Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପେଟ୍ରୋଲ ଦର; ଭେନେଜୁଏଲାରେ ସବୁଠୁ ଶସ୍ତା, ହଂକଂରେ ସବୁଠୁ ମହଙ୍ଗା

ନୂଆଦିଲ୍ଲୀ: ଭେନେଜୁଏଲାରେ ଦୁନିଆର ସବୁଠାରୁ ଶସ୍ତା‌ ଦରରେ ପେଟ୍ରୋଲ ବିକ୍ରି ହେଉଛି। ସବୁଠାରୁ ମହଙ୍ଗା ହେଉଛି ହଂକଂରେ। ହଂକଂରେ ଏକ ଲିଟର ପେଟ୍ରୋଲ ପିଛା ୧୯୫.୧୧ ଟଙ୍କାରେ ବିକ୍ରି ହେଉଥିବା ବେଳେ  ଭେନେଜୁଏଲାରେ ଭାରତୀୟ ଟଙ୍କାରେ ୧.୮୮ରେ ବିକ୍ରି ହେଉଛି। ଦୁନିଆରେ ଏମିତି ୫ ଟି ଦେଶ ଅଛି…

କୋଭିଡ୍‌ ଯୋଗୁ ଆହୁରି ବଢିବ ଦାରିଦ୍ର୍ୟ; ତୀବ୍ର ହେବ ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ: ଦେଢ ବିଲିୟନରୁ ଅଧିକ ଲୋକଙ୍କୁ ଚରମ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଇଛନ୍ତି। କାରଣ ଅଧିକାଂଶ ଲୋକଙ୍କୁ ନିଜ ପକେଟରୁ ସ୍ୱାସ୍ଥ୍ୟ ସେବା ପାଇଁ ଦେୟ ଦେବାକୁ ପଡୁଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏକ ପ୍ରେସ ବିବୃତ୍ତିରେ କହିଛି। ସେ କହିଛି ଯେ ଲୋକଙ୍କ ଦକ୍ଷତା ଉପରେ…

ଦୁବାଇ ଏବେ ୧୦୦ ପ୍ରତିଶତ ପେପରଲେସ୍‌; ଡିଜିଟାଲ ମୋଡରେ ହେବ ସବୁ ସରକାରୀ କାମ

ଦୁବାଇ: ଦୁବାଇ ବିଶ୍ବର ପ୍ରଥମ ଶତପ୍ରତିଶତ ପେପର୍‌ଲେସ ଦେଶ ହୋଇପାରିଛି। ଏମିରେଟ୍ସର କ୍ରାଉନ୍ ପ୍ରିନ୍ସ ଶେଖ ହାମଦାନ ବିନ୍ ମହମ୍ମଦ ବିନ୍ ରସିଦ ଅଲ ମାକତୌମ ଏ ନେଇ ଘୋଷଣା କରିଛନ୍ତି। ଏହି ବ୍ୟବସ୍ଥା ଦ୍ବାରା  (୩୫୦ ମିଲିୟନ୍ ଡଲାର୍) ସଞ୍ଚୟ ହୋଇପାରିବ ବୋଲି ସେ କହିଛନ୍ତି। ଏଣିକି ସବୁ…

୨୦୦୧ ସଂସଦ ଆକ୍ରମଣକୁ ପୂରିଲା ୨୦ ବର୍ଷ; ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୨୦୦୧ ଡିସେମ୍ବର ୧୩ରେ ସଂସଦ କମ୍ପ୍ଲେକ୍ସ ଭିତରେ ପାଞ୍ଚଜଣ ଆତଙ୍କବାଦୀଙ୍କ ଆକ୍ରମଣରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏମାନଙ୍କ ମଧ୍ୟରେ ମୁଖ୍ୟତଃ ସୁରକ୍ଷା ବାହିନୀର କର୍ମଚାରୀ ଏବଂ ସାଧାରଣ ନାଗରିକ ସାମିଲ୍‌ ଥିଲେ। ଏହି ଆକ୍ରମଣକୁ ଆଜି ୨୦ ବର୍ଷ ପୂରିଛି। ରାଷ୍ଟ୍ରପତି ରାମ…

ସଂକ୍ରମଣ ବିରୁଦ୍ଧରେ ଟିକାର ପ୍ରଭାବକୁ ହ୍ରାସ କରେ ଓମିକ୍ରନ୍‌!

ନୂଆଦିଲ୍ଲୀ: କରୋନାର ମାରାତ୍ମକ ପ୍ରଜାତି ଓମିକ୍ରନ୍, ଯାହା ବର୍ତ୍ତମାନ ସମୟରେ ୬୩ ଟି ଦେଶରେ କାୟା ବିସ୍ତାର କରିସାରିଛି। ଡେଲଟା ଷ୍ଟ୍ରେନ୍ ଅପେକ୍ଷା ଏହା ଅଧିକ ସଂକ୍ରମଣକାରୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦାବି କରିଛି। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ଓମିକ୍ରନ୍ ସଂକ୍ରମଣ…

କରୋନା ସଂକ୍ରମଣରେ ବଡ଼ ଜୁଆର ଆଣିବ ଓମିକ୍ରନ୍, ଚେତେଇଲେ ବୋରିସ୍ ଜନସନ୍

ଲଣ୍ଡନ: ସାରା ବିଶ୍ୱକୁ ଘାରିଛି ଓମିକ୍ରନ୍ ଆତଙ୍କ । ୬୩ ଦେଶକୁ ମାଡିଲାଣି । ଦ୍ରୁତ ସଂକ୍ରମଣ କରୁଛି । ଆଗକୁ ସ୍ଥିତି ଭୟାବହ ହୋଇପାରେ । କରୋନା ସଂକ୍ରମଣରେ ବଡ଼ ଜୁଆର ଆଣିବ ଓମିକ୍ରନ୍ । ଏଭଳି କଡ଼ା ଚେତାବନୀ ଓ ସତର୍କବାଣୀ ଶୁଣାଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ।…

ଫିଲ୍ମ ଷ୍ଟାଇଲରେ ଦୋଳିରେ ଏଣ୍ଟ୍ରି ମାରୁଥିଲେ ବର-କନ୍ୟା, ହଠାତ୍ ଛିଣ୍ଡିଗଲା ଦଉଡ଼ି

ରାୟପୁର: ଫିଲ୍ମ ଷ୍ଟାଇଲରେ ନବ ବିବାହିତ ଦୋଳିରେ ଏଣ୍ଟ୍ରି ମାରିବା ବେଳେ ଅଘଟଣ । ଛିଣ୍ଡିଗଲା ଦୋଳିର ଦଉଡ଼ି । ଆଉ ତାପରେ ଯାହା ଘଟିଲା କେହି କେବେ କଳ୍ପନା କରି ନଥିଲେ । ବିବାହ ଉତ୍ସବରେ ସମସ୍ତେ ଖୁସିରେ ମସଗୁଲ ଥିବା ବେଳେ ହଠାତ୍ ବରକନ୍ୟା ଆସୁଥିବା ଦୋଳିର ଦଉଢ଼ି ଛିଣ୍ଡିଗଲା । ଏଭଳି ଘଟଣା…

ମିସ୍ ୟୁନିଭର୍ସ ୨୦୨୧ ହେଲେ ପଞ୍ଜାବ ସୁନ୍ଦରୀ ହରନାଜ୍ କୌର

ନୂଆଦିଲ୍ଲୀ: ମିସ୍ ୟୁନିଭର୍ସ ୨୦୨୧ରେ ଜଲଓ୍ୱା ଦେଖାଇଲେ ଭାରତୀୟ ସୁନ୍ଦରୀ । ପଞ୍ଜାବର ଝିଅ ହରନାମ କୌର ସାନ୍ଧୁ ମିସ୍ ୟୁନିଭର୍ସ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି । ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ଟାଇଟଲ ଜିତିଛନ୍ତି । ୨୦୨୦ର ମିସ୍ ୟୁନିଭର୍ସ ମେକ୍ସିକୋର ଆଣ୍ଚ୍ରିୟା…

କାଶୀ ବିଶ୍ୱନାଥ କରିଡର ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ବାରଣାସୀ: ୨୦୧୯ରେ ଶୁଭ ଦେଇଥିଲେ । ଆଜି ଉଦଘାଟନ କରିବେ । ବାରଣାସୀରେ ଆଜି ବହୁ ପ୍ରତୀକ୍ଷିତ କାଶୀ ବିଶ୍ୱନାଥ କରିଡରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିଠୁ ଦୁଇ ଦିନିଆ ବାରଣାସୀ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପ୍ରଥମେ ସେ ବାବା କାଳ ଗୌରବଙ୍କ ଦର୍ଶନ କରିବେ…

୨୪ ଘଣ୍ଟାରେ ୧୦ଥର କରୋନା ଟିକା ନେଇ ଚର୍ଚ୍ଚାରେ ବ୍ୟକ୍ତି

ଭୁବନେଶ୍ୱର: କରୋନା ଟିକାକରଣକୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଦେଇଛି । ଚିନ୍ତାରେ ପଡିଯାଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଜଣେ ବ୍ୟକ୍ତି ମାତ୍ର ୨୪ଘଣ୍ଟାରେ ୧୦ ଥର କରୋନା ଟିକା ନେଇଛନ୍ତି । ତାହା ବି ଭିନ୍ନ ଭିନ୍ନ ଟିକାକେନ୍ଦ୍ରରୁ । ଓମିକ୍ରନ୍…