Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତେଲେଙ୍ଗାନାରେ ନିହତ ହେଲେ ୬ ମାଓବାଦୀ

ହାଇଦ୍ରାବାଦ: ପୁଣି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ତେଲେଙ୍ଗାନାରେ ୬ ମାଓବାଦୀଙ୍କୁ ମାରି ଗଡାଇଲେ। ତେଲେଙ୍ଗାନା କୋଥଗୁଡେମ୍‌ ଜିଲ୍ଲା ନୀଳାଦ୍ରିପେଟ୍‌ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଏନ୍‌କାଉଣ୍ଟରରେ ୬ ମାଓ ନିହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ…

ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ପ୍ରସଙ୍ଗ: ବନ୍ଧାହେଲେ କାରିଗର

ମୁମ୍ବାଇ: ଶିବାଜୀ ମହାରାଜଙ୍କ ମୂର୍ତ୍ତି ଭୁଶୁଡିବା ପ୍ରସଙ୍ଗରେ ବନ୍ଧାହେଲେ କାରିଗର। ପୂର୍ବରୁ କଣ୍ଟ୍ରାକ୍ଟର ଚେତନ ପାଟିଲ ଗିରଫ ହୋଇଥିଲା ବେଳେ ଶିବାଜୀଙ୍କ ମୂର୍ତ୍ତି କାରିଗର ଜୟଦୀପ ଆପଟାଙ୍କୁ ଖୋଜୁଥିଲା ପୋଲିସ। ଘଟଣାର ପାଖାପାଖି ୧୦ ଦିନ ପରେ ବୁଧବାର ରାତିରେ ତାଙ୍କୁ ଗିରଫ କରିଛି…

ଏଣିକି ବାଇକ୍ କିଣିଲେ ଶସ୍ତାରେ ମିଳିବ ହେଲମେଟ୍‌

ନୂଆଦିଲ୍ଲୀ: ଆପଣ ବାଇକ୍ କିଣିବାକୁ ଯୋଜନା କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ବର୍ତ୍ତମାନ ସମସ୍ତ ପ୍ରକାର ବାଇକ୍ କ୍ରୟକାରୀଙ୍କ ପାଇଁ ଶସ୍ତା ହେଲମେଟ ଉପଲବ୍ଧ ହେବ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଦୁଇ ଚକିଆ ଯାନ ନିର୍ମାତାଙ୍କୁ…

ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଅନ୍ଧାର ହେଲା କୋଲକତା ସହର, ସାରା ରାତି ବିକ୍ଷୋଭ

କୋଲକତା: ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ବୁଧବାର ରାତି ସମ୍ପୂର୍ଣ୍ଣ କୋଲକାତା ସହର ଅନ୍ଧାର କରାଯାଇଥିଲା। ଗତକାଲି ରାତି ୯ଟାରୁ ୧୦ ପର୍ଯ୍ୟନ୍ତ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ହଜାର ହଜାର ସଂଖ୍ୟାରେ ମହିଳା ରାଜରାସ୍ତାକୁ ଓହ୍ଲାଇ କ୍ୟାଣ୍ଡେଲ ରାଲି କରିଥିଲେ।…

ସ୍କୁଲ ପରିସରରେ ଆଖିବୁଜା ଗୁଳିମାଡ଼: ୪ ମୃତ, ୯ ଆହତ

ୱାସିଂଟନ: ଆମେରିକାର ଜର୍ଜିଆ ହାଇସ୍କୁଲରେ ଗୁଳିମାଡ଼ । ଗୁଳିମାଡ଼ରେ ୪ ଜଣ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୪ ମୃତକଙ୍କ ମଧ୍ୟରେ ୨ ଜଣ ଛାତ୍ର ଓ ୨ ଜଣ ଶିକ୍ଷକ ଅଛନ୍ତି। ଏହାସହ ପାଖାପାଖି ୯ ଜଣ ଗୁରୁତର ଥିବା କୁହାଯାଉଛି । ୯ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।…

