Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲକ୍ଷପତି ଦିଦିଙ୍କ ପାଇଁ ୬ ହଜାର କୋଟିର ପ୍ୟାକେଜ୍ ରିଲିଜ କଲେ ମୋଦୀ

ଜଲଗାଓଁ: ମହାରାଷ୍ଟ୍ର ଜଲଗାଓଁରେ ‘ଲକ୍ଷପତି ଦିଦି’ ମହା ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଲକ୍ଷପତି ଯୋଜନା ଅଧିନରେ ୧୧ଲକ୍ଷ ନୂତନ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପଟେ ଏସଏଚଜି ମହିଳାଙ୍କ ପାଇଁ ୬ ହଜାର କୋଟିର ପ୍ୟାକେଜ୍‌…

ମହିଳା ବିରୋଧୀ ଅପରାଧୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବ: ମୋଦୀ

ନୂଆଦିଲ୍ଲୀ: କୋଲକାତାର ଆରଜୀ କର ମେଡିକାଲ ଆଣ୍ଡ ହସ୍ପିଟାଲର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । ମହିଳା ବିରୋଧୀ ଅତ୍ୟାଚାରକୁ ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ‘ଲକ୍ଷପତି ଦିଦି’ ସମ୍ମିଳନୀରେ କଡ଼ା…

କିପରି ହୁଏ ଆତଙ୍କବାଦୀଙ୍କ ଟ୍ରେନିଂ ? ଖୁଲାସା ହେଲା ଅଲ କାଏଦା ମଡ୍ୟୁଲର ପ୍ରଶିକ୍ଷଣ

ନୂଆଦିଲ୍ଲୀ: ନିକଟରେ ଅଲୱାରର ଚୋପାନାଗି ଅଞ୍ଚଳର ସାରେକଲା ଗ୍ରାମରୁ ଅଲ କାଏଦା ମଡ୍ୟୁଲର ସନ୍ଦିଗ୍ଧ ୬ ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଏହି ଲୋକମାନେ ଭୱାଡିର ଚୋପାନାଗି ଅଞ୍ଚଳରେ ଅବସ୍ଥିତ ଶିଳ୍ପାଞ୍ଚଳର ଏକ କଲୋନୀରେ ରହୁଥିଲେ। ସମସ୍ତେ ଛଅ ହଜାର ଟଙ୍କା ଭଡ଼ାରେ ଦୁଇଟି କୋଠରୀ…

କୋଲକାତା ଲଜ୍ଜା: ସିବିଆଇ ଜାଲରେ କିପରି ଫସିଲେ ସନ୍ଦୀପ ଘୋଷ ?

କୋଲକାତା: ସନ୍ଦୀପ ଘୋଷଙ୍କ ଘରେ ସିବିଆଇ ରେଡ୍‌ କରିଛି। ଆର୍‌.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ସିବିଆଇ ଚଢାଉ କରିଛି। ଦୁର୍ନୀତି ଅଭିଯୋଗରେ କୋଲକାତାର ୧୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଅନ୍ୟପଟେ ଅଭିଯୁକ୍ତ ସଞ୍ଜୟ ରୟର ପଲିଗ୍ରାଫ…

ୟୁପିର ବିଜନୋରରେ ଦୁଇ ଖଣ୍ଡ ହେଲା କିସାନ ଏକ୍ସପ୍ରେସ

ଲକ୍ଷ୍ନୌ: ୟୁପିର ବିଜନୋରରେ କିସାନ ଏକ୍ସପ୍ରେସ ଦୁଇଟି ଭାଗରେ ବିଭକ୍ତ ହୋଇଯାଇଛି। ଇଞ୍ଜିନ୍ ପ୍ରାୟ ୧୩ଟି ବଗିକୁ ନେଇ ୪ କିଲୋମିଟର ଆଗକୁ ଚାଲିଯାଇଥିଲା। ଫଳରେ ୮ଟି ବଗି ପଛରେ ରହିଯାଇଥିଲା। ତେବେ ଦୁର୍ଘଟଣା ସମୟରେ ଟ୍ରେନର ଗତି ୮୦ ରୁ ୯୦ କିଲୋମିଟର ଥିଲା। କିସାନ ଏକ୍ସପ୍ରେସ (୧୩୩୦୭)…

ପୃଥିବୀ ପୃଷ୍ଠକୁ କେବେ ଫେରିବେ ସୁନୀତା ୱିଲିୟମ୍ସ ?

ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠକୁ ଫେରିବାକୁ ଆହୁରି କିଛି ମାସ ଅପେକ୍ଷା କରିବେ ସୁନୀତା ୱିଲିୟମ୍ସ। ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସଏସ୍‌)ରେ ଦୀର୍ଘ ୮୦ ଦିନ ଧରି ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋରଙ୍କ…

ପାକିସ୍ତାନରେ ବିସ୍ଫୋରଣ; ୨ ଶିଶୁ ସମେତ ୩ ମୃତ, ୧୬ ଗୁରୁତର

ଇସଲାମାବାଦ: ଶନିବାର ପାକିସ୍ତାନର ବାଲୁଚିସ୍ତାନର ପିଶିନ୍ ଜିଲ୍ଲାରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୨ ଶିଶୁ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବଲୋଚିସ୍ତାନ ପିଶିନ ଜିଲ୍ଲାର ଏକ ଥାନା ନିକଟରେ ବିସ୍ଫୋରଣ ହୋଇଛି।…

ମେସେଜିଂ ଆପ୍‌ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ଅଟକ, ପୂର୍ବରୁ ଗିରଫ ୱାରେଣ୍ଟ ଜାରି କରିଥିଲା ଫ୍ରାନ୍ସ

ନୂଆଦିଲ୍ଲୀ: ମେସେଜିଂ ଆପ୍‌ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ଅଟକ। ଫ୍ରାନ୍ସର ବର୍ଗେଟ ବିମାନ ବନ୍ଦରରେ ପଲ୍ ଡୁରୋଭଙ୍କୁ ଅଟକ ରଖିଲା ପୋଲିସ। ପ୍ରାଇଭେଟ୍‌ ଜେଟରେ ଆଜରବାଇଜାନ ଯିବା ବେଳେ ଡୁରୋଭ ଅଟକ ହୋଇଛନ୍ତି। ପଲ୍ ଡୁରୋଭ ନାଁରେ ପୂର୍ବରୁ ଗିରଫ ୱାରେଣ୍ଟ ଜାରି କରିଥିଲା ଫ୍ରାନ୍ସ ।…

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଯୋଜନା ‘ବିଜ୍ଞାନ ଧାରା’କୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ତିନୋଟି ପ୍ରମୁଖ ଯୋଜନାକୁ ଜାରି ରଖିବାକୁ ମଞ୍ଜୁରି ମିଳିଛି । ଏସବୁ ଯୋଜନାକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ (ଡିଏସଟି)ର ‘ବିଜ୍ଞାନ ଧାରା’ ନାମକ ଏକ ସମନ୍ୱିତ…

ଆସାମରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, କ୍ରାଇମସିନ୍ ରିକ୍ରିଏଟ୍ ବେଳେ ପୋଖରୀକୁ ଡେଇଁଲା ଅଭିଯୁକ୍ତ

ଆସାମ: ଆସାମରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବେ ରାଜ୍ୟବ୍ୟାପୀ ଆକ୍ରୋଶ ସୃଷ୍ଟି କରିଛି । ପୋଲିସ ହାତରେ ଧରା ପଡିଥିବା ଅଭିଯୁକ୍ତର ନାଟକୀୟ ଭାବେ ମୃତ୍ୟୁ ହୋଇଛି । କ୍ରାଇମସିନକୁ ନିଆଯାଉଥିବା ବେଳେ ଖସି ପଳାଇବାକୁ ଚେଷ୍ଟା କରୁଥିଲା ଅଭିଯୁକ୍ତ ତଫିକୁଲ୍ ଓରଫ ତଫଜୁଲ୍ । ହେଲେ ଏକ…