Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜିମ୍ବାୱେକୁ ମାନବୀୟ ସହାୟତା କଲା ଭାରତ, ପଠାଇଲା ୧୦୦୦ ମେଟ୍ରିକ୍ ଟନ୍ ଚାଉଳ

ନୂଆଦିଲ୍ଲୀ: ଜିମ୍ବାୱେକୁ ମାନବୀୟ ସହାୟତା କଲା ଭାରତ।ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧୀର ଜୈସୱାଲ କହିଛନ୍ତି ଯେ ଶନିବାର ଦିନ ଜିମ୍ବାୱେ, ଜାମ୍ବିଆ ଏବଂ ମାଲାୱିକୁ ଭାରତ ଖାଦ୍ୟ ସହାୟତା ପଠାଇଛି। 'ଏକ୍ସ'ରେ ଏକ ପୋଷ୍ଟ ଜରିଆରେ ଜୟସୱାଲ କହିଛନ୍ତି, "ଜିମ୍ବାୱେକୁ ଭାରତ…

ଲକ୍ଷ୍ନୌରେ କୋଠା ଭୁଶୁଡିବା ଘଟଣା; ମୃତ୍ଯୁ ସଂଖ୍ଯା ୮ ଛୁଇଁଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଟ୍ରାନ୍ସପୋର୍ଟ ନଗରରେ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ଯୁ ସଂଖ୍ଯା ୮ ଛୁଇଁଛି। ଏପଟେ ୨୮ଜଣ ଆହତଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଏହି ପୁରୁଣା ୩ମହଲା କୋଠାରେ ଔଷଧ ଗୋଦାମ ଚାଲୁଥିଲା । ଘଟଣା ସମୟରେ…

ତୁହିନକାନ୍ତ ପାଣ୍ଡେଙ୍କୁ ବଡ ଦାୟିତ୍ୱ: କେନ୍ଦ୍ର ଅର୍ଥ ସଚିବ ଭାବେ ହେଲେ ନିଯୁକ୍ତ

ନୂଆଦିଲ୍ଲୀ: ତୁହିନକାନ୍ତ ପାଣ୍ଡେ ହେଲେ କେନ୍ଦ୍ର ଅର୍ଥ ସଚିବ । ଟିଭି ସୋମନାଥନଙ୍କ ସ୍ଥାନରେ ତୁହିନକାନ୍ତଙ୍କୁ ମିଳିଲା ବଡ ଦାୟିତ୍ୱ । ୧୯୮୭ ବ୍ୟାଚର ଆଇଏଏସ ଅଫିସର ତୁହିନକାନ୍ତ ପାଣ୍ଡେ । ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ ଭାବେ ତୁହିନକାନ୍ତ କାମ କରିଛନ୍ତି । ୨୦୧୯ ଅକ୍ଟୋବରରୁ…

ଋଷ ଉପରେ ନିଆଁ ବର୍ଷା କଲା ୟୁକ୍ରେନର ‘ଡ୍ରାଗନ’

କିଭ୍: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ସହିତ ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ଉପରେ ଡ୍ରୋନ୍ ଏବଂ ରକେଟରେ ଆକ୍ରମଣ କରୁଛନ୍ତି। କିନ୍ତୁ ଏବେ ୟୁକ୍ରେନର 'ଡ୍ରାଗନ' ଋଷର ନିଦ ହଜାଇ ଦେଇଛି। ଋଷର ଦଖଲରେ ଥିବା ଅଞ୍ଚଳ ଉପରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଛି…

ଜମ୍ମୁ-କାଶ୍ମୀରରେ ଗର୍ଜିଲେ ଶାହ, କହିଲେ କବରରେ ଶୋଇଥିବା ଭୋଟରଙ୍କୁ ମଧ୍ୟ ଭୋଟ ଦେବାକୁ ଆଣନ୍ତୁ

ଶ୍ରୀନଗର: ଦୁଇ ଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ଯାଇ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ । ଏଥିସହ ବିଜେପିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଜନସଭାକୁ ସମ୍ବୋଧନ କରି ଶାହ କହିଛନ୍ତି ଯେ କାଶ୍ମୀରରୁ…

ଆସନ୍ତା ୯ରେ ଭାରତ ଗସ୍ତରେ ଆସିବେ ଆବୁଧାବିର କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ସେପ୍ଟେମ୍ବର ୯ରେ ଆବୁଧାବିର କ୍ରାଉନ ପ୍ରିନ୍ସ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହିନ ଭାରତ ଗସ୍ତରେ ଆସିବେ। ୯ ଓ ୧୦ ତାରିଖରେ ତାଙ୍କର ଦୁଇ ଦିନିଆ ଗସ୍ତ ସମୟରେ ଶେଖ ଖାଲିଦ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ…

