Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସଚିନଙ୍କ ରେକର୍ଡ ଭାଙ୍ଗିଲେ କମ୍ପ୍ୟୁଟର ଅପେରେଟର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଦିଲ୍ଲୀର ଜଣେ କମ୍ପ୍ୟୁଟର ଅପେରେଟର ଭାଙ୍ଗି ଦେଇଛନ୍ତି । ବିଶ୍ୱାସ ନ ହେଲେ ଏହା ସତ । ଅବଶ୍ୟ ୪୩ ବର୍ଷୀୟ ବିନୋଦ ଚୌଧୁରୀ କ୍ରିକେଟ ପଡିଆରେ ସଚିନଙ୍କ ରେକର୍ଡ ଭାଙ୍ଗି ନାହାନ୍ତି । ସଚିନଙ୍କ ନାମରେ ଓଭରାଲ ୧୯…

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମମତା

କୋଲକାତା: କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲକାତା ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସାରା ଦେଶର କଥା କହି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମମତା । ମମତା…

୧୫୬ ଔଷଧକୁ ବ୍ୟାନ କଲେ ସରକାର, ଜାଣନ୍ତୁ କେଉଁ ସବୁ ମେଡିସିନ ସାମିଲ

ନୂଆଦିଲ୍ଲୀ: ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡ଼ିକୁ ଗୁରୁବାର ଭାରତ ସରକାର ଏକ ବଡ ଝଟକା ଦେଇଛନ୍ତି। ୧୫୬ ଔଷଧର ଫିକ୍ସଡ ଡୋଜ ମିଶ୍ରଣକୁ ସରକାର ବ୍ୟାନ କରିଛନ୍ତି। ଏଥିରେ ଆଣ୍ଟିବାୟୋଟିକ୍, ଯନ୍ତ୍ରଣା ନିବାରକ ଏବଂ ମଲ୍ଟିଭିଟାମିନ୍ ଅନ୍ତର୍ଭୁକ୍ତ। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ…

ତୃତୀୟ ସନ୍ତାନ ଜନ୍ମ ହେଲେ ଏହି ସମାଜ ଦେବ ୫୧ ହଜାର ଟଙ୍କା

ଜୟପୁର: ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଶିକ୍ଷିତ ସମାଜ କମରୁ କମ ସନ୍ତାନ ଚାହୁଁଛନ୍ତି । ତେବେ ରାଜସ୍ଥାନର ମାହେଶ୍ୱରୀ ସମାଜ ଏକ ଅଦ୍ଭୁତପୂର୍ବ ଘୋଷଣା କରିଛି । କିଶନଗଡରେ ଆୟୋଜିତ ସମ୍ମିଳନୀରେ ଘୋଷଣା କରାଯାଇଛି ଯେ, ମାହେଶ୍ୱରୀ ସମାଜର ମହିଳା ତୃତୀୟ ସନ୍ତାନର ଜନନୀ ହେଲେ ୫୧ ହଜାର ଟଙ୍କା…

ଭାଇରାଲ ହେଉଛି ନିଆରା ବିବାହ ନିମନ୍ତ୍ରଣ କାର୍ଡ; ଦେଖିଲେ ଲାଗିବ ପରୀକ୍ଷା ପ୍ରଶ୍ନପତ୍ର…

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ଏକ ଦମ୍ପତିଙ୍କ ନିଆରା ବିବାହ କାର୍ଡ ଭାଇରାଲ ହେବାରେ ଲାଗିଛି। ନିମନ୍ତ୍ରଣ କାର୍ଡ ଜରିଆରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଏହି ଦମ୍ପତି। ଯାହାକୁ ଦେଖିଲେ ପାରମ୍ପାରିକ କାର୍ଡ ଅପେକ୍ଷା ଏହା ଏକ ପରୀକ୍ଷା ପ୍ରଶ୍ନ ପତ୍ର ଭଳି ମନେ ହେବ। ପଶ୍ଚିମ ଗୋଦାବରୀ…

ଏଣିକି ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ପ୍ୟାକେଟରେ ରହିବନି ଏ୧ ଓ ଏ୨ ଲେବଲ୍

ନୂଆଦିଲ୍ଲୀ: ଏଣିକି ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ପ୍ୟାକେଟରେ ଏ୧ ଓ ଏ୨ ଲେବଲ୍ ଲେଖିଲେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ । ସମସ୍ତ ପ୍ରକାରର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟରେ ଏ୧ ଓ ଏ୨ ଲେବଲ୍ ଲେଖିବାକୁ ବାରଣ କରିଛି ଏଫ୍ଏସଏସଏଆଇ ।…

୨୦୦ମି.ଗଭୀର ଖାଇକୁ ଖସିଲା ବସ, ୬ ମୃତ

ଲେହ: ଲେହର ଦୁର୍ଗୁକ୍ ଅଞ୍ଚଳରେ ଗୁରୁବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୨୦୦ମିଟର ଗଭୀର ଖାଇକୁ ଖସିପଡ଼ିଥିଲା। ପ୍ରାରମ୍ଭିକ ସୂଚନାନୁସାରେ ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା…

ସୁପ୍ରିମକୋର୍ଟ ଦେଲେ ଆଶ୍ବାସନା; ଆନ୍ଦୋଳନରୁ ଓହରିଲେ ଡାକ୍ତର

କୋଲକାତା: ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ନେଇ ଡାକ୍ତରମାନେ ନିଜର ସୁରକ୍ଷା ପୀଡିତାଙ୍କୁ ନ୍ୟାୟ ଦାବିରେ ଦୀର୍ଘ ୧୧ ଦିନ ହେବ ଆନ୍ଦୋଳନ ଜାରି ରଖିଥିଲେ । ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏନେଇ…

କୋଲକାତା ଲଜ୍ଜାରେ କହୁ କହୁ ଲୁହରେ ଭିଜିଗଲା ଗାୟିକା ଉଷାଙ୍କ ଆଖି

କୋଲକାତା: ଆରଜି କର ମେଡିକାଲ କଲେଜରେ ଯାହା ଘଟିଛି ତାହା ପୁଣି ଥରେ ଦେଶରେ ମହିଳାଙ୍କ ସୁରକ୍ଷା ଉପରେ ଏକ ବଡ ପ୍ରଶ୍ନବାଚୀ ଲଗାଇଛି । ଡାକ୍ତରଙ୍କ ସୁରକ୍ଷା ଓ ପୀଡିତାଙ୍କୁ ନ୍ୟାୟ ପାଇଁ ବିକ୍ଷୋଭ ପ୍ରର୍ଦଶନ କରୁଛନ୍ତି ଡାକ୍ତର ଓ ନର୍ସି ଷ୍ଟାଫ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏଥିରେ…

ଅଭିନୟ ଜଗତରେ ଏଣ୍ଟ୍ରି କରିବେ କି ରାହୁଲ ଦ୍ରାବିଡ଼? 

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆରେ ଦି ୱାଲ୍ ଭାବେ ଜଣାଶୁଣା କ୍ରିକେଟର ରାହୁଲ ଦ୍ରାବିଡ଼ ଏବେ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି। ଦ୍ରାବିଡ଼ ନିଜେ ଏନେଇ ହିଣ୍ଟସ ଦେଇଛନ୍ତି। କେବଳ ଏତିକି ନୁହେଁ, ସେ ଯେଉଁ ଫିଲ୍ମରେ ଅଭିନୟ କରିବାକୁ ଚାହୁଁଛନ୍ତି ସେ ବିଷୟରେ ମଧ୍ୟ…