Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯୋଗୀ ନୁହଁନ୍ତି, ଶାହ ପସନ୍ଦ

ନୂଆଦିଲ୍ଲୀ: ବିଜେପିରେ ନରେନ୍ଦ୍ର ମୋଦିଙ୍କ ପରେ କିଏ ହେବ ତାଙ୍କ ଉତ୍ତରାଧିକାରୀ ? କାହା ଉପରେ ଅଧିକ ଭରସା କରିବ ବିଜେପି ? ପ୍ରଧାନମନ୍ତ୍ରୀ ଭାବେ ତୃତୀୟ କାର୍ଯ୍ୟକାଳ ସରିବା ଆଗରୁ ମୋଦିଙ୍କୁ ୭୫ରୁ ବର୍ଷରୁ ଅଧିକ ବୟସ ହୋଇସାରିଥିବ । କେବଳ ରାଜନୈତିକ ବିଶେଷଜ୍ଞ ନୁହଁନ୍ତି, ବିଜେପି…

ଦିଲ୍ଲୀରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଚଳିତ ଅଗଷ୍ଟ ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଚଳିତବର୍ଷର ବର୍ଷା । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ରିପୋର୍ଟ ମୁତାବକ, ସର୍ବାଧିକ ବର୍ଷା ଚଳିତ ମାସ ଅର୍ଥାତ୍ ଅଗଷ୍ଟ ମାସରେ ହୋଇଛି । ସହରରେ ୨୨ ଦିନ ଭିତରେ ୨୬୯.୯ ମିଲିମିଟର ବର୍ଷା ହୋଇଛି । ତେବେ ଏହା ଗତ ଦଶ ବର୍ଷରେ ସର୍ବାଧିକ ବର୍ଷା…

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନେସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୟୁକ୍ରେନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ l ପୋଲାଣ୍ଡରୁ ୧୦ ଘଣ୍ଟିଆ ଟ୍ରେନ୍ ଯାତ୍ରା କରି କିଭରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l କିଭ୍‌ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟକୁ ଭେଟିଛନ୍ତି। ଏହି ସମୟରେ ଭାରତ ମାତା କି…

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା: ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲା ଅଭିଯୁକ୍ତ ସଞ୍ଜୟ

କୋଲକତା: କୋଲକାତାର ଆର.ଜି କର ମେଡିକାଲର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ସଞ୍ଜୟ ରୟ ର ରିମାଣ୍ଡ ଅବଧି ଆଜି ଶେଷ ହୋଇଛି । ଏହା ପରେ କୋଲକାତାର ଗୋଟିଏ କୋର୍ଟ ତା’କୁ ୧୪ ଦିନ ପାଇଁ ଆଜି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି । ଗିରଫ ପରେ ସିବିଆଇ ହେପାଜତରେ…

ଡ଼ିଜିସିଏର କଡା କାର୍ଯ୍ୟାନୁଷ୍ଠାନ, ଏୟାର ଇଣ୍ଡିଆକୁ ୯୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ଡ଼ିଜିସିଏର ବଡ କାର୍ଯ୍ୟାନୁଷ୍ଠାନ l ଅଣ-ଯୋଗ୍ୟ କ୍ରୁ ସଦସ୍ୟଙ୍କ ସହ ବିମାନ ଚଳାଚଳ ପାଇଁ ଏୟାର ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡ଼ିଜିସିଏ । ଏୟାର ଇଣ୍ଡିଆ ଉପରେ 90 ଲକ୍ଷ ଟଙ୍କା ଜରିମାନା କରିଛି ଡ଼ିଜିସିଏ l ଏହା ବ୍ୟତୀତ ଏୟାର ଇଣ୍ଡିଆର ଡାଇରେକ୍ଟର…

ଖୁବଶୀଘ୍ର ଭାରତର ଆଣବିକ ଅସ୍ତ୍ରଶସ୍ତ୍ରରେ ସାମିଲ ହେବ ଅସ୍ତ୍ର ଏମକେ-୨, ଜାଣନ୍ତୁ କ’ଣ ରହିଛି ବିଶେଷତ୍ବ

