Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଡ ଧରଣର ଅଘଟଣ: ଟ୍ରାନ୍ସପୋର୍ଟ ନଗରରେ ଭୁଶୁଡ଼ିଲା ଏକ ବଡ କୋଠା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ବଡ ଧରଣର ଅଘଟଣ । ଟ୍ରାନ୍ସପୋର୍ଟ ନଗରରେ ଏକ ବଡ କୋଠା ଭୁଶୁଡ଼ିବା କାରଣରୁ ଅନେକ ଲୋକ ଭଗ୍ନାବଶେଷ ତଳେ ରହିଥିବା ସୂଚନା ମିଳିଛି । ଏନେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ…

ଯାତ୍ରୀଙ୍କୁ ନେଇଥିଲା, ଖାଲିରେ ଫେରିଆସିଲା

ନୂଆଦିଲ୍ଲୀ: ମହାକାଶ ଉଡାଣ କ୍ଷେତ୍ରରେ ଅଦ୍ଭୂତପୂର୍ବ ଘଟଣା । ଆଗରୁ କେବେ ଏମିତି ହୋଇନଥିଲା । ମହାକାଶ ଗବେଷଣା ଓ ସ୍ପେସଫ୍ଲାଇଟ୍ ଇତିହାସରେ ପ୍ରଥମ ଥର ପାଇଁ ଏକ ଯାନ ମହାକାଶଯାତ୍ରୀଙ୍କୁ ଧରି ମହାକାଶ ଯାଇଥିଲା । କିନ୍ତୁ ବିନା ମହାକାଶଯାତ୍ରୀରେ ପୃଥିବୀ ପୃଷ୍ଠକୁ ଫେରିଛି । ମହାକାଶରୁ…

ହିଂସାର ନିଆଁରେ ପୁଣି ଜଳୁଛି ମଣିପୁର  

ମଣିପୁର: ମଣିପୁରରେ ପୁଣି ହିଂସାକାଣ୍ଡ । କିଛି ଦିନ ହେବ ପୁଣି ରାଜ୍ୟ ଅଶାନ୍ତ ହାଇଉଠିଛି । ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଜାତିଆଣ ହିଂସା ଥମିବାର ନାଁ ନେଉନାହିଁ ।  ଏହି ମାସ ଆରମ୍ଭରୁ ପୁଣି ଆରମ୍ଭ ହୋଇଯାଇଛି ରକ୍ତପାତ । ସଂଘର୍ଷରେ ଉଗ୍ରବାଦୀମାନେ ଡ୍ରୋନ୍ ଓ ରକେଟ୍ ବ୍ୟବହାର…

ପୁଣି ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଯାତ୍ରୀ ଭୟଭୀତ

ଜବଲପୁର: ପୁଣି ଆଉ ଏକ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶ ଜବଲପୁରରେ ଟ୍ରାକ୍‌ରୁ ଖସିଲା ଟ୍ରେନ୍ । ସୋମନାଥ ଏକ୍ସପ୍ରେସଟି ଜବଲପୁର ଷ୍ଟେସନରେ ପ୍ଲାଟଫର୍ମ ନମ୍ବର ୬କୁ ଯାଉଥିବା ବେଳେ ଦୁଇଟି ବଗି ଲାଇନ ଚ୍ୟୁତ ହଇଥିବା ସୂଚନା ରହିଛି । ଦୁର୍ଘଟଣାକୁ ନେଇ ଯାତ୍ରୀମାନେ…

ଖାଇବା ଦେବାକୁ ମନା କରିବାରୁ ଚଢାଇ ଦେଲେ ଟ୍ରକ୍

ପୁଣେ: ଖାଇବା ଦେବାକୁ ମନା କରିବାରୁ ରେଷ୍ଟୁରାଣ୍ଟ ଉପରେ ଟ୍ରକ୍ ଚଢାଇ ଦେଲେ ନିଶାସକ୍ତ ଡ୍ରାଇଭର। ପୁଣେ-ସୋଲାପୁର ଜାତୀୟ ରାଜପଥ କଡ଼ରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ଏପରି ଘଟଣା ଘଟିଯାଇଛି। ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି…

