ଭାରତୀୟ ବାୟୁସେନାର ପୋଖରାନରେ ବାୟୁଶକ୍ତି ପ୍ରଦର୍ଶନ

ପୋଖରାନ: ଭାରତୀୟ ବାୟୁସେନା ପକ୍ଷରୁ ରାଜସ୍ଥାନର ପୋଖରାନଠାରେ ବିଭିନ୍ନ କ୍ଷେପଣାସ୍ତ୍ର ତଥା ଲଢୁଆ ବିମାନର ପ୍ରଦର୍ଶନ ହୋଇଛି । #WATCH Vayu Shakti 2019, firepower demonstration of the Indian Air Force at Pokhran Range in Rajasthan. pic.twitter.com/sdSV5ZxC2n — ANI...

ଜମ୍ମୁ ଓ କାଶ୍ମୀରରେ ପୁଣି ଆଇଇଡି ବିସ୍ଫୋରଣ, ସେନା ଅଧିକାରୀ ନିହତ

ଶ୍ରୀନଗର : ଜମ୍ମୁ ଓ କାଶ୍ମୀର ପୁଲୱାମା ଠାରେ ଘଟିଥିବା ବର୍ବରୋଚିତ ଆତ୍ମଘାତୀ ଆକ୍ରମଣକୁ ୪୮ ଘଣ୍ଟା ନପୁରୁଣୁ ରଜୌରୀଠାରେ ନୌଶେରା ସେକ୍ଟରର ଲାମ୍ ଅଞ୍ଚଳରେ ଆଇଇଡି ବିସ୍ଫୋରଣ ଘଟି ଜଣେ ସେନା ଅଧିକାରୀ ସହିଦ ହୋଇଛନ୍ତି । https://twitter.com/ANI/status/1096739692526141440 ମିଳିଥିବା ସୂଚନାନୁଯାୟୀ ଭାରତ-ପାକ ସୀମାର...

ପୁଲୱାମା ଆକ୍ରମଣ: କପିଲ୍ ଶର୍ମାଙ୍କ କମେଡ଼ି ଶୋ’ରୁ ବିଦା ହେଲେ ନଭଜ୍ୟୋତ୍ ସିଦ୍ଧୁ

ମୁମ୍ବାଇ: କପିଲ ଶର୍ମାଙ୍କ ଲୋକପ୍ରିୟ କମେଡ଼ି ଶୋ’ରେ ପ୍ରସିଦ୍ଧ କ୍ରିକେଟର୍ ନଭଜ୍ୟୋତ ସିଂ ସିଦ୍ଧୁ ରନ୍ ଆଉଟ୍ ହୋଇଯାଇଛନ୍ତି । Navjot Singh Sidhu has been sacked from ‘The Kapil Sharma Show’ after his controversial comments on Pulwama...

ସହିଦ ଓଡ଼ିଆ ପୁଅ ଗାଁ’କୁ ଫେରୁଛି, ଓଡ଼ିଶା ଆକାଶରୁ ଲୁହ ଝରୁଛି…

ଭୁବନେଶ୍ୱର: ସହିଦ ଓଡ଼ିଆ ପୁଅ ଗାଁ’କୁ ଫେରୁଛି ବୋଲି ଉତ୍କଳ ଜନନୀ ଆଉ କୋହ ସମ୍ଭାଳି ନପାରି ଆଖିରୁ ଅନବରତ ଲୁହ ଝରାଇ ଚାଲିଛି । ଗତକାଲିଠାରୁ ଓଡ଼ିଶାର ପଶ୍ଚିମାଞ୍ଚଳରେ ବର୍ଷା ହୋଇଥିବା ବେଳେ ଆଜି ସକାଳୁ ଉପକୂଳ ଅଞ୍ଚଳରେ ଝିପିଝିପି ବର୍ଷା...

ବାଲୁକାକଳାରେ ସହିଦ ଯବାନଙ୍କୁ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ପୁଲୱାମାଠାରେ ଆତ୍ମଘାତୀ ଆକ୍ରମଣରେ ସହିଦ ସିଆରପିଏଫ୍ ଯବାନଙ୍କୁ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକାକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶମାତୃକା ଲାଗି ନିଜ ପ୍ରାଣବଳୀ ଦେଇଥିବା ଯବାନଙ୍କ ପାଇଁ ସୁଦର୍ଶନ ନିର୍ମାଣ କରିଥିବା...

