Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ-ପାକିସ୍ଥାନ ସୀମାରେ ଏନକାଉଣ୍ଟର; ଯବାନଙ୍କ ଗୁଳିରେ ଦୁଇ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ରଜୌରୀ ଜିଲ୍ଲାର ନୋଶେରା ସେକ୍ଟରରେ ଏକ ପ୍ରମୁଖ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସୁରକ୍ଷା ବାହିନୀ। ଏହି ଅପରେସନରେ ସେନା ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ସୋମବାର ଜମ୍ମୁ-କଶ୍ମୀରର ରାଜୌରୀ…

ମମତାଙ୍କ ପ୍ରତି ବୈରାଗ୍ୟ, ରାଜ୍ୟସଭାରୁ ଟିଏମସି ନେତାଙ୍କ ଇସ୍ତଫା

କୋଲକାତା: ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତା ବାନାର୍ଜୀ ସରକାର ବିରୋଧରେ ଜନଆକ୍ରୋଶ ଜାରି ରହିଥିବା ବେଳେ ଟିଏମସିରେ କୁହୁଳୁଥିବା ଅସନ୍ତୋଷ ପଦାରେ ପଡିଲାଣି । ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଆରଜି କର ହସପିଟାଲ ଘଟଣାରେ ମମତା ବାନାର୍ଜୀ…

କୋବ୍ରାକୁ ପାଟିରେ ଧରି ରିଲ୍ସ କରୁଥିଲେ, ଚାଲିଗଲା ଜୀବନ

ହାଇଦ୍ରାବାଦ: କୋବ୍ରାକୁ ପାଟିରେ ଧରି ରିଲ୍ସ କରିବା ମହଙ୍ଗା ପଡିଲା। ତେଲେଙ୍ଗାନାର ହାଇଦ୍ରାବାଦରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ବିଷଧର କୋବ୍ରା ସହିତ ରିଲ୍ସ କରୁଥିବା ଦେଖିବାକୁ ମିଳିଛି। ଶରୀରରେ ସାପର ବିଷ ବ୍ୟାପିବା କାରଣରୁ ଶିବ ନାମକ…

ଦେଶରେ ପ୍ରଥମ ମଙ୍କିପକ୍ସ ‘ସନ୍ଦିଗ୍ଧ’ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ମଙ୍କିପକ୍ସ 'ସନ୍ଦିଗ୍ଧ' ମାମଲା ରବିବାର ଦିନ ଚିହ୍ନଟ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛନ୍ତି ଯେ ନିକଟରେ  ବିଦେଶ ଫେରନ୍ତା ଜଣେ ଯୁବକଙ୍କ ଶରୀରରେ ମଙ୍କିପକ୍ସ ଲକ୍ଷଣ ଚିହ୍ନଟ ହୋଇଛି। ଲକ୍ଷଣ ଦେଖାଯିବାରୁ ନମୁନା ପରୀକ୍ଷା ପାଇଁ…

ଶାନ୍ତି ପାଇଁ ମସ୍କୋ ଯିବେ ଭାରତର ‘ବଣ୍ଡ୍’

ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା କରିବ କି ଭାରତ? ପୁଟିନ ଓ ଜେଲେନସ୍କିଙ୍କୁ କଥାବାର୍ତ୍ତା ଟେବୁଲକୁ ଆଣିବା ପାଇଁ ସମର୍ଥ ହେବ କି ଭାରତ ? ପ୍ରକୃତରେ ପୁଟିନ ଓ ଜେଲେନସ୍କି ଶାନ୍ତି ଚାହୁଁଛନ୍ତି କି ? ଏସବୁ ଜଟିଳ ପ୍ରଶ୍ନର ଉତ୍ତର ମୁସ୍କିଲ ଲାଗୁଥିଲେ ମଧ୍ୟ ଶାନ୍ତି ପାଇଁ…

