Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାତିଛନ୍ତି ବ୍ରାଣ୍ଡେଡ୍ ଫୋନ ଲୁଟେରା, ଟ୍ରକରୁ ଲୁଟି ନେଲେ ୧୫୦୦ଟି ‘ଆଇଫୋନ୍’

ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ମାତିଛନ୍ତି ଆଇଫୋନ୍ ଲୁଟେରା। ଡକାୟତମାନେ ଟ୍ରକ ଡ୍ରାଇଭରକୁ ନିଶା ଦେଇ ୧୧ କୋଟି ଟଙ୍କା ମୂଲ୍ୟର ୧୫୦୦ ଆଇଫୋନ୍ ଲୁଟ୍ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶ ପୋଲିସର ଅବହେଳା ପାଇଁ ଜଣେ ପୋଲିସ…

ସେପ୍ଟେମ୍ବର ସରିବା ପୂର୍ବରୁ କରିନିଅନ୍ତୁ ଏହି ସବୁ କାମ, ନହେଲେ ପସ୍ତେଇବେ

ନୂଆଦିଲ୍ଲୀ: ଆଜି ସେପ୍ଟେମ୍ବର ପହିଲା । ନୂଆ ମାସ ଆରମ୍ଭ ହେବା କ୍ଷଣି ଆଜି ଦେଶରେ ଅନେକ କିଛି ନିୟମରେ ପରିବର୍ତ୍ତନ ହେବା ସହିତ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଯାହାସବୁ ଆପଣମାନଙ୍କୁ ନିହାତି ଜାଣିବାର ଆବଶ୍ୟକ ରହିଛି । ନହେଲେ ପଛରେ ପସ୍ତେଇବେ । ଆଜିଠୁ ନିୟମ ଲାଗୁ ହେବା କ୍ଷଣି…

ଖାଉଟିଙ୍କ ମୁଣ୍ଡରେ ଚଡ଼କ: ବଢିଲା କମର୍ସିଆଲ ଗ୍ୟାସ୍ ଦର

ଭୁବନେଶ୍ଵର: ପୁଣି ବଢିଲା କମର୍ସିଆଲ ଗ୍ୟାସ୍ ଦର। କମର୍ସିଆଲ ଗ୍ୟାସ୍ ସିଲିଣ୍ଡର୍ ଦର ୩୯ ଟଙ୍କାକୁ ବୃଦ୍ଧି ପାଇଛି। ତେଲ ବ୍ୟବସାୟ କମ୍ପାନୀଗୁଡ଼ିକ ରବିବାର ୧୯ କେଜି ଗ୍ୟାସ୍ ସିଲିଣ୍ଡର୍ ଦର ୩୯ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହା ବୃଦ୍ଧି ହେବା ପରେ ୧୯ କେଜି ଗ୍ୟାସ୍ ସିଲିଣ୍ଡର୍ ଦର…

ଦକ୍ଷିଣ ଇରାନରେ ୮୦ ଡିଗ୍ରୀ ଟପିଲା ତାପମାତ୍ରା! 

ତେହରନ: ଦକ୍ଷିଣ ଇରାନରେ ଏକ ସ୍ଥାନର ତାପମାତ୍ରା ପୃଥିବୀର ସବୁ ରେକର୍ଡକୁ ପାର୍ କରିଛି । ହିଟ୍ ଇଣ୍ଡେକ୍ସ ପାରଦ ୮୨.୨ ଡିଗ୍ରୀ ସେଲସିୟସ ଛୁଇଁଥିବା କୁହାଯାଇଛି । ଯାହା ଫଳରେ ତୁରନ୍ତ ଅଂଶୁଘାତ ସତର୍କତା ଜାରି କରିଛନ୍ତି ସରକାର । ଏହି ହିଟ୍ ଇଣ୍ଡେକ୍ସ ପୃଥିବୀରେ ଏପର୍ଯ୍ୟନ୍ତ ରେକର୍ଡ…

ମା’କୁ ମାରିବା ପରେ ଇନଷ୍ଟାଗ୍ରାମରେ ଲେଖିଲେ; ମୋତେ କ୍ଷମା କରିଦେବ… 

ଅହମ୍ମଦାବାଦ: ଜଣେ ବ୍ୟକ୍ତି ପ୍ରଥମେ ତାଙ୍କ ମାଆକୁ ହତ୍ୟା କଲେ। ତା’ପରେ ତାଙ୍କ ମୃତ ଶରୀର ସହିତ ସେଲଫି ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଗୁଜୁରାଟରେ ଘଟିଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ମୃତ ମହିଳାଙ୍କ ନାମ…