ଏହି ଦେଶରେ ଅଛି ହଜାରରୁ ଅଧିକ ବିମାନବନ୍ଦର, ଜାଣନ୍ତୁ ପ୍ରଥମେ କିଏ…

ନୂଆଦିଲ୍ଲୀ: ସାଧାରଣତଃ ଅଧିକାଂଶ ଲୋକେ ବିମାନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ଖୁବ୍ କମ୍ ସମୟରେ ବିମାନରେ ଗୋଟେ ସ୍ଥାନରୁ ଅନ୍ୟ ଗୋଟେ ସ୍ଥାନକୁ ଯିବା ସହଜ ସହଜ ହୋଇଥାଏ । ତେବେ ଆପଣ ଜାଣନ୍ତି କି ଏମିତି ଏକ ଦେଶ ଅଛି ଯେଉଁଠି ପ୍ରାୟ ସମସ୍ତ ଲୋକେ ବମାନରେ ଯିବାକୁ ପସନ୍ଦ କରନ୍ତି । ଆଉ…

ସତ ମାନିଲା ପାକିସ୍ତାନ; କାରଗିଲ ଯୁଦ୍ଧରେ ରହିଥିଲା ସଂପୃକ୍ତି

ନୂଆଦିଲ୍ଲୀ: କାର୍ଗିଲ ଯୁଦ୍ଧର ପ୍ରାୟ ୨୫ ବର୍ଷ ପରେ ପାକିସ୍ତାନ ଶେଷରେ ସତ ସ୍ବୀକାର କରିଛି। ୧୯୯୯ରେ ଭାରତ ବିରୋଧରେ ଆରମ୍ଭ ହୋଇଥିବା ଯୁଦ୍ଧରେ ପାକିସ୍ତାନ ନିଜର ସମ୍ପୃକ୍ତିକୁ ସ୍ୱୀକାର କରିଛି। ଦେଶର ପ୍ରତିରକ୍ଷା ଦିବସର ବିଶେଷ ଅବସରରେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ…

ପୂଜା ଖେଡକରଙ୍କୁ ବଡ ଝଟକା: ଭାରତୀୟ ପ୍ରଶାସନିକ ସେବାରୁ ବରଖାସ୍ତ କଲେ କେନ୍ଦ୍ର ସରକାର

ମୁମ୍ବାଇ: ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଡ ଝଟକା । ପୂଜା ଖେଡକରଙ୍କୁ ଭାରତୀୟ ପ୍ରଶାସନିକ ସେବାରୁ ବରଖାସ୍ତ କଲେ କେନ୍ଦ୍ର ସରକାର । ଆଇଏଏସ୍ ଅଧିକାରୀ ପୂଜା ଖେଡକର ଗତ କିଛି ଦିନ ଧରି ବିବାଦରେ ରହିଥିଲେ । ନିଜ ବ୍ୟକ୍ତିଗତ ସୂଚନା ଏବଂ ୟୁପିଏସସି ପରୀକ୍ଷାରେ ଚୟନ ପାଇଁ ଭୁଲ ତଥ୍ୟ…

ହ୍ୟାଣ୍ଡସମ୍ ଅଗ୍ନିଶମ ଅଧିକାରୀଙ୍କୁ ଦେଖିବା ପାଇଁ ଜଙ୍ଗଲ ଜାଳି ଦେଲେ ମହିଳା 

ଆଥେନ୍ସ: ଗ୍ରୀସର ତ୍ରିପୋଲିର ଜଣେ ୪୪ବର୍ଷ ବୟସ୍କା ମହିଳା ଉଦ୍ଦେଶ୍ୟମୂଳକ ଭାବେ ଜଙ୍ଗଲରେ ନିଆଁ ଲଗାଇଦେଇଥିଲେ। ଯାହାର କାରଣ ରହିଛି ସେ ହ୍ୟାଣ୍ଡସମ୍ ଅଗ୍ନିଶମ ଅଧିକାରୀଙ୍କୁ ଦେଖିବାକୁ ଏବଂ ଫ୍ଲଟ୍ କରିବାକୁ ଭଲ ପାଉଥିଲେ। କେରସିଟାସାରେ ଗୋଟିଏ ନୁହେଁ ଦୁଇଟି ଜଙ୍ଗଲରେ ନିଆଁ ଲଗାଇବା ପରେ…