ଭୋର୍ ୪ଟା ୪୫ରେ ୨ଜଣ ଓଡ଼ିଆ ସହିଦଙ୍କ ପାର୍ଥିବ ଶରୀର ଓଡ଼ିଶାରେ ପହଞ୍ଚିବ

ଭୁବନେଶ୍ୱର: ଜୈଶ-ଇ-ମହମ୍ମଦର ଆତଙ୍କବାଦୀଙ୍କ ବର୍ବୋରଚିତ ଆକ୍ରମଣରେ ଦେଶ ମାତୃକା ଲାଗି ପ୍ରାଣବଳୀ ଦେଇଥିବା ଦୁଇ ଜଣ ଓଡ଼ିଆ ସହିଦଙ୍କ ପାର୍ଥିବ ଶରୀର ଭୋର୍ ୪ଟା ୪୫ ମିନିଟ ସମୟରେ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବ । ଜମ୍ମୁ ଓ କାଶ୍ମୀରର ପୁଲୱାମାଠାରେ ସହିଦ ହୋଇଥିବା...

ଆତଙ୍କବାଦୀଙ୍କୁ କଡ୍ଡା ଜବାବ ଦିଆଯିବ: ମୋଦୀ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ସମଗ୍ର ଦେଶରେ ହଲଚଲ୍ ସୃଷ୍ଟି ହୋଇଛି । ଏହି ଘଟଣାର ପ୍ରତିଶୋଧ ଅପେକ୍ଷାରେ ରହିଛନ୍ତି ଦେଶବାସୀ । ଏହି ଘଟଣାର କଡ଼ା ଭାଷାରେ ତୀବ୍ର ନିନ୍ଦା କରିବା ସହିତ ଭାରତ ମାଟିରୁ ଆତଙ୍କବାଦର ସମ୍ପୂର୍ଣ୍ଣ ବିଲୋପ ଲାଗି...

ପୁଲୱାମା ଆକ୍ରମଣ: ସହିଦଙ୍କୁ ଝୁରୁଛି ଗାଁ ମାଟି, ଆଜି ପହଞ୍ଚିବ ମରଶରୀର

ଶ୍ରୀନଗର : ଜମ୍ମୁ-କାଶ୍ମୀରର ପୁଲୱାମାଠାରେ ଗୁରୁବାର ସନ୍ଧ୍ୟାରେ ଘଟିଥିବା ବର୍ବରୋଚିତ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଓଡିଶାର ୨ ବୀର ଯବାନ ରହିଛନ୍ତି । କିଏ ଜାଣିଥିଲା ଏକ ଅଜଣା ଆତଙ୍କବାଦୀର ଘୃଣ୍ୟ ଆକ୍ରମଣରେ ମୁହୂର୍ତ୍ତକ ମଧ୍ୟରେ ୪୪ଟି ପ୍ରାଣ...

ପୁଲୱାମା ଆକ୍ରମଣ ଲାଗି ଓଡ଼ିଶା ଗସ୍ତ ବାତିଲ୍ କଲେ ଅମିତ ଶାହ

ଭୁବନେଶ୍ୱର: ଜମ୍ମୁ ଓ କାଶ୍ମୀରର ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶୁକ୍ରବାର ଦିନ ଓଡ଼ିଶା ଗସ୍ତକୁ ବାତିଲ୍ କରିଦେଇଛନ୍ତି । ଶୁକ୍ରବାର ଦିନ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁର ଦଳୀୟ କାର୍ଯ୍ୟକ୍ରମରେ...

ଫୁଲୱାମା ଆକ୍ରମଣ: ୪୪ ଜଣ ସୈନିକଙ୍କ ସହ ଦେଶଲାଗି ପ୍ରାଣବଳୀ ଦେଲେ ଓଡ଼ିଆ ଯବାନ ପ୍ରସନ୍ନ ସାହୁ

ଭୁବନେଶ୍ୱର: ଜମ୍ମୁ ଓ କାଶ୍ମୀରର ଫୁଲୱାମାଠାରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆକ୍ରମଣରେ ଯେଉଁ ୪୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ବୀର ଯବାନ ପ୍ରସନ୍ନ କୁମାର ସାହୁ । ଏହି ଖବର ମିଳିବା ମାତ୍ରେ ସହିଦ ସିଆରପିଏଫ...

ସାହିତ୍ୟ