ବଦଳିଲା ହରିୟାଣା ବିଧାନସଭା ମତଦାନ ତାରିଖ ଓ ଜାମ୍ମୁ କାଶ୍ମୀର ଭୋଟ ଗଣତି ତାରିଖ

ନୂଆଦିଲ୍ଲୀ: ବଦଳିଲା ହରିୟାଣା ବିଧାନସଭା ଭୋଟ ଗ୍ରହଣ ତାରିଖ । ତାରିଖ ବଦଳାଇଲେ ଇସିଆଇ । ଅକ୍ଟୋବର ୧ ବଦଳରେ ଅକ୍ଟୋବର ୫ରେ ହେବ ଭୋଟ ଗ୍ରହଣ । ବିଷ୍ଣୋଇ ସଂପ୍ରଦାୟର ପର୍ବକୁ ଦୃଷ୍ଟିରେ ରଖି ତାରିଖ ବଦଳାଇଲେ ଇସିଆଇ। ସେପଟେ ହରିୟାଣା ଭୋଟ୍‌ ତାରିଖ ବଦଳିବା ସହ ବଦଳିଲା ଭୋଟ ଗଣତି ତାରିଖ ।…

ଭାରତକୁ ପୁଣି ଫେରିବ କି କରୋନା? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କୋଭିଡ-୧୯ ଭାରତକୁ ପୁଣି ଥରେ ଫେରିବାକୁ ଯାଉଛି।ଏନେଇ ସତର୍କ ରହିବାକୁ ସଚେତନ କରିଛନ୍ତି ବିଶେଷଜ୍ଞ। ୨୦୨୦-୨୧ ମଧ୍ୟରେ ଦେଶ କୋଭିଡ ମହାମାରୀରେ ସଂକ୍ରମିତ ହୋଇଥିଲା। ଏବେ ପୁଣି ଥରେ କୋଭିଡ-୧୯ ବ୍ୟାପୁଥିବା ଦେଖିବାକୁ ମିଳୁଛି। ସୂଚନା ଅନୁସାରେ, ଆମେରିକାରୁ ଦକ୍ଷିଣ…

ମଲିଉଡ୍‌ର ଡାର୍ଟି ପିକଚର୍‌

ନୂଆଦିଲ୍ଲୀ: ଉନ୍ନତ କଳାତ୍ମକ ଫିଲ୍ମ ପାଇଁ ପ୍ରସିଦ୍ଧ ମାଲୟଲମ ଫିଲ୍ମ ଇଣ୍ଡଷ୍ଟ୍ରି ବା ମଲିଉଡରେ ଏବେ ହଇଚଇ । ଯୈାନ କେଳେଙ୍କାରୀ ନେଇ ଉଠୁଛି ପଡୁଛି ମଲିଉଡ୍ । ଜଷ୍ଟିସ ହେମା କମିଟି ରିପୋର୍ଟ ସାର୍ବଜନୀନ ହେବା ପରେ ମଲିଉଡରେ ଯୈାନ ଶୋଷଣ, କାଷ୍ଟିଂ କାଉଚ୍ ନେଇ ସୃଷ୍ଟି ହୋଇଛି ଆଲୋଡନ ।…

ପତଞ୍ଜଳିର ଶାକାହାରୀ ଟୁଥପେଷ୍ଟରେ ରହିଛି କି ଆମିଷ ତତ୍ବ, ଜାଣନ୍ତୁ…

ନୂଆଦିଲ୍ଲୀ: ପୁଣି ଅଡୁଆରେ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି।ପତଞ୍ଜଳିର 'ଦିବ୍ୟ ଦନ୍ତ ମଞ୍ଜନ'କୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି ଯେ ଏହି ପ୍ରଡକ୍ଟରେ ନନ୍ ଭେଜ୍ ତତ୍ବ ଅଛି। ଆଡଭୋକେଟ୍ ଯତୁନ୍ ଶର୍ମା ଅଭିଯୋଗ କରିଛନ୍ତି ଯେ…

କୋଲକତା ଦୁଷ୍କର୍ମ-ହତ୍ୟା ମାମଲା; ଅଭିଯୁକ୍ତ ସଞ୍ଜୟକୁ ରୁଚୁନି ଜେଲର ଖାଦ୍ୟ, ଅର୍ଡର କଲା ଏହି ଖାଇବା

କୋଲକତା: କୋଲକତା ଆର.ଜି କର ନମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ବର୍ତ୍ତମାନ କୋଲକାତାର ପ୍ରେସିଡେନ୍ସି ସୁଧାର ଗୃହରେ ଅଛି । ସେ ଜେଲରେ ରୁଟି ଏବଂ ତରକାରୀ ଖାଇବାକୁ ମନା କରି ଦେଇଛି ଏହା ବଦଳରେ ଅଭିଯୁକ୍ତ ସଞ୍ଜୟ ଅଣ୍ଡା…