Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାରାଷ୍ଟ୍ର ଶାସକ ମେଂଟରେ ଆସନ ଭାଗବଂଟା କେଁ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ସବୁ ଦଳ ଆରମ୍ଭ କରିଦେଲେଣି ପ୍ରସ୍ତୁତି। ଶାସକ ମହାୟୁତି ଓ ବିରୋଧୀ ମହା ବିକାଶ ଅଘାଡି ଆସନ ବୁଝାମଣାରେ ବ୍ୟସ୍ତ। ଦୁଇ ମେଂଟର ଅଂଶୀଦାର ଦଳ ମଧ୍ୟରେ ଆସନ…

ରାହୁଲଙ୍କ ବୟାନବାଜିକୁ ଶାହଙ୍କ କଡା କାଉଣ୍ଟର

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ରାହୁଲ ଗାନ୍ଧିଙ୍କ ବିଭିନ୍ନ ବୟାନକୁ ନେଇ ଚର୍ଚ୍ଚା। ଅନେକ ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କ ବୟାନକୁ ନେଇ ବିଜେପି ଖଡ୍ଗହସ୍ତ। ଭାରତରେ ଶିଖ୍ ଅଧିକାର ସଂପର୍କିତ ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧିଙ୍କୁ ଘେରିଛି ବିଜେପି। ଏବେ ଲୋକସଭାରେ ବିରୋଧୀ ଦଳ ନେତାଙ୍କ…

ଏଣିକି ୨୦ କିମି. ଯାଏଁ ଏସବୁ ଗାଡି ପାଇଁ ଟୋଲ୍ ଫ୍ରି

ନୂଆଦିଲ୍ଲୀ: ଯଦି ଆପଣ ପ୍ରତିଦିନ ଆପଣଙ୍କ ଗାଡିରେ ୨୦ କିଲୋମିଟର କିମ୍ବା ତା’ଠାରୁ କମ୍ ଯାତ୍ରା କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସି ଖବର। ରାଜପଥ ଏବଂ ଏକ୍ସପ୍ରେସୱେରେ କାର ଯୋଗେ ଯାତ୍ରା କରୁଥିବା ଲୋକମାନେ ଏଥିରୁ ଉପକୃତ ହେବାକୁ ଯାଉଛନ୍ତି। ଏହି ରାସ୍ତାରେ ଡ୍ରାଇଭରମାନଙ୍କୁ ୨୦…

ହଠାତ୍ କୋଚିଂ ସେଣ୍ଟରରେ ପଶି ଛାତ୍ରୀଙ୍କୁ ଗୁଳି ମାରିଲେ ଛାତ୍ର

ମୁଜାଫରପୁର: ହଠାତ୍ କୋଚିଂ ସେଣ୍ଟରରେ ପଶି ଛାତ୍ରୀଙ୍କୁ ଗୁଳି ମାରିଲେ ଛାତ୍ର। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବିହାରର ମୁଜାଫରପୁରରେ। ସୂଚନା ଅନୁଯାୟୀ, କୋଚିଂ ସେଣ୍ଟରରେ ପିଲାମାନେ ପାଠପଢ଼ାରେ ବ୍ୟସ୍ତ ଥିଲେ। ଦଶମ ଶ୍ରେଣୀର ଜଣେ ଛାତ୍ର ଏକ କୋଚିଂ ସେଣ୍ଟର ଭିତରେ ପଶିଥିଲା। ଆଉ…

ଭୂକମ୍ପ ଝଟକାରେ ଥରିଲା ଦିଲ୍ଲୀ-ଏନସିଆର, ପାକିସ୍ତାନରେ କେନ୍ଦ୍ର ସ୍ଥଳୀ 

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବୁଧବାର ଦିନ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ରେକର୍ଡ କରାଯାଇଥିଲା। ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ର ସ୍ଥଳୀ ପାକିସ୍ତାନରେ ରହିଥିଲା। ଇସଲାମାବାଦ ଏବଂ ଲାହୋରରେ ମଧ୍ଯ ଏହି ଭୂକମ୍ପର ଝଟକା ଅନୁଭୂତ…

ମାଡି ଆସୁଛି ବିପଦ, ପୃଥିବୀକୁ ଧ୍ୱଂସ କରିବ ‘ଆପୋଫିସ୍’!

