Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଧାନମନ୍ତ୍ରୀଙ୍କ କୃଷି ବିଲ୍‌ ପ୍ରତ୍ୟାହାର ନିଷ୍ପତ୍ତିକୁ କଡା ନିନ୍ଦା କଲେ କଙ୍ଗନା; କହିଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିରେ ଅଭିନେତ୍ରୀ କଙ୍ଗନା ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି। କୃଷି ଆଇନର ପ୍ରତ୍ୟାବର୍ତ୍ତନକୁ ଦୁଃଖଦାୟକ ଏବଂ ଲଜ୍ଜାଜନକ ବୋଲି କହିଛନ୍ତି…

ମୋଦୀଙ୍କ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ଉପରେ ଏମିତି ପ୍ରତିକ୍ରିୟା ଦେଲେ ସେଲିବ୍ରିଟି

ନୂଆଦିଲ୍ଲୀ: ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ ତାରଖ ଶୁକ୍ରବାର ଦିନ ଘୋଷଣା କରିଛନ୍ତି। ରାଜନେତାଙ୍କ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଅଭିନେତା ପର୍ଯ୍ୟନ୍ତ ଏହି ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି।…

ରାକେଶ ଟିକାୟତ କହିଲେ ଏବେ ପ୍ରତ୍ୟାହୃତ ହେବନି କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ: କୃଷକଙ୍କ ଦାବି ପୂରଣ କରିଛନ୍ତି କେନ୍ଦ୍ର ସରକାର । ୩ଟି କୃଷି ଆଇନ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରି କୃଷକଙ୍କୁ ସେମାନଙ୍କ ଘରୁ ଫେରିଯିବାକୁ ଅପିଲ କରିଛନ୍ତି । କିନ୍ତୁ ଆଜି କୃଷକଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହେବନି । କୃଷକ ନେତା ରାକେଶ ଟିକାୟତ ଟ୍ୱିଟ୍ କରି…

କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ କିଏ କଣ କହିଲେ ?

ନୂଆଦିଲ୍ଲୀ: ୩ଟି କୃଷି ଆଇନର ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଘୋଷଣାକୁ କୃଷକ ସଂଗଠନ ସ୍ୱାଗତ କରିଛନ୍ତି । ବିଭିନ୍ନ ରାଜନୈତିକ ଦଳ ଓ ରାଜନେତା କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେହି କେହି ଏହା କୃଷକଙ୍କ ବିଜୟ ବୋଲି କହିଛନ୍ତି ।…

ଭାରତ ସହିତ କରୋନା ଟିକାକରଣ ପ୍ରମାଣପତ୍ରର ପାରସ୍ପରିକ ସ୍ୱୀକୃତି ପାଇଁ ରାଜି ୧୧୦ ଦେଶ

ନୂଆଦିଲ୍ଲୀ: ୧୧୦ ରୁ ଅଧିକ ଦେଶ ଏପର୍ଯ୍ୟନ୍ତ ଭାରତ ସହିତ କୋଭିଡ-୧୯ ଟିକାକରଣ ପ୍ରମାଣପତ୍ରର ପାରସ୍ପରିକ ସ୍ୱୀକୃତି ପାଇଁ ସହମତ ହୋଇଛନ୍ତି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। କେନ୍ଦ୍ର ସରକାର ବିଶ୍ବର ଅନ୍ୟ ଦେଶମାନଙ୍କ ସହ ଯୋଗାଯୋଗ ଜାରି ରଖିଛନ୍ତି। ବର୍ତ୍ତମାନ ୧୧୦ଟି ଦେଶ ଟିକାକରଣ…

ବଡ଼ ଖବର :୩ଟି ନୂଆ କୃଷି ଆଇନ ପ୍ରତ୍ୟାହାର ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଆଗରେ ନରମିଲେ କେନ୍ଦ୍ର ସରକାର । ବିବାଦୀୟ କୃଷି ଆଇନକୁ ନେଇ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ କୃଷି ଆଇନର ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ୩ଟି କୃଷି ଆଇନକୁ ପ୍ରତ୍ୟାହାର କରି…

ଭାରତରେ ଦିଆଯିବ କି କରୋନା ଟିକା ର ତୃତୀୟ ଡୋଜ? ରଣନୀତି ପ୍ରସ୍ତୁତ କରୁଛନ୍ତି ମୋଦୀ ସରକାର

ନୂଆଦିଲ୍ଲୀ: ଅନେକ ଦେଶରେ କରୋନାର ବୁଷ୍ଟର୍ ସଟ୍ ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏହାକୁ ଅନେକ ଦେଶରେ ବିଚାର କରାଯାଉଛି। ବର୍ତ୍ତମାନ ଭାରତରେ ମଧ୍ୟ ଦୁଇଟି ଡୋଜ ପରେ ଏକ ତୃତୀୟ ଡୋଜ ପାଇଁ ଯୋଜନା କରାଯାଇପାରେ। ଆସନ୍ତା ସପ୍ତାହରେ ଏକ ବୈଠକ ହେବ ଯେଉଁଥିରେ ଏହି ନିଷ୍ପତ୍ତି ନିଆଯିବ…

୫୮୧ ବର୍ଷରେ ଆଜି ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ସଂଗଠିତ ହେବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଏହା ଉତ୍ତରପୂର୍ବ ଏସିଆ, ଅଷ୍ଟ୍ରେଲିଆ, ଆମେରିକା, ଆଲାସ୍କା ହାଓ୍ୱାଇର କିଛି ଅଂଶ ସମେତ ଉତ୍ତର ୟୁରୋପର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ । …

ଭୟଙ୍କର ରୂପ ନେଇପାରେ ଜଳବାୟୁ ପରିବର୍ତ୍ତନ; ବନ୍ୟା ଆଶଙ୍କା ନେଇ ଚେତାବନୀ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-କାନପୁରର ନୂତନ ଅଧ୍ୟୟନ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଯୋଗୁ ବଢୁଛି ଗଙ୍ଗା ନଦୀର ପ୍ରବାହ। ଯାହା ପରେ ଅଧିକ ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଥିବା ସୂଚନା ମିଳିଛି।…

୫୬ତମ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତା ୨୦ ଓ ୨୧ ତାରିଖରେ ଲକ୍ଷ୍ନୌରେ ଅନୁଷ୍ଠିତ ହେଉଛି ପୋଲିସ ମହାନିର୍ଦ୍ଦେଶକଙ୍କ ୫୬ତମ ସମ୍ମିଳନୀ । ଲକ୍ଷ୍ନୌର ପୋଲିସ ସଦର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ବିଭିନ୍ନ ପୋଲିସ ବାହିନୀର…