Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ଆଜିଠୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ସନ୍ଧ୍ୟା ୫ଟାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ବେଳେ ବିଏସଏଫର ଅଧିକାର କ୍ଷେତ୍ର ବୃଦ୍ଧି…

ଗୌତମ ଗମ୍ଭୀରଙ୍କୁ ଆତଙ୍କୀ ସଂଗଠନର ହତ୍ୟା ଧମକ

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ । ISIS କାଶ୍ମୀର ନାଁରେ ଜୀବନରେ ମାରି ଦେବାକୁ ଧମକ ଆସିଛି । ଏନେଇ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଗୌତମ ଗମ୍ଭୀର । ଏହାପରେ ଖୋଳତାଡ ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ମଧ୍ୟ ଦିଲ୍ଲୀ ଡିସିପି…

ଆକାଶଛୁଆଁ ଟମାଟୋ ଦର; କେ.ଜିକୁ ୧୨୦ ଟଙ୍କା

ନୂଆଦିଲ୍ଲୀ: ଦେଶର ଅଧିକାଂଶ ସହରରେ ଆକାଶଛୁଆଁ ଟମାଟୋ ଦର। ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୮୦ ଟଙ୍କା ଉପରେ ରହିଛି। କିନ୍ତୁ ସରକାରୀ ତଥ୍ୟ ଅନୁଯାୟୀ ବ୍ୟାପକ ବର୍ଷା ହେତୁ ଟମାଟୋର ଖୁଚୁରା ମୂଲ୍ୟ କେତେକ ଦକ୍ଷିଣ ରାଜ୍ୟରେ କିଲୋଗ୍ରାମ ପିଛା ୧୨୦ ଟଙ୍କାକୁ ବୃଦ୍ଧି ପାଇଛି।…

କଳିଙ୍ଗରେ ଜୁନିଅର ହକି ବିଶ୍ୱକପ୍

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହୋଇଛି ପୁରୁଷ ଜୁନିଅର ବିଶ୍ୱକପ୍ ହକି । ବିନା ଦର୍ଶକରେ ମ୍ୟାଚ୍ ଖେଳାଯାଉଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ବେଲଜିୟମ୍ ଓ ଦକ୍ଷିଣ ଆଫ୍ରିକା । ଆଜି ୫ଟି ମ୍ୟାଚ୍ ଖେଳାଯିବ । କାନାଡ଼ା-ପୋଲାଣ୍ଡ, ମାଲେସିଆ-ଚିଲି,…

ଅଳ୍ପ ପରିମାଣର ଡ୍ରଗ୍ସ ରଖିବା କିମ୍ବା ବ୍ୟବହାର କରିବା ଅପରାଧ ନୁହେଁ!

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ କୃଷି ଆଇନ ପ୍ରତ୍ୟାହାର, ଘରୋଇ କ୍ରିପ୍ଟୋକରେନ୍ସି ଉପରେ ପ୍ରତିବନ୍ଧକ ସମେତ ୨୬ ଟି ବିଲ୍ ଆଣିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ନାର୍କୋଟିକ୍ସ ଡ୍ରଗ୍ ବିଲ୍, ୨୦୨୧। ଏହା ଅଧୀନରେ ଏକ ବ୍ୟବସ୍ଥା କରାଯିବ ଯେ…

ଭାରତ ବାୟୋଟେକର BBV152 ଟିକା କରୋନାରେ ବିରୁଦ୍ଧରେ ୫୦% ପ୍ରଭାବଶାଳୀ

ନୂଆଦିଲ୍ଲୀ: ଲାନସେଟ୍ ସଂକ୍ରମଣ ରୋଗ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, କୋଭାକ୍ସିନର BBV152 ଟିକା କରୋନା ବିରୁଦ୍ଧରେ ୫୦% ପ୍ରଭାବଶାଳୀ। ଭାରତ ବାୟୋଟେକ୍ ଦ୍ବାରା ବିକଶିତ ହୋଇଥିବା ଏହି କୋଭିଡ୍-୧୯ ଟିକା ସୂଚିତ କରୁଛି ଯେ ଦୁଇଟି ଟିକାକରଣର ମାତ୍ରା ଲକ୍ଷଣାତ୍ମକ କୋଭିଡ୍‌-୧୯…

ମହାମାରୀ ଏଯାଏ ଶେଷ ହୋଇନାହିଁ; ସତର୍କ ରହିବାକୁ ଏମ୍‌ସ ନିର୍ଦ୍ଦେଶକଙ୍କ ଚେତାବନୀ

ନୂଆଦିଲ୍ଲୀ: ଦିଲ୍ଲୀ (AIIMS),ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେ ପ୍ରଥମ ଦୁଇଟି ତୁଳନାରେ ତୃତୀୟ ତରଙ୍ଗ ଏତେଟା ପ୍ରଭାବ ନପକାଇପାରେ। କିନ୍ତୁ ସେ କିନ୍ତୁ ଚେତାବନୀ ଦେଇ କହିଛନ୍ତି ଯେ ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ସମସ୍ତଙ୍କୁ କୋଭିଡ୍‌ ଉପଯୁକ୍ତ ଆଚରଣକୁ କଠୋର ଭାବେ…

ଆଗାମୀ ଦିନରେ ଆହୁରି କମିପାରେ ତୈଳ ଦର

ନୂଆଦିଲ୍ଲୀ: ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆହୁରି ହ୍ରାସ ପାଇପାରେ। କାରଣ କେନ୍ଦ୍ର ସରକାର ଏହାର ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭରୁ ୫ ମିଲିୟନ (୫୦ ଲକ୍ଷ) ବ୍ୟାରେଲ ଅଶୋଧିତ ତୈଳ ଛାଡିବାକୁ ନିଷ୍ପତ୍ତି ନେଇଛି। ଭାରତର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ…

ମରିଗଲା ପୋଷା କୁକୁର, ମାଲିକ ଖୋଲିଲେ ଭାରତର ପ୍ରଥମ ଅତ୍ୟାଧୁନିକ ପଶୁ ଚିକିତ୍ସାଳୟ

ଭୁବନେଶ୍ୱର: ବର୍ଷେ ପୂର୍ବରୁ ପ୍ରାଣ ହରାଇଥିଲା ପୋଷା କୁକୁର । ଦୁଃଖରେ ଭାଙ୍ଗିପଡିଥିଲେ ଗୁଜରାଟର ଜଣେ ବ୍ୟକ୍ତି । ଉପଯୁକ୍ତ ଚିକିତ୍ସା ତଥା ଚିକିତ୍ସା ପ୍ରଣାଣୀ ଥିଲେ ବୋଧ ହୁଏ ତାଙ୍କ କକୁରର ଜୀବନ ବଂଚିପାରିଥାନ୍ତା । ଏହି କଥା ଭାବି ଶେଷରେ ଭାରତର ପ୍ରଥମ ଭେଟରିନାରୀ ଭେଣ୍ଟିଲେଟର୍…

ଓଡ଼ିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ପରମ ବିଶିଷ୍ଟ ସେବା ପଦକ ସମ୍ମାନ

ଦିଲ୍ଲୀ : ଓଡିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ମିଳିଲା ବିଶିଷ୍ଟ ସେବା ପଦକ । ଆଜି ଦିଲ୍ଲୀରେ ଏକ ସ୍ୱତନ୍ତ୍ର ଉତ୍ସବରେ ଚଣ୍ଡିପ୍ରସାଦଙ୍କୁ ପରମ ବିଶିଷ୍ଟ ସେବା ପଦକ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେନାରେ ନିଜ କାର୍ଯ୍ୟପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ…