Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଛାତ୍ରନେତାରୁ ରାଜନେତା, ଜାଣନ୍ତୁ କିଭଳି ଥିଲା ସୀତାରାମ ୟେଚୁରୀଙ୍କ ରାଜନୈତିକ କ୍ୟାରିୟର

ନୂଆଦିଲ୍ଲୀ: ଆଉ ନାହାନ୍ତି ବରିଷ୍ଠ ସିପିଆଇଏମ୍ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୀତାରାମ ୟେଚୁରୀ । ଗୁରୁବାର ଦିଲ୍ଲୀ ଏମ୍ସରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଗତ ୧୯ ତାରିଖରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି…

ଏଣିକି ‘ଇଲେକସନ୍‌’ ଜରିଆରେ ବିଚାରପତି ନିଯୁକ୍ତି

ନୂଆଦିଲ୍ଲୀ: ଜନପ୍ରତିନିଧିମାନେ ତ ନିର୍ବାଚିତ ହୁଅନ୍ତି । ଅନେକ ଦେଶରେ ରାଷ୍ଟ୍ରପତି ମଧ୍ୟ ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି । କିନ୍ତୁ ନ୍ୟାୟାଳୟର ବିଚାରପତିମାନେ ସାଧାରଣ ଜନତାଙ୍କ ଭୋଟ୍ ଦ୍ୱାରା ନିର୍ବାଚିତ ହୋଇପାରିବେ କି ? କୌଣସି ଦେଶରେ ଏ ବିଚିତ୍ର ବ୍ୟବସ୍ଥା ଆଗରୁ…

ଭାରତର ଏହି ୫ଟି ରାଜ୍ୟରେ ରହିଛି ସବୁଠୁ ଅଧିକ ଜଙ୍ଗଲ …

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ପାଇଁ ଜଙ୍ଗଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଅମ୍ଳଜାନର ମୁଖ୍ୟ ଉତ୍ସ ସାଜିଥାନ୍ତି ଏହି ଜଙ୍ଗଲମାନେ l ଜଙ୍ଗଲ କେବଳ ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଘର ନୁହେଁ, ଜଳବାୟୁ, ଜମି ସଂରକ୍ଷଣ ଏବଂ ସ୍ଥାନୀୟ ସମ୍ପ୍ରଦାୟର ଜୀବନଶୈଳୀ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡିଥାଏ l…

ପ୍ରେସଭୁ ଆଇ ଡ୍ରପର ଲାଇସେନ୍ସ ବାତିଲ

ମୁମ୍ବାଇ: ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ବୁଧବାର ଦିନ ପ୍ରେସଭୁ ନାମକ ଏକ ଆଇ ଡ୍ରପର ଉତ୍ପାଦନ ଏବଂ ମାର୍କେଟିଂ ଲାଇସେନ୍ସକୁ ବାତିଲ କରିଦେଇଛି। ଏହି ଆଖି ଡ୍ରପ୍ ମୁମ୍ବାଇ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଏଣ୍ଟୋଡ୍ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ପ୍ରସ୍ତୁତ…

ଆରପାରିରେ ସୀତାରାମ ୟେଚୁରୀ

ନୂଆଦିଲ୍ଲୀ: ଆଉ ନାହାନ୍ତି ବରିଷ୍ଠ ସିପିଆଇଏମ୍ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୀତାରାମ ୟେଚୁରୀ । ଗୁରୁବାର ଦିଲ୍ଲୀ ଏମ୍ସରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ନିମୋନିଆରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ…

ଇନଷ୍ଟାଗ୍ରାମ ବନ୍ଧୁ ଠକି ନେଲେ ୧.୪୬ ଲକ୍ଷ ଟଙ୍କା

ଗୁରୁଗ୍ରାମ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ବନ୍ଧୁତା କରିବା ଜଣେ ମହିଳାଙ୍କୁ ମହଙ୍ଗା ପଡିଛି। ଉକ୍ତ ମହିଳା ଜଣକ ୧.୪୬ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପୋଲିସର ଅଭିଯୋଗ ଅନୁଯାୟୀ, ମହିଳା ଜଣକ ଇନଷ୍ଟାଗ୍ରାମରେ ଜଣେ ବ୍ଯକ୍ତିଙ୍କ ସହ ବନ୍ଧୁତା କରିଥିଲେ। ସେହି ବ୍ୟକ୍ତି…

ବଟର ଚିକେନ ବିବାଦରେ ପାକିସ୍ତାନର ଏଂଟ୍ରି

ନୂଆଦିଲ୍ଲୀ: ବଟର ଚିକେନ ବିବାଦରେ ଏବେ ପାକିସ୍ତାନର ଏଂଟ୍ରି ହୋଇଛି । ପୂର୍ବରୁ ଦିଲ୍ଲୀର ଦରିୟାଗଞ୍ଜ ଓ ମୋତିମହଲ ଏହି ବ୍ୟଞ୍ଜନ ସେମାନଙ୍କ ବୋଲି ଦାବୀ କରି କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ଏବେ ବି କେସ ବିଚାରଧୀନ ରହିଛି । ପାକିସ୍ତାନ ପେଶାୱରର ଏକ ହୋଟେଲ ଏବେ ଏହି ବିବାଦ ଭିତରେ ପ୍ରବେଶ…

ଆର୍ମି ଅଫିସରଙ୍କୁ ମାଡ଼ ମାରି ବାନ୍ଧବୀଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଇନ୍ଦୋରରେ ଆର୍ମି ଅଫିସରଙ୍କ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ। ସୂଚନା ଅନୁସାରେ ପିକ୍‌ନିକ୍‌ ପାଇଁ ପର୍ଯ୍ୟଟନସ୍ଥଳୀ ଜାମ୍ ଗେଟ୍ ରାଣୀ ଅହଲ୍ୟାବାଈ ବୁଲିବାକୁ ଯାଇଥିଲେ ୨ ଆର୍ମି ଅଫିସରଙ୍କ ସହ ତାଙ୍କର ୨ ମହିଳା ବାନ୍ଧବୀ। ସେମାନେ ଘରକୁ ଫେରିବା ବେଳେ ଘଟିଛି ଏହି ଅଘଟଣ।…

ନିର୍ବାଚନ ଯୋଗୁଁ ବଢିଗଲା କି ଆତଙ୍କବାଦୀଙ୍କ ଗତିବିଧି ? ସେନା ଗୁଳିରେ ୩ ସଶସ୍ତ୍ର ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଉଧମପୁର ବସନ୍ତଗଡ ଅଞ୍ଚଳରେ ବୁଧବାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଅଞ୍ଚଳରେ ୪ ଜଣ ସଶସ୍ତ୍ର ଆତଙ୍କବାଦୀ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷା ବାହିନୀ ଘେରି ରହିଛନ୍ତି । ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ୩…

ବରିଷ୍ଠଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଚିନ୍ତା: ଭାରତର ନୂଆ ପଦକ୍ଷେପ, ଅନ୍ୟ ଦେଶରେ କିଭଳି ରହିଛି?

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ସମ୍ପ୍ରସାରଣ କରିଛନ୍ତି କେନ୍ଦ୍ର ସରକାର। ଏହାଦ୍ୱାରା ୭୦ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ନାଗରିକଙ୍କୁ ଏଥିରେ ସାମିଲ କରିଛନ୍ତି କେନ୍ଦ୍ର ସରକାର। ଏପରି ପଦକ୍ଷେପ ନେଇ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବା ବେଳେ…