Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୁଣ୍ଡ ଉପରେ ସିସିଟିଭି, ଝିଅ ଉପରେ ୨୪ ଘଣ୍ଟା ନଜର !

ନୂଆଦିଲ୍ଲୀ: ପିଲାମାନେ ବଡ ହେବା ସହିତ ପିତାମାତାଙ୍କ ଚିନ୍ତା ମଧ୍ୟ ବଢିଯାଏ। ପିତାମାତାଙ୍କ ଦାୟିତ୍ୱ ସେମାନଙ୍କର ଯତ୍ନ ନେବା ଏବଂ ସେମାନଙ୍କୁ ଭୁଲ ରାସ୍ତାରେ ଯିବାକୁ ବାରଣ କରିବା। ଏଭଳି ପରିସ୍ଥିତିରେ ଅଭିଭାବକମାନେ ସେମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବାର ଦେଖାଯାଏ। ଏହାର…

ପୁଣି ଟ୍ରେନ ଦୁର୍ଘଟଣା ପାଇଁ ଷଡ଼ଯନ୍ତ୍ର, ସୋଲାପୁରରେ ଅଳ୍ପକେ ବର୍ତ୍ତିଲା ଟ୍ରେନ

ସୋଲାପୁର: ମହାରାଷ୍ଟ୍ରର ସୋଲାପୁରରେ ଏକ ମାଲବାହୀ ଟ୍ରେନକୁ ଓଲଟାଇବାକୁ ଷଡଯନ୍ତ୍ର ହୋଇଥିବା ସୂଚନା। ସୋଲାପୁରର କୁର୍ଡୁବାଡି ଷ୍ଟେସନ ଠାରୁ ପ୍ରାୟ ଏକ କିମି ଦୂରରେ ଥିବା ରେଳ ଟ୍ରାକରେ ଏକ ବଡ଼ ସିମେଣ୍ଟ ପଥର ଦେଖିବାକୁ ମିଳିଛି। ହେଲେ ଲୋକୋ ପାଇଲଟଙ୍କ ସତର୍କତା ଯୋଗୁ ଟ୍ରେନ…

ହରିୟାଣା ହୃଦୟରେ କିଏ?

ନୂଆଦିଲ୍ଲୀ: ହରିୟାଣାରେ ଅକ୍ଟୋବର ୫ରେ ବିଧାନସଭା ନିର୍ବାଚନ। ସାଧାରଣ ନିର୍ବାଚନ ପରେ ହେବାକୁ ଥିବା ହରିୟାଣା ନିର୍ବାଚନରେ କିଏ କରିବେ ବାଜିମାତ୍? ହରିୟାଣାର ହୃଦୟରେ କିଏ? ଗତ ଲୋକସଭା ନିର୍ବାଚନରେ ହରିୟାଣାର ମୋଟ୍ ୧୦ଟି ସିଟ୍ ମଧ୍ୟରୁ ଉଭୟ ବିଜେପି ଓ କଂଗ୍ରେସ ୫ଟି ଲେଖାଏଁ ଜିତିଛନ୍ତି ।…

ଧରା ପଡିଲା ପୁଣି ଏକ ମଣିଷ ଖିଆ ଗଧିଆ

ବାହାରିଚ୍: ଧରା ପଡ଼ିଲା ମଣିଷ ଖିଆ ଗଧିଆ । ଉତ୍ତର ପ୍ରଦେଶ ବାହାରିଚ୍ ଜିଲ୍ଲାରେ ଗତ ୨ ମାସ ଧରି ଆତଙ୍କ ଖେଳାଇ ଥିବା ଗଧିଆକୁ ଶେଷରେ କାବୁ କରିଛି ବନବିଭାଗ । ସ୍ଥାନୀୟ ଲୋକଙ୍କ ସହାୟତାରେ ବନ ବିଭାଗ ଗଧିଆକୁ ଧରିବାରେ ସଫଳ ହୋଇଛି । ଗତ ଦୁଇ ମାସରେ ବାହାରିଚ୍ ଜିଲ୍ଲାରେ ୧୭ ଜଣଙ୍କୁ ମାରିଛି…

