Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାଙ୍ଗିଗଲା ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି, ବର୍ଷେ ତଳେ ହୋଇଥିଲା ଉନ୍ମୋଚନ

ମୁମ୍ବାଇ: ମହାରାଷ୍ଟ୍ରର ସିନ୍ଧୁଦର୍ଗ ଜିଲ୍ଲାରେ ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ଭୁଶୁଡି ପଡିଛି। ଅଧିକାରୀଙ୍କ କହିବା ଅନୁଯାୟୀ, ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଲବନର ରାଜକୋଟ ଦୁର୍ଗରେ ଉନ୍ମୋଚନ କରିଥିଲେ।…

ଭେଜ ବିରିୟାନୀ ପ୍ଲେଟରୁ ବାହାରିଲା ଝିଟିପିଟି

ଝାନ୍ସି: ଭେଜ ବିରିୟାନୀ ପ୍ଲେଟରୁ ବାହାରିଲା ଝିଟିପିଟି। ଉତ୍ତରପ୍ରଦେଶ ର ଝାନ୍ସି ଜିଲ୍ଲାରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ରାସ୍ତାକଡର ଖାଦ୍ୟରେ ଏକ ଝିଟିପିଟି ମିଳିବା ପରେ ଉତ୍ତେଜନା ଦେଖାଦେଇଥିଲା। ସୂଚନାନୁସାରେ, ଦୁଇ ଦିନ ପୂର୍ବେ ଜଣେ ବ୍ୟକ୍ତି ଝାନ୍ସିର ବିକେଡି ଛକରୁ ଭେଜ…

କ୍ଷତି ସହୁଛି ଷ୍ଟାର, ୮୩୦ କୋଟି ଟଙ୍କା ଛାଡ ପାଇଁ ଦାବି

ନୂଆଦିଲ୍ଲୀ: ଷ୍ଟାର ସ୍ପୋର୍ଟସ ପାଇଁ ଟି-୨୦ ବିଶ୍ୱକପ ୨୦୨୪ ଆଦୌ ଭଲ ନଥିଲା। ଆଇସିସି ଏବଂ ଷ୍ଟାର ମଧ୍ୟରେ ୩ ବିଲିୟନ ଡଲାରର ଚୁକ୍ତି ହୋଇଥିବା ବେଳେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ଯୋଗୁ କ୍ଷତି ସହିଥିଲା। 'କ୍ରିକବଜ୍'ର ଏକ ରିପୋର୍ଟ ଅନୁଯାୟୀ, ଷ୍ଟାର ଏବେ…

ଶେଷ ନିଶ୍ବାସ ପର୍ଯ୍ୟନ୍ତ ସକ୍ରିୟ ରାଜନୀତିରେ ରହିବି: ମାୟାବତୀ

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ରାଜନୀତିରୁ ଅବସର ଗୁଜବ ମଧ୍ଯରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ସକ୍ରିୟ ରାଜନୀତିରୁ ଅବସର ନେବାକୁ ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ମୁଁ ଶେଷ ନିଶ୍ବାସ ପର୍ଯ୍ୟନ୍ତ ସକ୍ରିୟ…

ଯୁବକଙ୍କ ପେଟରୁ ବାହାରିଲା ଚାବି ରିଙ୍ଗ, ଛୁରୀ ଓ ନେଲକଟର; ଜାଣନ୍ତୁ ପୂରା ଘଟଣା

ମୋତିହାରୀ: ଜଣେ ଯୁବକଙ୍କ ପେଟରୁ ଏକ ଚାବି ରିଙ୍ଗ, ଏକ ଛୋଟ ଛୁରୀ ଏବଂ ନେଲକଟର ସମେତ ଅନେକ ଧାତୁ ଜିନିଷ ବାହାର କରିଛନ୍ତି ବିହାରର ଡାକ୍ତର ମାନେ। ସୂଚନା ଅନୁଯାୟୀ, ୨୨ ବର୍ଷ ବୟସ୍କ ଜଣେ ଯୁବକ କିଛି ଦିନ ପୂର୍ବରୁ ପେଟ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୋତିହାରୀସ୍ଥିତ ଏକ ଘରୋଇ…