ନୂଆଦିଲ୍ଲୀ: ପୃଥିବୀ ଆଡ଼କୁ ମାଡି ଆସୁଛି ବିପଦ । ଏକ ବିଶାଳକାୟ ଗ୍ରହାଣୁ ପୃଥିବୀ ଆଡ଼କୁ ମାଡିଆସୁଛି। ଏହାର ମୁକାବିଲା ଲାଗି ବିଶ୍ୱର ସବୁ ଦେଶ ଏବେଠୁ ପ୍ରସ୍ତୁତି ଚଳାଇଛନ୍ତି। ଭାରତ ମଧ୍ୟ ଏଥିରେ ସାମିଲ ହୋଇଛି। ଇସ୍ରୋ ମୁଖ୍ୟ ଡ. ଏସ୍. ସୋମନାଥ ଏହି ଗ୍ରହାଣୁକୁ ନେଇ ଚିନ୍ତା ପ୍ରକଟ…

ଛାତରୁ ଡେଇଁ ଆତ୍ମହତ୍ୟା କଲେ ମଲାଇକାଙ୍କ ବାପା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବାପାଙ୍କ ସନ୍ଦେହଜନକ ମୃତ୍ୟୁ । ୬ ତାଲା ବିଲ୍ଡିଂ ଛାତରୁ ଡେଇଁ ମଲାଇକାଙ୍କ ବାପା ଅନିଲ ଅରୋରାଙ୍କ ମୃତ୍ୟୁ । ତେବେ ଛାତ ଉପରୁ ଡେଇଁ ଅନିଲ୍ ଅରୋରା ଆତ୍ମହତ୍ୟ କରିଥିବା ଚର୍ଚ୍ଚା । ବୁଧବାର ମୁମ୍ବାଇ ବାଣ୍ଡ୍ରା ସ୍ଥିତ ତାଙ୍କ ବାସଭବନର…

ଚନ୍ଦ୍ରରେ ହେବ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ !

ନୂଆଦିଲ୍ଲୀ: ଚନ୍ଦ୍ରରେ ହେବ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ! ଶକ୍ତିଶାଳୀ ଋଷ ଏହି ପରମାଣୁ ଶକ୍ତି ପ୍ରକଳ୍ପ ନିର୍ମାଣ କରିବାକୁ ଯାଉଛି। ଆଉ ଏହାକୁ ସମର୍ଥ କରିବ ଭାରତ ଓ ଚୀନ। ୨୦୩୫ ସୁଦ୍ଧା ଋଷ ଚନ୍ଦ୍ରରେ ଆଣବିକ ଶକ୍ତି କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରୁଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…

ରେଲୱେ ଟ୍ରାକରେ ହାଇଡ୍ରାମା; ସୁଇସାଇଡ୍ କରିବା ପାଇଁ ଧାରଣାରେ ଶୋଇ ପଡିଲେ

ପାଟନା: ଗତ ମଙ୍ଗଳବାର ଦିନ ମୋତିହାରୀ ରେଳ ଟ୍ରାକରେ ହାଇ ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା। କାରଣ ​​ସୁଇସାଇଡ୍ କରିବା ପାଇଁ ଧାରଣାରେ ଶୋଇ ରହିଥିଲେ ଜଣେ ଯୁବତୀ। ଯେଉଁଥିପାଇଁ 15556 ବାପୁଧାମ୍ ମୋତିହାରୀ-ପାଟଲିପୁତ୍ର ଅଭିମୁଖେ ଯାଉଥିବା ଲୋକାଲ ଟ୍ରେନ ଦୀର୍ଘ ସମୟ ଧରି ଅଟକି…

ୟୁଏସ୍ ପ୍ରେସିଡେନ୍ସିଆଲ ବିତର୍କ: ଅର୍ଥନୀତି ଓ ଗର୍ଭପାତକୁ ନେଇ ଟ୍ରମ୍ପ ଓ ହାରିସ ମୁହାଁମୁହିଁ

ୱାଶିଂଟନ: ରାଷ୍ଟ୍ରପତି ନିର୍ବାଚନ ପାଇଁ ୨ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ବିତର୍କ। ଡୋନାଲ୍ଡ ଟ୍ରମ୍ପ ଓ କମଲା ହାରିସଙ୍କ ମଧ୍ୟରେ ଏବେ ଜୋରଦାର ବିତର୍କ। ଅର୍ଥନୀତି ଓ ଗର୍ଭପାତକୁ ନେଇ ୨ ପ୍ରତିଦ୍ବନ୍ଦ୍ବୀ ହୋଇଛନ୍ତି ମୁହାଁମୁହିଁ। ଟ୍ରମ୍ପଙ୍କ ଗର୍ଭପାତ ଆଭିମୁଖ୍ୟକୁ ନେଇ ଘେରିଲେ କମଲା ହାରିସ।…