Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ: ଜାତୀୟ ହାରକୁ ଟପିଗଲାଣି ଓଡିଶା

ଭୁବନେଶ୍ବର: ଆଜି ୱାର୍ଲଡ ସୁଇସାଇଡ ପ୍ରିଭେନ୍ସନ ଡେ ବା ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ। ଚଳିତବର୍ଷର ଥିମ୍ ରହିଛି ଚେଞ୍ଜିଙ୍ଗ୍ ଦ ନ୍ୟାରେଟିଭ୍ ଅନ୍ ସୁଇସାଇଡ୍। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢିବାରେ ଲାଗିଛି । ଖାସ୍ କରି ଯୁବପିଢିଙ୍କ…

ୟୁପି ପରେ ରାଜସ୍ଥାନର ପାଳି: ଦୁର୍ଘଟଣା ଘଟାଇବା ପାଇଁ ଟ୍ରାକରେ ସିମେଣ୍ଟ ବ୍ଲକ୍, ଅଳ୍ପକେ ବର୍ତ୍ତିଲା ଟ୍ରେନ

ଜୟପୁର: ଉତ୍ତରପ୍ରଦେଶର କାନପୁର ପରେ ଏବେ ରାଜସ୍ଥାନର ପାଳି। ଏକ ଟ୍ରେନ ଓଲଟାଇବା ପାଇଁ ଷଡ଼ଯନ୍ତ୍ରର ମାମଲା ସାମ୍ନାକୁ ଆସିଛି। ରାଜସ୍ଥାନର ଆଜମେର ଜିଲ୍ଲାରେ ଟ୍ରେନ ଦୁର୍ଘଟଣା କରେଇବା ପାଇଁ ହୋଇଥିଲା ବଡ ଷଡ଼ଯନ୍ତ୍ର। ରେଳ ଟ୍ରାକରେ ବିଭିନ୍ନ ସ୍ଥାନରେ ପ୍ରାୟ ୭୦ କେଜି ଓଜନର ସିମେଣ୍ଟ ବ୍ଲକ…

ଏନଏସ୍‌ଇ ବୁଲ୍ ପ୍ରତିମୂର୍ତି ଓ କଫି ଟେବୁଲ୍ ବୁକର ଉନ୍ମୋଚନ

ଭୁବନେଶ୍ୱର: ମହାରାଷ୍ଟ୍ର ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ ମୁମ୍ବାଇ ସ୍ଥିତ ଏନ୍‌ଏସ୍‌ଇ ମୁଖ୍ୟ କାର୍ଯ୍ୟାଳୟରେ ଏନ୍‌ଏସ୍‌ଇର ଏମ୍‌ଡି ଓ ସିଇଓ ଆଶିଷ ଚୌହ୍ୱାନଙ୍କ ସହ ଆଇକନିକ୍ ଏନ୍‌ଏସ୍‌ଇ ବୁଲ୍ ପ୍ରତିମୂର୍ତିକୁ ଉଦ୍‌ଘାଟନ କରିଛନ୍ତି। ଏଥିସହ 'ଦି ଜର୍ଣ୍ଣି ଅଫ ଏମ୍ପାୱାରିଂ ୧.୪ ବିଲିଅନ୍…

ଏନଆଇଏର ନୂଆ ଖୁଲାସା; ରାମମନ୍ଦିର ପ୍ରାଣ ପ୍ରତିଷ୍ଠାରେ ବିଜେପି ଅଫିସରେ ଆକ୍ରମଣ… 

ନୂଆଦିଲ୍ଲୀ: ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ବିଜେପି ଅଫିସରେ ଆକ୍ରମଣ ପାଇଁ ହୋଇଥିଲା ଷଡଯନ୍ତ୍ର। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ନିଜ ରିପୋର୍ଟରେ ଖୁଲାସା କରିଛି। ଜାନୁୟାରୀ ୨୨, ୨୦୨୪। ଏହି ଦିନ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା…

ଭାରତରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ସାମ୍ନାକୁ ଆସିଲା ମଙ୍କିପକ୍ସର ପ୍ରଥମ ମାମଲା । ଜଣେ ଯୁବକ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଶରୀରରୁ କ୍ଲେଡ ୨ ଭାଇରସ ଠାବ ହୋଇଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ମକ୍ସିପକ୍ସ ଚିହ୍ନଟ ହୋଇଥିବା ଯୁବକ ଜଣଙ୍କ ପଶ୍ଚିମ ଆଫ୍ରିକା…

ଏଠି ଦୁର୍ଘଟଣାର ଶିକାର ହେଲେ ପ୍ରଭୁ ଗଣେଶ ! 