‘ପାରାସୁଟ ପ୍ରାର୍ଥୀ’ ନେଇ ବିଜେପିରେ ବୋବାଲ୍‌

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଟିକେଟ ବଂଟନକୁ ନେଇ ବିଜେପିରେ ବୋବାଲ୍ । ପ୍ରଥମ ପ୍ରାର୍ଥୀ ତାଲିକା ନେଇ ଜୋରଦାର ବିରୋଧ ଜାମ୍ମୁ ଓ କାଶ୍ମୀର ବିଜେପିର କଳିକୁ ପଦାରେ ପକାଇ ଦେଇଛି । ବିଜେପି ଜାରି କରିଥିଲା ପ୍ରାର୍ଥୀଙ୍କ ପ୍ରଥମ ତାଲିକା । କିନ୍ତୁ ନାଟକୀୟ…

ସୋସିଆଲ ମିଡିଆରେ ‘ବ୍ରାହ୍ମଣ ଜିନ୍‌’ : ଗାଳି ଓ ତାଳି

ବେଙ୍ଗାଲୁରୁ: ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ସୃଷ୍ଟି ହୋଇଛି ଝଡ । ଝଡର କାରଣ ହେଉଛି ବ୍ରାହ୍ମଣ ଜିନ୍ ଶୀର୍ଷକ ଏକ ପୋଷ୍ଟ । ଜଣେ ମହିଳା ଉଦ୍ୟୋଗୀଙ୍କ ବ୍ରାହ୍ମଣ ଜିନ୍ ପୋଷ୍ଟ ସୃଷ୍ଟି କରିଛି ବିବାଦ ଓ ବିତର୍କ । ବେଙ୍ଗାଲୁରୁର ଏକ କଟେଂଟ୍ ମାର୍କେଟିଂ କମ୍ପାନୀର ପ୍ରତିଷ୍ଠାତା ଓ ସିଇଓ…

୯ବର୍ଷ ପରେ ପାକିସ୍ତାନ ଯିବେ ମୋଦୀ, ଏସସିଓ ବୈଠକ ପାଇଁ ନିମନ୍ତ୍ରଣ ପଠାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୀର୍ଘ ୯ବର୍ଷ ପରେ ପାକିସ୍ତାନ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପାକିସ୍ତାନ ଗସ୍ତ କରିବାକୁ ନିମନ୍ତ୍ରଣ କରିଛନ୍ତି। ଚଳିତ ବର୍ଷ…

ଲୋକପ୍ରିୟ ଆପ୍ ଟିକ୍‌ଟକ୍‌ ଉପରୁ ହଟିଲା ବ୍ୟାନ୍‌ !

ନୂଆଦିଲ୍ଲୀ: ଏକ ସମୟରେ ସୋସିଆଲ ମିଡିଆ ଆପ୍ ଟିକଟକ୍ ବହୁତ ଚର୍ଚ୍ଚାରେ ଥିଲା। ଏହି ଆପକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। କିନ୍ତୁ ସମୟ ସମୟରେ ଏପରି କିଛି ଦୁର୍ଘଟଣା ଘଟିଲା ଯାହା ପରେ ଭାରତ ସରକାର ଏହାକୁ ବ୍ୟାନ ଘୋଷଣା କଲେ। ଭାରତରୁ ଆମେରିକାରେ ଟିକ୍‌ଟକ୍ ନିଷେଧ ହେଲା। କିନ୍ତୁ ନିକଟରେ…

ଜେଲ ଭିତରେ ଅଭିନେତାଙ୍କ ମଉଜ, ଜେଲରଙ୍କ ସମେତ ୭ ନିଲମ୍ବିତ

ବେଙ୍ଗାଲୁରୁ: ରେଣୁକାସ୍ବାମୀ ହତ୍ୟା ମାମଲାରେ ବେଙ୍ଗାଲୁରୁ ଜେଲରେ ଲୋକପ୍ରିୟ କନ୍ନଡ ଚଳଚ୍ଚିତ୍ର ଅଭିନେତା ଦର୍ଶନ। ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଜେଲ ପରିସରରେ ବସି ସିଗାରେଟ ଟାଣିବା ସହ କିଛି ଲୋକଙ୍କ ସହିତ ଚା ପିଉଥିବାର ନଜର ଆସିଥିଲେ। ଜେଲ ଭିତରେ ଦର୍ଶନଙ୍କୁ…