ଭାରତ ସରକାର, ତ୍ରିପୁରା ସରକାର, ଏନଏଲଏଫଟି ଏବଂ ଏଟିଟିଏଫ୍ ମଧ୍ୟରେ ଶାନ୍ତି ବୁଝାମଣାପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଭାରତ ସରକାର, ତ୍ରିପୁରା ସରକାର, ଏନଏଲଏଫଟି ଏବଂ ଏଟିଟିଏଫ୍ ମଧ୍ୟରେ ଏକ ଶାନ୍ତି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଶାନ୍ତିପୂର୍ଣ୍ଣ,…

‘ଶିକ୍ଷା ଭାରତକୁ ଏକ ଉପଭୋକ୍ତା ଅର୍ଥନୀତିରୁ ଉତ୍ପାଦକ ଅର୍ଥନୀତିରେ ପରିଣତ କରିବ’

ନୂଆଦିଲ୍ଲୀ/ଭୁବନେଶ୍ୱର: ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଆଭିମୁଖ୍ୟ ମାଧ୍ୟମରେ ଭାରତରେ ଥିବା ପ୍ରାୟ ୫ ହଜାରଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୁଧବାର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକ…

ନେପାଳ ନୋଟରେ ଭାରତ ନକ୍ସା, ପୁଣି ବଢିବ କି ସୀମା ବିବାଦ

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ନେପାଳ ଏବଂ ଭାରତ ମଧ୍ୟରେ ଚିନ୍ତା ଜାରି ରହିଥିବା ବେଳେ ଏବେ ଆଉ ଏକ ଘଟଣା ଚିନ୍ତା ବଢାଇଛି । ନିକଟରେ ନେପାଳ ନୋଟରେ ଏକ ନୂତନ ମାନଚିତ୍ର ଛାପିବାକୁ ମଞ୍ଜୁରୀ କରିଥିଲା, ​​ଯେଉଁଥିରେ ଭାରତର ଅନେକ ଅଞ୍ଚଳ ଦେଖାଯାଇଛି । ରିପୋର୍ଟ ଅନୁଯାୟୀ, ନେପାଳର…

କାହିଁକି ଧରାପଡୁନି ବହରାଇଚରେ ଆତଙ୍କ ଖେଳାଇଥିବା ଗଧିଆ ? 

ବାହରାଇଚ୍: ଉତ୍ତରପ୍ରଦେଶର ବାହରାଇଚ୍ ଜିଲ୍ଲାରେ ମଣିଷଖିଆ ଗଧିଆକୁ ଧରିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ୍ ଚାଲିଛି। କାରଣ ବନ୍ୟଜନ୍ତୁ ଅଧିକାରୀ ଏବଂ ଜଙ୍ଗଲ ଅଧିକାରୀମାନେ ଗଧିଆକୁ ଧରିବା ପାଇଁ ପ୍ରୟାସ ଚଳାଇଛନ୍ତି। ବନ ବିଭାଗର ଜେନେରାଲ ମ୍ୟାନେଜର ସଞ୍ଜୟ ପାଠକ କହିଛନ୍ତି ଯେ ସର୍ଚ୍ଚ…

ଶାହି ସ୍ନାନ’ରୁ ହଟିବ କି ଶାହି ଶବ୍ଦ; ଜାଣନ୍ତୁ କଣ ରହିଛି ସାଧୁସନ୍ଥଙ୍କ ଦାବି…

ଭୋପାଳ: ମଧ୍ୟପ୍ରଦେଶର ଉଜୈନରେ ପ୍ରତି ୧୨ବର୍ଷରେ ଥରେ ମହାକୁମ୍ବ ଅନୁଷ୍ଠିତ ହୁଏ। ଏଥର ମହାକୁମ୍ଭ ୨୦୨୮ମସିହାରେ ଉଜୈନର କ୍ଷିପ୍ରା ତଟରେ ଅନୁଷ୍ଠିତ ହେବାକୁ ଯାଉଛି। ମହାକୁମ୍ଭ ପାଇଁ ପ୍ରସ୍ତୁତି ମଧ୍ୟରେ ସାଧୁସନ୍ଥମାନେ 'ଶାହି ସ୍ନାନ' ଶବ୍ଦ ଉପରେ ଆପତ୍ତି ଉଠାଇ ନାମ ପରିବର୍ତ୍ତନ କରିବାକୁ…