ଗ୍ବାଲିୟର: ମଧ୍ୟପ୍ରଦେଶର ଗ୍ୱାଲିଅରରେ ସ୍ଥାପନ ହେବାକୁ ଯାଉଥିବା ଭଗବାନ ଗଣେଶଙ୍କ ୨୨ ଫୁଟର ପ୍ରତିମା ରାସ୍ତାରେ ଥିବା ଖାଲ ଯୋଗୁଁ ତଳେ ପଡ଼ିଯାଇଥିଲା। ଏହି କାରଣରୁ ମୂର୍ତ୍ତି ନଷ୍ଟ ହୋଇଥିଲା ବେଳେ ଶୋଭାଯାତ୍ରାରେ ଥିବା ଅନେକ ଲୋକ ମଧ୍ୟ ଆହତ ହୋଇଥିଲେ। ସୂଚନାନୁସାରେ, ଏହି ଘଟଣା…

ଲୁଟେରାଙ୍କ ଗୁଳିମାଡ଼ରେ ବିଜେପି ନେତା ମୃତ

ପାଟନା: ବିହାରର ରାଜଧାନୀ ପାଟନରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା । ରାସ୍ତା କଡରେ ଠିଆ ହୋଇଥିବା ଶ୍ୟାମ ସୁନ୍ଦର ଶର୍ମା ଓରଫ ମୁନାଙ୍କୁ କିଛି ଦୁର୍ବୁତ୍ତ ଗୁଳି କରି ହତ୍ୟା କରିଛନ୍ତି । ମୁନା ଶର୍ମାଙ୍କ ବୟସ ୫୫ବର୍ଷ ବୋଲି ଜଣାପଡ଼ିଛି । ଖବର ମୁତାବକ, ଗତକାଲି ଶ୍ୟାମ ସୁନ୍ଦର…

କେନ୍ଦ୍ର ମନ୍ତ୍ରୀଙ୍କ ଜୋତା କାଢିଲେ, ପୋଷାକ ସଜାଡିଲେ ଜିଏମ୍, ଭିଡିଓ ଭାଇରାଲ୍

ଧାନବାଦ: କେନ୍ଦ୍ର ମନ୍ତ୍ରୀଙ୍କ ଜୋତା କାଢିଲେ ଓ ପୋଷାକ ସଜାଡିଲେ ଜେନେରାଲ ମ୍ୟାନେଜର। ସୂଚନା ଅନୁଯାୟୀ, କେନ୍ଦ୍ର କୋଇଲା ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଝାଡଖଣ୍ଡର ଧାନବାଦରେ ପହଞ୍ଚିଛନ୍ତି। ମନ୍ତ୍ରୀ ହେବା ପରେ ସେ ପ୍ରଥମ ଥର ପାଇଁ ଏଠାକୁ ଆସିଥିଲେ। ଏହି ସମୟରେ କୋଇଲା ମନ୍ତ୍ରୀ…

କ’ଣ କହିଲେ ସୁପ୍ରିମକୋର୍ଟ, କ’ଣ କହିଲେ ମମତା ?

ନୂଆଦିଲ୍ଲୀ: କୋଲକାତା ଆରଜି କର ହସପିଟାଲରେ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ମାସେ ବିତିଛି । ପୀଡିତାଙ୍କୁ ନ୍ୟାୟ ଦାବିରେ ଜାରି ରହିଛି ଆନ୍ଦୋଳନ ଓ ବିକ୍ଷୋଭ । ସିବିଆଇ ତଦନ୍ତ ଜାରି ରଖିଥିବା ବେଳେ ଏକ କଡା ଦୁଷ୍କର୍ମ ନିରୋଧ ବିଲ୍ ଆଣି ଜନ ଅସନ୍ତୋଷ ଓ ରାଜନୈତିକ ବିରୋଧରୁ…

କଂଗ୍ରେସ ସହ ହୋଇପାରିଲାନି ମେଣ୍ଟ, ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍ 

ଚଣ୍ଡୀଗଡ଼: କଂଗ୍ରେସ ସହ ହୋଇପାରିଲାନି ମେଣ୍ଟ, ହରିୟାଣା ରୁ ଏକାକୀ ଲଢିବ ଆମ୍ ଆଦମୀ ପାର୍ଟି। ଏନେଇ ସୋମବାର ଆମ ଆଦମୀ ପାର୍ଟି ୨୦ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ଆପ୍‌ ଓ କଂଗ୍ରେସ ହରିୟାଣାରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିଥିଲେ । ତେଣୁ ବିଧାନସଭା ନିର୍ବାଚନ ମଧ୍ୟ…