ନୂଆଦିଲ୍ଲୀ: ଭାରତ ଖୁବଶୀଘ୍ର ବାୟୁସେନାରେ ଅସ୍ତ୍ର ଏମକେ-୨ ମିସାଇଲକୁ ଅନ୍ତର୍ଭୁକ୍ତ କରିବ । ଏହାକୁ ରାଫେଲ ଯୁଦ୍ଧ ବିମାନରେ ସ୍ଥାପନ କରାଯିବ । ଏହା ରଡାର ପରିବର୍ତ୍ତନ କରୁଥିବା ବିମାନକୁ ମଧ୍ୟ ଆକାଶରେ ନଷ୍ଟ କରିବାରେ ସକ୍ଷମ ହେବ । ଏହା ସହିତ ତେଜସ୍ ମାର୍କ ୧ଏ ଏବଂ ତେଜସ୍…

ଅନ୍ଧବିଶ୍ୱାସକୁ ରୋକିବା ପାଇଁ ତିଆରି ହେଲା କଠୋର ନିୟମ, ଜାଣନ୍ତୁ କେଉଁ ରାଜ୍ୟରେ ଅଧିକ ହୁଏ ବ୍ଲାକ୍ ମ୍ୟାଜିକ୍

ନୂଆଦିଲ୍ଲୀ: କଳା ଯାଦୁ ବା ଗୁଣିଗାରେଡ଼ିକୁ ରୋକିବା ପାଇଁ ଗୁଜୁରାଟ ସରକାର କଠୋର ନିୟମ ଆଣିଛନ୍ତି। ଗୁଜୁରାଟ ବିଧାନସଭାରେ ମନୁଷ୍ୟର ବଳିଦାନକୁ ରୋକିବାକୁ ଏକ ବିଲ୍ ପାରିତ ହୋଇଛି। ଏହି ବିଲ୍ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ଅମାନୁଷିକ କାର୍ଯ୍ୟ ବିରୁଦ୍ଧରେ କଠୋର ଦଣ୍ଡ ଏବଂ କଳା ଯାଦୁ…

ୟୁକ୍ରେନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ‘ଭାରତ ମାତା କି ଜୟ’ ଧ୍ବନିରେ ପ୍ରକମ୍ପିତ କିଭ୍ ମାଟି 

ନୂଆଦିଲ୍ଲୀ: ଦୁଇଦିନିଆ ପୋଲାଣ୍ଡ ଗସ୍ତ ସାରି ଶୁକ୍ରବାର ସକାଳେ ୟୁକ୍ରେନର ସ୍ବତନ୍ତ୍ର ରେଳ ‘ରେଲଫୋର୍ସ ଓ୍ବାନ’ ଯୋଗେ ଯାଇ ୟୁକ୍ରେନର ରାଜଧାନୀ କିଭିରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୯୯୧ରେ ୟୁକ୍ରେନର ସ୍ୱାଧୀନତା ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁକ୍ରେନ ଗସ୍ତ।…

ନଦୀକୁ ଖସିଲା ବସ, ୧୪ ଭାରତୀୟ ମୃତ

ନେପାଳ: ନେପାଳରେ ଅଘଟଣ ।  ୪୦ ଯାତ୍ରୀଙ୍କୁ ଧରି ଯାଉଥିବା ବସ୍‌ ନଦୀକୁ ଖସିପଡିଲା । ଫଳରେ ୧୪ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା । ଶୁକ୍ରବାର ପୋଖରାରୁ ନେପାଳ କାଠମାଣ୍ଡୁକୁ ଯାଉଥିବା ଏକ ଭାରତୀୟ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହାର ନମ୍ବର UP(ଉତ୍ତରପ୍ରଦେଶ)…

ଜେଲରୁ ବାହାରିବେ କି କେଜ୍ରିୱାଲ? ମୁଖ୍ୟମନ୍ତ୍ରୀଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ଵସ୍ତି ମିଳିବ କି ନାହିଁ ତାହା ଉପରେ ନଜର ରହିଛି । କାରଣ ଆଜି ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ ।…