Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହେଲିକପ୍ଟର ଦୁର୍ଘଟଣା: ୩ ମୃତ, ପୁଲିସ ଓ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ

ପୁଣେ: ମହାରାଷ୍ଟ୍ରର ପୁଣେରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ବାୱଧନ ବୁଦ୍ରୁକ ଗାଁ ନିକଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଗ୍ରାମବାସୀ ହିଞ୍ଜେବାଡ଼ି ପୁଲିସ କଣ୍ଟ୍ରୋଲ ରୁମକୁ ଖବର ଦେଇଥିଲେ। ପୁଲିସ ଓ ଡାକ୍ତରୀ ଟିମ୍…

ଦେଶରେ ଏବେ ସୁଦ୍ଧା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ସରିଛି ଏତିକି ରାସ୍ତା..

ନୂଆଦିଲ୍ଲୀ: ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ରାସ୍ତା ନିର୍ମାଣ ପାଇଁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ମଙ୍ଗଳବାର ପାନୀୟ ଜଳ ଏବଂ ପରିମଳ ବିଭାଗର ସଚିବ ବିନୀ ମହାଜନ ଗଣମାଧ୍ୟମକୁ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ୪୦ ହଜାର କିଲୋମିଟର ଗ୍ରାମୀଣ ରାସ୍ତା…

ମୁଦା ସ୍କାମ୍: ଜମି ଫେରାଇ ନେବାକୁ ରାଜି ହେଲେ ମୁଦା କର୍ତ୍ତୃପକ୍ଷ

ବେଙ୍ଗାଲୁରୁ: ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ(ମୁଦା) ସ୍କାମ୍‌ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଫସିବା ଘଟଣା । ଜମି ଫେରାଇ ନେବାକୁ ରାଜି ହେଲେ ମୁଦା କର୍ତ୍ତୃପକ୍ଷ । କାଲି ସିଦ୍ଦରମୈୟାଙ୍କ ପତ୍ନୀ ମୁଦାକୁ ଜମି ଫେରାଇବାକୁ କହିଥିଲେ । ଏହାପରେ ଦେଇଥିବା ୧୪ ପ୍ଲଟ୍‌ ଫେରାଇ…

ଏପରି ଗାଁ, ଯେଉଁଠି ପ୍ରେମୀଯୁଗଳଙ୍କୁ ମିଳେ ଆଶ୍ରୟ, ପୋଲିସ ବି ଯାଇପାରେନି ଏହି ଗାଁ କୁ

ନୂଆଦିଲ୍ଲୀ: ଦୁନିଆରେ ପ୍ରେମକୁ ନେଇ ଅନେକ କିଛି ଘଟଣା ଶୁଣିବାକୁ ବା ପଢିବାକୁ ମିଳେ । ରୋମିଓ-ଜୁଲେଟ, ଲୈଲା-ମଜନୁ ପରି ଏପରି ଅନେକ ନାମ ରହିଛି ଯେଉଁମାନଙ୍କ ପ୍ରେମ ଆଜିବି ଅମର । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆମ ଦେଶରେ ଏପରି ଏକ ଗାଁ ରହିଛି ଯେଉଁଠାକୁ ଦେଶ ବିଦେଶରୁ ଅନେକ ପ୍ରେମୀଯୁଗଳ…

ବୁଲଡୋଜର ଆକ୍ସନ: ଅପରାଧୀଙ୍କ ଘର ଭାଙ୍ଗିବା ଉପରେ ଏପରି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବୁଲଡୋଜରଙ୍କ ଆକ୍ସନ ଉପରେ ଆଜି ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି । ଯେଉଁଥିରେ କୋର୍ଟ କହିଛନ୍ତି ଯେ, ଭାରତ ଏକ ଧର୍ମନିରପେକ୍ଷ ଦେଶ, ସେ ଯେତେବଡ ଅଭିଯୁକ୍ତ ହେଉ ପଛେ ତାର ଘର ଭଙ୍ଗାଯିବା ଉଚିତ୍ ନୁହେଁ । ଏହି ପ୍ରସଙ୍ଗରେ…

