଇଥିଲା । ମୁମ୍ବାଇର ଜୁହୁ ସ୍ଥିତ ବାସଭବନରେ ଗୋବିନ୍ଦା ନିଜର ଲାଇସେନ୍ସପ୍ରାପ୍ତ…

ତିରୁପତି ମନ୍ଦିରର ଲଡୁ ବିବାଦ: ‘୨୧୯ଟି ମନ୍ଦିରକୁ ଅପବିତ୍ର କରାଯାଇଛି’

ଅମରାବତୀ: ତିରୁପତି ମନ୍ଦିରର ଲଡୁ (ପ୍ରସାଦ)ରେ ମାଛ ତେଲ ଓ ଘୁଷୁରୀ ଚର୍ବି ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ ୧୧ ଦିନିଆ ପ୍ରାୟଶ୍ଚିତ ଯାତ୍ରାରେ ଥିବା ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ "ପ୍ରାୟଶ୍ଚିତ ଦୀକ୍ଷା" ସମ୍ପର୍କରେ ଏକ ବୟାନ…

ଚଳନ୍ତା ବସରେ ଅଗ୍ନିକାଣ୍ଡ, ୨୫ ଛାତ୍ରଛାତ୍ରୀ ଜଳିଗଲେ

ବ୍ୟାଙ୍ଗକକ୍: ଥାଇଲ୍ୟାଣ୍ଡରେ ୪୪ ଜଣ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ତଥା ଶିକ୍ଷୟିତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୨୫ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି। ତେବେ ଅଗ୍ନିକାଣ୍ଡର କାରଣ…

ଗରବାରେ ଏଣ୍ଟ୍ରି ପାଇଁ ଗୋମୂତ୍ର ପିଇବାକୁ ଦିଆଯାଉ: ବିଜେପି ନେତା

ଇନ୍ଦୋର: ଆଗକୁ ଆସୁଛି ନବରାତ୍ରି, ଏହି ସମୟରେ ଗରବା ପେଣ୍ଡାଲରେ ଖଚାଖଚ ଭିଡ଼ ଦେଖିବାକୁ ମିଳିବ। ଏହାରି ମଧ୍ୟରେ ଜଣେ ବିଜେପି ନେତା କହିଛନ୍ତି ଯେ ନବରାତ୍ରୀ ସମୟରେ ଗରବା ପେଣ୍ଡାଲରେ ଗୋମୂତ୍ର ପିଇବା ପରେ ଲୋକଙ୍କୁ ଏଣ୍ଟ୍ରି ଦିଆଯିବା ଉଚିତ। ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପି…

ଜମି ଦୁର୍ନିତୀ ମାମଲାରେ ନୂଆ ଟ୍ବିଷ୍ଟ, ସିଦ୍ଧରମେୟାଙ୍କ ପତ୍ନୀ ଫେରାଇବେ ପ୍ଲଟ୍

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ମୈସୁର ନଗର ଉନ୍ନୟନ ପ୍ରାଧିକରଣ (ମୁଦା) ମାମଲାରେ ବିବାଦ ଘେରରେ ରହିଛନ୍ତି। ଏହାରି ମଧ୍ୟରେ ବିବାଦୀୟ ୧୪ ପ୍ଲଟକୁ ମୁଦାକୁ ଫେରାଇବା ପାଇଁ ପତ୍ନୀ ପାର୍ବତୀ ନିଷ୍ପତ୍ତି ନେଇଛନ୍ତି। ଯାହା ରାଜ୍ୟ ରାଜନୀତିକୁ ସରଗରମ କରିଛି। ଏନେଇ…

ୟା’ଙ୍କୁ ଶିକ୍ଷକ କିଏ କଲା? ଚୁଟି ଧରି ଟାଣି ଆଣିଲେ, ତା ପରେ……

ଅହମ୍ମଦାବାଦ୍: ଛାତ୍ରଟିକୁ ବସିଥିବା ସିଟରୁ ଚୁଟି ଧରି ଟାଣି ଆଣିଲେ ଶିକ୍ଷକ । ତା ପରେ ନିର୍ଦ୍ଧୂମ ଛେଚିଲେ । ପିଲାଟି- ସାର୍ ଛାଡି ଦିଅନ୍ତୁ….ସାର୍ ଛାଡି ଦିଅନ୍ତୁ….ବୋଲି ଚିତ୍କାର କରୁଥିଲା, ହେଲେ ତଥାପି ମାଡ ଉପରେ ମାଡ କୁହୁରେଇ ଚାଲିଥିଲା ନିଷ୍ଠୁର ଶିକ୍ଷକ । ଏମିତି କିଛି…

ଅନଲାଇନରୁ ଅର୍ଡର କରିଥିଲେ ଆଇଫୋନ୍, ଟଙ୍କା ମାଗିବାରୁ ଡେଲିଭରି ବୟକୁ ହତ୍ଯା

ଲକ୍ଷ୍ନୌ: ଅନଲାଇନରୁ ଆଇଫୋନ୍ ଅର୍ଡର କରିଥିବା ଜଣେ ଗ୍ରାହକଙ୍କୁ ଟଙ୍କା ମାଗିବାରୁ ଡେଲିଭରି ବୟକୁ ହତ୍ଯା କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାହକ ଜଣକ କ୍ୟାସ୍ ଅନ୍ ଡେଲିଭରି ଜରିଆରେ ଆଇଫୋନ୍ ଅର୍ଡର କରିଥିଲେ। ଯାହାର ମୂଲ୍ଯ ଥିଲା ୧.୫ ଲକ୍ଷ ଟଙ୍କା। ମୃତ ଡେଲିଭରି ବୟ ଜଣଙ୍କ ହେଲେ…

ଶକ୍ତ ହେଲେ ସରକାର: ସରକାରୀ କର୍ମଚାରୀଙ୍କୁ ଏ ମାସରେ ମିଳିବନି ଦରମା

ଲକ୍ଷ୍ନୌ: ଏ ମାସରେ ୩୯ ହଜାର ସରକାରୀ କର୍ମଚାରୀଙ୍କୁ ମିଳିବ ନାହିଁ ମାସିକ ଦରମା । ଶକ୍ତ ହେଲେ ଯୋଗୀ ସରକାର । ରୋକ୍ ଠୋକ୍ ଶୁଣାଇଦେଲେ । ତେବେ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ତରଫରୁ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ମାନବ ସମ୍ପଦ ପୋଟାର୍ଲରେ ନିଜ ନିଜର ସ୍ଥାବର ଓ ଅସ୍ଥାବର…

ଲେବାନନ ସୀମାରେ ପ୍ରବେଶ କଲା ଇସ୍ରାଏଲ ସେନା

ତେଲ ଅବୀବ: ଇସ୍ରାଏଲ ସେନା ଲେବାନନ ସୀମାରେ ପ୍ରବେଶ କରିଛି । ଫଳରେ ଏହା ଯୁଦ୍ଧ ରୂପ ନେବାକୁ ଯାଉଛି ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ କୁହାଯାଇଛି ସୋମବାର ବିଳମ୍ବିତ ରାତ୍ରରେ ଦକ୍ଷିଣ ଲେବାନନ ସୀମା ନିକଟରେ ଗ୍ରାଉଣ୍ଡ ଅପରେଶନ ଆରମ୍ଭ ହୋଇଛି । ଏହି…