ଭିନ୍ନ ପ୍ରଭୂ ଗଣେଶଙ୍କ ଏହି ମନ୍ଦିର, ପୂଜା ପାଆନ୍ତି ବିନା ଶୁଣ୍ଢରେ ଗଣେଶ

ଜୟପୁର: ଚାଲିଛି ବିଘ୍ନ ବିନାଶକଙ୍କ ପୂଜା । ଉତ୍ସବମୁଖର ପୁର ପଲ୍ଲୀ । ପିଲାଠୁ ବୁଢା ସଭିଏଁ ବାପ୍ପାଙ୍କ ପୂଜାରେ ନିମଗ୍ନ । ଚାରିଆଡେ ଗଣେଶ ପୂଜାର ଧୁମଧାମରେ ଚାଲିଛି । ଆମ ଦେଶରେ ଗଣେଶଙ୍କର ବହୁତ ମନ୍ଦିର ରହିଛି। ଏମାନଙ୍କ ମଧ୍ୟରୁ ଗୋଟିଏ ଏମିତି ମନ୍ଦିର ରହିଛି ଯେଉଁଠି ଗଣପତି ‘ମଣିଷ…

ପାକିସ୍ତାନକୁ ଅମିତ ଶାହାଙ୍କ ଚେତାବନୀ: ଶାନ୍ତି ନଆସିବା ପର୍ଯ୍ୟନ୍ତ ହେବ ନାହିଁ କୌଣସି ଆଲୋଚନା

ନୂଆଦିଲ୍ଲୀ: ପଡୋଶୀ ଦେଶ ପାକିସ୍ତାନ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ଼ ବୟାନ ଦେଇଛନ୍ତି। ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଉପତ୍ୟକାରେ ଶାନ୍ତି ନଆସିବା ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ଆଲୋଚନା ହେବ ନାହିଁ। ଜମ୍ମୁ-କାଶ୍ମୀରରେ ଏକ ନିର୍ବାଚନ ରାଲି ସମୟରେ…

ମହାକାଶଚାରୀଙ୍କୁ ଛାଡି ପୃଥିବୀ ଫେରିଲା ଷ୍ଟାରଲାଇନର୍

ନୂଆଦିଲ୍ଲୀ: ବୋଇଙ୍ଗର 'ଷ୍ଟାରଲାଇନର୍' ମହାକାଶଯାନ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋରଙ୍କ ବିନା ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍)ରୁ ଶୁକ୍ରବାର ଦିନ ପୃଥିବୀକୁ ଫେରିଛି। ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ଉଡ଼ିବାର ଛଅ ଘଣ୍ଟା ପରେ ଷ୍ଟାରଲାଇନର୍ ନ୍ୟୁ ମେକ୍ସିକୋର…

ବିମାନରେ ଅଚଳ ହୋଇଗଲା ଏସି, ଅଚେତ ହୋଇପଡିଲେ ଅନେକ ଯାତ୍ରୀ

ନୂଆଦିଲ୍ଲୀ: ବିମାନରେ ଅଚାନକ ଏସି ଅଚଳ ହୋଇଯିବାରୁ ଯାତ୍ରୀ ମାନଙ୍କୁ ହଟହଟା ହେବାକୁ ପଡିଛି। ଯାହାକୁ ନେଇ ଫ୍ଲାଇଟରେ ହଙ୍ଗାମା ହୋଇଥିଲା। ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨ରେ ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସ ବିମାନ ଭିତରେ ଅଚାନକ ବନ୍ଦ ହୋଇଯାଇଥିଲା ଏସି। ଫଳରେ…

ଇନ୍ଦୋର-ଜବଲପୁର ଏକ୍ସପ୍ରେସ ଲାଇନଚ୍ୟୁତ, ଉଦ୍ଧାର କାର୍ଯ୍ୟ ଜାରି

ଜବଲପୁର: ମଧ୍ୟପ୍ରଦେଶରେ ଟ୍ରେନ ଦୁର୍ଘଟଣା। ଲାଇନଚ୍ୟୁତ ହେଲା ସୋମନାଥ ଏକ୍ସପ୍ରେସ। ଇନ୍ଦୋରରୁ ଜବଲପୁର ଯାଉଥିବା ସୋମନାଥ ଏକ୍ସପ୍ରେସ ର ୨ ବଗି ଲାଇନଚ୍ୟୁତ ହୋଇଛି। ଜବଲପୁର ଷ୍ଟେସନରେ ପ୍ଲାଟର୍ଫମ ନମ୍ବର ୬କୁ ଯାଉଥିବା ବେଳେ ଦୁଇଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ କେହି ମୃତାହତ ହୋଇନଥିବା…