ହରିୟାଣା, ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଏପରି କହିଲେ ରାହୁଲ…

ନୂଆଦିଲ୍ଲୀ: ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି ରାହୁଲ ଗାନ୍ଧୀ । ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଏବଂ ଆରଏସଏସ ଉପରେ କଡ଼ା ଆକ୍ରମଣ କରିଛନ୍ତି । ଏହା ବ୍ୟତୀତ ରାହୁଲ ଆଗାମୀ ହରିୟାଣା, ଜମ୍ମୁ-କଶ୍ମୀରରେ ହେବାକୁ ଥିବା ନିର୍ବାଚନରେ କିଏ ଜିତିବ ସେନେଇ ଭବିଷ୍ୟବାଣୀ…

ଡିଭୋର୍ସ ପରେ ପରଫ୍ୟୁମ ଲଞ୍ଚ କଲେ ରାଜକୁମାରୀ, ନାଁ ଦେଲେ…

ଦୁବାଇ: ଦୁବାଇର ରାଜକୁମାରୀ ଶେଖ ମହରା ମୋହମ୍ମଦ ରଶିଦ ଅଲ୍ ମକତୁମ ନୂଆ ପରଫ୍ୟୁମ ମାର୍କେଟ୍‌କୁ ଆଣିଛନ୍ତି। ସୋସିଆଲ୍ ମିଡିଆରେ ଛାଡପତ୍ର ଘୋଷଣା କରିବା ପରେ ରାଜକୁମାରୀ ଏବେ ଏକ ନୂଆ ପରଫ୍ୟୁମ ମାର୍କେଟ୍‌କୁ ଆଣିଛନ୍ତି।ଯାହାର ନାଁ ରହିଛି 'ଡିଭୋର୍ସ'। ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ…

୫୬ ଇଞ୍ଚ ଛାତି ଏବେ ଇତିହାସ ! ଆମେରିକାରେ ବିଜେପି ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ରାହୁଲ ଗାନ୍ଧୀ ଆମେରିକାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ କଡ଼ା ସମାଲୋଚନା କରିଛନ୍ତି। ‌ଟେକ୍ସାସରେ…

ବାୟା କଲା ମଦ ନିଶା; ପୋଲିସର ଆଖି ସାମ୍ନାରୁ ବୋହି ନେଲେ ମଦ ବୋତଲ 

ଗୁଣ୍ଟୁର: ପୋଲିସର ଆଖି ସାମ୍ନାରୁ ବୋହି ନେଲେ ମଦ ବୋତଲ। ଜବତ ହୋଇଥିବା ମଦ ବୋତଲକୁ ପୋଲିସ ଭାଙ୍ଗିବାକୁ ଯାଉଥିବା ବେଳେ ସହି ପାରିଲେନି ମଦ ପ୍ରେମୀ। ବହୁ ସଂଖ୍ୟାରେ ମାଡି ଆସି ଟେକି ନେଇଗଲେ ମଦ ବୋତଲା ଲୋକଙ୍କ ଏଭଳି କାରନାମା ଦେଖି ଚକିତ ହୋଇପଡିଥିଲେ ପୋଲିସ ଅଧିକାରୀ। ଏହି ଘଟଣା ଘଟିଛି…

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର: ଶସ୍ତା ହେଲା ଚିକିତ୍ସା

ନୂଆଦିଲ୍ଲୀ: କମିଲା କ୍ୟାନସର ଔଷଧ ଉପରେ ଜିଏସଟି ପରିମାଣ । କ୍ୟାନସର ପାଇଁ ମିଳୁଥିବା କିଛି ଔଷଧ ଉପରେ ଜିଏସଟି ପରିମାଣ କମିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସଟି କାଉନସିଲର ୫୪ତମ ବୈଠକରେ କିଛି ଏପରି ନିଷ୍ପତ୍ତି ହୋଇଛି । ଏଣିକି କ୍ୟାନସର ରୋଗରୁ ଉପଶମ ଦେଉଥିବା କେତେକ ଔଷଧ ଉପରେ…

ଆଜି ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ: ଜାତୀୟ ହାରକୁ ଟପିଗଲାଣି ଓଡିଶା

ଭୁବନେଶ୍ବର: ଆଜି ୱାର୍ଲଡ ସୁଇସାଇଡ ପ୍ରିଭେନ୍ସନ ଡେ ବା ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ। ଚଳିତବର୍ଷର ଥିମ୍ ରହିଛି ଚେଞ୍ଜିଙ୍ଗ୍ ଦ ନ୍ୟାରେଟିଭ୍ ଅନ୍ ସୁଇସାଇଡ୍। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢିବାରେ ଲାଗିଛି । ଖାସ୍ କରି ଯୁବପିଢିଙ୍କ…