ଏଥର ୱେଡିଙ୍ଗ ସିଜିନରେ ହେବ ଭଲ ବ୍ୟବସାୟ, ଜାଣନ୍ତୁ କଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: ଅକ୍ଟୋବର ମାସ ଆରମ୍ଭ ହେବା ସହ ଆରମ୍ଭ ହୋଇଛି ପାର୍ବଣ ଋତୁ । ପାର୍ବଣ ଋତୁ ଶେଷ ହେବା ସହିତ ଆରମ୍ଭ ହୋଇଯିବ ୱେଡିଙ୍ଗ୍ ସିଜିନ । ଚଳିତ ବର୍ଷ ନଭେମ୍ବର-ଡିସେମ୍ବର, ୨୦୨୪ ମଧ୍ୟରେ ପ୍ରାୟ ୪୮ ଲକ୍ଷ ବିବାହ ହେବାକୁ ଯାଉଛି। ଏଥିପାଇଁ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଚଳିତ…

ବଢି ବଢି ଚାଲିଛି ଏଭରେଷ୍ଟର ଉଚ୍ଚତା

ନୂଆଦିଲ୍ଲୀ: ମାଉଣ୍ଟ ଏଭରେଷ୍ଟ ଦୁନିଆର ସର୍ବୋଚ୍ଚ ଶିଖରର ମାନ୍ୟତା ପାଇଛି। କିନ୍ତୁ ଆପଣ ଜାଣନ୍ତି କି ଏଭରେଷ୍ଟ ପର୍ବତର ଉଚ୍ଚତା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ମାଉଣ୍ଟ ଏଭରେଷ୍ଟର ଲମ୍ବ ୮.୮୪ରୁ ୮.୮୫ କିଲୋମିଟରକୁ ବୃଦ୍ଧି ପାଇଛି। ନେଚର ଜିଓସାଇନ୍ସ ପତ୍ରିକାରେ ଏହି ରିପୋର୍ଟ…

‘ରାହୁଲ ଗାନ୍ଧୀଙ୍କ ପରିବାର ୫୦ ବର୍ଷ ଧରି ଦେଶକୁ ଲୁଟିଛନ୍ତି’

ନୂଆଦିଲ୍ଲୀ: କେନ୍ଦ୍ର ବୟନ ମନ୍ତ୍ରୀ ଗିରିରାଜ ସିଂ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ରାହୁଲ ଗାନ୍ଧୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ଏକ ନୃତ୍ୟ-ଗୀତ କାର୍ଯ୍ୟକ୍ରମ ବୋଲି ବର୍ଣ୍ଣନା କରିଥିଲେ ଯାହାକୁ ନେଇ ଗାନ୍ଧୀ ପରିବାରକୁ କଡା ସମାଲୋଚନା କରିଛନ୍ତି ।…

ଏହି କାରଣ ପାଇଁ ସ୍ଥଗିତ ରହିଲା ଲଡୁ ବିବାଦର ଏସଆଇଟି ତଦନ୍ତ

ଅମରାବତୀ: ଆନ୍ଧ୍ରପ୍ରଦେଶ ତିରୁପତି ବାଲାଜୀ ମନ୍ଦିରର ଲଡୁ ବିବାଦ ମାମଲା । ଘଟଣାରେ ଚାଲିଥିବା ଏସଆଇଟି ତଦନ୍ତକୁ ଆଜି ସ୍ଥଗିତ ରଖାଯାଇଛି । ଆସନ୍ତା ୩ରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗ ଉପରେ ଶୁଣାଣି କରିବେ । ତେଣୁ ଶୁଣାଣି ନହେବା ପର୍ଯ୍ୟନ୍ତ ଏସଆଇଟି ତଦନ୍ତ ହୋଇପାରିବ ନାହିଁ ବୋଲି…

କେରଳ ରାଜ୍ୟପାଳଙ୍କ ଶାଲରେ ଲାଗିଲା ନିଆଁ

ଥିରୁଅନନ୍ତପୁରମ: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ମଙ୍ଗଳବାର ଦିନ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୂଚନା ଅନୁଯାୟୀ, ଏକ କାର୍ଯ୍ୟକ୍ରମ ସମୟରେ ପ୍ରଦୀପ ପ୍ରଜ୍ବଳନ ବେଳେ ରାଜ୍ୟପାଳଙ୍କ ଶାଲରେ ନିଆଁ ଲାଗିଯାଇଥିଲା। ହେଲେ କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ତୁରନ୍ତ ନିଆଁ ଲିଭାଇ…