Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନା ଜେଲ ନା ଫାଶୀ… ପୁରାଣ କହୁଛି ମୃତ୍ୟୁ ପରେ ଦୁଷ୍କର୍ମକାରୀଙ୍କୁ ମିଳେ…..

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଯେଉଁଭଳି ଭାବେ ନରହନ୍ତା ରାକ୍ଷସ ସଂଜୟ ଦୁଷ୍କର୍ମ କରି କିଲବିଲ କରି ମାରିଛି ସେଥିରେ ଏବେ ଦେଶର ବୁକୁ ଫାଟିପଡୁଛି । ଏହି ମାମଲାରେ ଦେଶବାସୀ ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି । ତେବେ…

ଅମୃତସରରେ ଏନଆରଆଇଙ୍କ ଘରେ ପଶି ଗୁଳିମାଡ କଲେ ଦୁର୍ବୁତ୍ତ

ଅମୃତସର: ଆମେରିକାରୁ ଫେରିଥିବା ଜଣେ ଭାରତୀୟ (ଏନଆରଆଇ)ଙ୍କ ବାସଭବନରେ ପଶି ଗୁଳିମାଡ କରିଛନ୍ତି ଦୁଇ ବନ୍ଧୁକଧାରୀ ବ୍ୟକ୍ତି। ପଞ୍ଜାବର ଅମୃତସରର ଡାବୁରଜୀ ଅଞ୍ଚଳରେ ଘଟିଥିବା ଏହି ଘଟଣାର ପୂରା ଭିଡିଓ ସିସିଟିଭିରେ କଏଦ ହୋଇଛି। ସୂଚନା ଅନୁଯାୟୀ, ନିକଟରେ ଆମେରିକାରୁ ଫେରିଥିଲେ ସୁଖଚେନ…

ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ପୁଣେ: ପୁଣେ ଜିଲ୍ଲାର ପାଉଡ ଗ୍ରାମ ନିକଟରେ ଶନିବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରଟି ଏକ ପ୍ରାଇଭେଟ ବିମାନ କମ୍ପାନୀର ହୋଇଥିବା ବେଳେ ଏହା ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା। ଏହି ହେଲିକପ୍ଟରରେ ୪ ଜଣ ବ୍ଯକ୍ତି ଥିଲେ। ପୁଣେ ରୁରାଲ୍ ପୋଲିସ ଏସପି ପଙ୍କଜ…

କାହିଁକି ଭଙ୍ଗାହେଲା ନାଗାର୍ଜୁନଙ୍କ କନଭେନ୍‌ସନ ସେଣ୍ଟର… 

ହାଇଦ୍ରାବାଦ: ବଲିଉଡ ତଥା ସାଉଥ ସିନେମାର ଲୋକପ୍ରିୟ ଅଭିନେତା ନାଗାର୍ଜୁନ ଅକ୍କିନେନିଙ୍କ ଘରେ ଚାଲିଛି ବୁଲଡୋଜର। ନାଗାର୍ଜୁନଙ୍କ ଏନ. କନଭେନ୍‌ସନ ସେଣ୍ଟରକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ସ୍ଥାନୀୟ ଜଳାଶୟ, ତମ୍ମିଡି ଚେରେଭ ଉପରେ କବଜା କରି ଏହି କନଭେନସନ୍ ସେଣ୍ଟରକୁ ଅବୈଧ…

୫୦ ହଜାର ଦେବ କହି ୫ ହଜାର ଦେଲେ, ସରକାରକୁ ବିରୋଧୀ ଦଳ ନେତାଙ୍କ ଟାର୍ଗେଟ୍

ଭୁବନେଶ୍ଵର: ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ନେତା ନବୀନ ପଟ୍ଟନାୟକ। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ନବୀନ କହିଛନ୍ତି ଯେ, ନିର୍ବାଚନ ବେଳେ ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି 'ଗ୍ୟାରେଣ୍ଟି' ଦେଇଥିଲା। କିନ୍ତୁ…

ଆସିଲା ଚାଞ୍ଚଲ୍ୟକର ତଥ୍ୟ, କଲେଜରେ ଚାଲିଥିଲା ସେକ୍ସ୍ ରାକେଟ

ନୂଆଦିଲ୍ଲୀ: ଦିନ କୁ ଦିନ ଜଟିଳ ହେବାରେ ଲାଗିଛି କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା। ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଉକ୍ତ ଘଟଣାରେ ଆଜି ୫ଜଣଙ୍କର ପଲିଗ୍ରାଫ ଟେଷ୍ଟ ହେଉଥିବା ବେଳେ ସେପଟେ ସାମ୍ନାକୁ ଆସିଛ ସିସିଟିଭି ଫୁଟେଜ। ଏହରିଭିତରେ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ…

ଆସନ୍ତା ୨୮ରେ ସାରା ଦେଶରେ ବନ୍ଦ ରହିବ ବ୍ୟାଙ୍କ: ଜାଣନ୍ତୁ କାରଣ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୨୮ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ। ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷ ଏହି ଡାକରା ଦିଆଯାଇଛି। ସାରା ଦେଶରେ ଏହି ଧର୍ମଘଟ ପାଳନ କରାଯିବ ବୋଲି ସୂଚନା ଦେଇଛି ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘର ଜାତୀୟ ସାଧାରଣ ସମ୍ପାଦକ ସି.ଏଚ. ଭେଙ୍କଟାଚଳମ୍।…

ମୋଦି ଓ ଯୋଗୀଙ୍କୁ ପ୍ରଶଂସା କରି ହଟହଟା ମହିଳା; ତଲାକ୍ ଦେଲେ, ଜୀବନରୁ ମାରି… 

ବାହରାଇଚ: ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ଜଣେ ମହିଳା ହଟହଟା ହୋଇଛନ୍ତି। ମହିଳା ଙ୍କ ସ୍ୱାମୀ ତାଙ୍କୁ ତିନ ତଲାକ୍ ଦେଇଛନ୍ତି। କେବଳ ଏତିକି ନୁହେଁ ତାଙ୍କ ଜୀବନ ନେବାକୁ ସ୍ୱାମୀ ଚେଷ୍ଟା ମଧ୍ୟ କରିଥିଲେ। ଏହି ମାମଲା ସାମ୍ନାକୁ ଆସିବା ପରେ ପୋଲିସ…

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍

କୋଲକାତା: କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍। ଅଭିଯୁକ୍ତ ସଞ୍ଜୟ ରୟ ହସ୍ପିଟାଲର ଚତୁର୍ଥ ମହଲାରେ ଥିବା ସେମିନାର ହଲକୁ ଯାଉଥିବା ଭିଡିଓରେ ନଜର ଆସିଛି। ସିସିଟିଭି ଫୁଟେଜ୍ ଅନୁଯାୟୀ, ସେହି କାଳ ରାତିରେ ସେମିନାର୍ ହଲ୍କୁ…

ଖୁବ୍ ଶୀଘ୍ର ଚାଲିବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍, ରହିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଚଳିତବର୍ଷ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ୨୦୧୯ ରେ ଆରମ୍ଭ ହୋଇଥିବା ଚେୟାର-କାର୍ ଟ୍ରେନ୍ ପରେ ଏହା ଭାଣ୍ଡେ ଭାରତ ସିରିଜର ତୃତୀୟ ସଂସ୍କରଣ ହେବ । ଗୁଜୁରାଟରେ ବନ୍ଦେ ଭାରତ ସ୍ଲିପର ଟ୍ରେନର ପ୍ରଥମ…