ୟୁଟ୍ୟୁବ ଦେଖି ସର୍ଜରୀ କରୁଥିଲେ, ଚାଲିଗଲା ନାବାଳକ ଜୀବନ

ପାଟନା: ୟୁଟ୍ୟୁବ୍ ଭିଡିଓ ଦେଖି ସର୍ଜରୀ କରୁଥିଲେ ଜଣେ ନକଲି ଡାକ୍ତର। ଯେଉଁ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଗଲ୍ ବ୍ଲାଡରରୁ ଷ୍ଟୋନ ବାହାର କରିବା ପାଇଁ ଅପରେସନ୍ କରିଥିଲେ ଡାକ୍ତର। ଯାହା ଫଳରେ ବିହାରର ସରନରେ ଜଣେ ୧୫ ବର୍ଷୀୟ ବାଳକଙ୍କର ମୃତ୍ୟୁ ଘଟିଛି।…

ଦୁଇ ଭାଗ ହେଲା ସୁପରଫାଷ୍ଟ ଏକ୍ସପ୍ରେସ୍

ପାଟନା: ଦିନକ ପରେ ପୁଣି ଆଉ ଏକ ରେଳ ଦୁର୍ଘଟଣା ସାମ୍ନାକୁ ଆସିଛି । ଗତକାଲି ମଧ୍ୟପ୍ରଦେଶର ଜବଲପୁର ପରେ ଆଜି ପୁଣି ବିହାରର ବକ୍ସର ଜିଲ୍ଲାରେ ଘଟିଛି ଏକ ଟ୍ରେନ୍ ଦୁର୍ଘଟଣା । ଦିଲ୍ଲୀରୁ ଆସୁଥିବା ମଗଧ ଏକ୍ସପ୍ରେସ ଟ୍ରେନ୍ ଟ୍ ଟୁନିଗଞ୍ଜ ରେଳ ଷ୍ଟେସନରେ ହଠାତ୍ ଦୁଇ ଭାଗ ହୋଇଯାଇଥିବା ସୂଚନା…

ଜମ୍ମୁ କଶ୍ମୀର ନିର୍ବାଚନ: ଷଷ୍ଠ ତାଲିକା ଜାରି କଲା ବିଜେପି

ଶ୍ରୀନଗର: ଜମ୍ମୁ କଶ୍ମୀର ନିର୍ବାଚନ ପାଇଁ ଆଜି ଷଷ୍ଠ ତାଲିକା ଜାରି କଲା ବିଜେପି । ଏହି ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ନାମ ସାମିଲ ଅଛି । ବିଜେପି ଦ୍ୱାରା ପ୍ରକାଶିତ ଏହି ତାଲିକାରେ ପାଞ୍ଚଜଣ ମୁସଲମାନ ପ୍ରାର୍ଥୀ ଅଛନ୍ତି । ତେବେ ଜମ୍ମୁ କଶ୍ମୀରର ସବୁଠାରୁ ଚର୍ଚ୍ଚିତ ଆସନ କାଠୁଆରୁ…

ମମତାଙ୍କୁ ଶକ୍ତ ଝଟକା, ହାତ ଛାଡ଼ିଲେ ଜବାହାର ସରକାର

କୋଲକାତା: କୋଲକାତା ସରକାର ଏବେ ବଡ଼ ଅଡ଼ୁଆରେ ପଡିଛନ୍ତି। ଗୋଟ ପଟେ ଆରଜି କର ଘଟଣା ତାଙ୍କ ଗାଦି ଉପରେ ବଡ଼ ବିପଦ ହୋଇଥିବା ବେଳେ ଏବେ ପୁଣି ତାଙ୍କୁ ମିଳିଛି ଶକ୍ତ ଝଟକା। ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । କୋଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ…

ଜମ୍ମୁ-କାଶ୍ମୀର ବିଧାନସଭା: ପ୍ରଥମ ଥର ପାଇଁ ଭୋଟ ଦାନ କରିବେ ବାଲ୍ମୀକି ସମ୍ପ୍ରଦାୟ 

ଶ୍ରୀନଗର: ଅନେକ ଦିନ ଅନ୍ତରାଳ ପରେ ଜମ୍ମୁ-କାଶ୍ମୀରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଜମ୍ମୁ-କାଶ୍ମୀରରେ ନିର୍ବାଚନ କେବଳ ରାଜନୀତିକ ସ୍ତରରେ ନୁହେଁ ଏହା ସାମାଜିକ ସ୍ତରରେ ବି ଐତିହାସିକ ହେବାକୁ ଯାଉଛି। ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ବାଲ୍ମୀକି ସମ୍ପ୍ରଦାୟର ପାଖାପାଖି ୩୫୦…